-+91-9937148622 |

prerana_bgr@rediffmail.com |

  Tuesday 12th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଶୋଭନୀୟ ଦେବ କନ୍ୟା ର ବିବାହ   (12-May-2026)       ||      ପୋଲିସ ପେଟ୍ରୋଳିଂ ବେଳେ ଗଞ୍ଜେଇ ଓ ସ୍କର୍ପିଓ ଜବତ୍   (12-May-2026)       ||      ବୌଦ୍ଧ ଜିଲ୍ଲାରେ ଶିକ୍ଷାର ଅଭ୍ୟୁଦୟ♦️ ସ୍ୱଳ୍ପ ଖର୍ଚରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଅଭ୍ୟୁଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ    (12-May-2026)       ||      ବଲାଙ୍ଗୀର: ଏମ୍.ସି.ଏଚ୍ ରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେସିନ୍ ସ୍ଥାପନ    (12-May-2026)       ||      ଟିଟିଲାଗଡ଼: ବଣିକ ସଂଘର ନିର୍ବାଚନ ଅନୁଷ୍ଠିତ    (12-May-2026)       ||      ଓଡ଼ିଆରେ ସରକାରୀ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁରରେ ପ୍ରଶିକ୍ଷଣ ଶିବିର   (12-May-2026)       ||      *ଗୃହ ଗଣନା ରେ "ରେଡିଓ" ଶିକ୍ଷକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ମୋ ବାପା ଙ୍କ ସ୍ମୃତି କୁ ଉଜ୍ଜୀବିତ କରିଛି*-   (12-May-2026)       ||      କଟକରେ ବୁଲିଲା ଖଣ୍ଡା, ୩ ଗୁରୁତର   (12-May-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ଯୁବମୋର୍ଚ୍ଚା ସଭାପତି ଚୟନ   (12-May-2026)       ||      ତିନି ଘରିଆ ନୂଆସାହି ରାସ୍ତା ଖାଲଖମା ଯାତାୟତ ବାଧାପ୍ରାପ୍ତ   (12-May-2026)       ||      ପୁଣି ଅଦିନିଆ ରଥଯାତ୍ରା। ଇସକନ ପକ୍ଷରୁ କରାଯାଇଛି ଏହି ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଡର୍ବାନ ସହରରେ   (12-May-2026)       ||      ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ   (12-May-2026)       ||      ରାଜ୍ୟରେ ପେଟ୍ରୋଲ-ଡିଜେଲ ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ   (12-May-2026)       ||      କାକଟପୁର ମା ମଙ୍ଗଳା ପୀଠରେ ଚନ୍ଦନ ଯାତ୍ରା ପାଳିତ♦️ ପ୍ରାଚୀ ନଦୀରେ ଚାପ ଖେଳିଲେ ରାଧାକୃଷ୍ଣ ଭାବବିହ୍ଵଳ ଶ୍ରଦ୍ଧାଳୁ   (12-May-2026)       ||      ମହାନ୍ ବିପ୍ଳବୀ ଶହୀଦ ମାଧୋ ସିଂ ଙ୍କ ଜୀବନୀ ସମ୍ବନ୍ଧରେ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟର ପ୍ରତିବାଦ କଲା ବିଜେଡି    (12-May-2026)       ||      ଇଚ୍ଛା ମୃତ୍ୟ ଆବେଦନକାରୀ ଚାଷୀ ରୋହିତ ଭୋଇ ଙ୍କୁ ଭେଟିଲେ ବିଜେଡି ନେତ୍ରୁ ମଣ୍ଡଳୀ    (12-May-2026)       ||      ଚୋରାଚାଲାଣ ବେଳେ ଗଞ୍ଜେଇ ସହ ଅଟୋ ଜବତ   (12-May-2026)       ||      ଡହଡହ ଖରାରେ ଜୀବନକୁ ବାଜିଲଗାଇ ଛଅତାଲା କୋଠା ଭାଙ୍ଗୁଛନ୍ତି ଶ୍ରମିକ   (12-May-2026)       ||      ନଅଗାଁ (କ) ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର   (12-May-2026)       ||      ବାର୍ଷିକ ଉତ୍ସବ ଅବସରରେ ସାମୂହିକ ପ୍ରତିଭା ସମ୍ମାନ ପ୍ରଦାନ   (11-May-2026)       ||     

HOME   ଜିଲ୍ଲା

ପୋଲିସ ପେଟ୍ରୋଳିଂ ବେଳେ ଗଞ୍ଜେଇ ଓ ସ୍କର୍ପିଓ ଜବତ୍

12-May-2026



ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ ସ୍କର୍ପିଓ ଜବତ:  ଦୁଇ ଗିରଫ

ବାଲିଗୁଡା, ତା ୧୨/୦୫ :(ସୁଶୀଳ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ଗଞ୍ଜେଇ ବିରୋଧୀ ଅଭିଯାନରେ ଆଉ ଏକ ସଫଳତା ମିଳିଛି। ବିଶ୍ୱସନୀୟ ସୂଚନା ଆଧାରରେ ବାଲିଗୁଡା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ୮୧ କେଜି ଗଞ୍ଜେଇ ସହ ଏକ ସ୍କର୍ପିଓ ଗାଡି ଜବତ କରିଥିବା ବେଳେ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଦାଣ୍ଡାଶାସି ଅଞ୍ଚଳ ର ଲୋକନାଥ ରାଉତ (୩୪) ଏବଂ ଦେବ ପ୍ରସାଦ ସ୍ୱାଇଁ (୩୭) ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଚଢାଉ ସମୟରେ ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ସ୍କର୍ପିଓ ଗାଡ଼ି ନଂ.ଓଡି -୦୨-ବିଏଫ- ୦୨୫୮ କୁ ମଧ୍ୟ ଜବତ କରାଯାଇଛି। ଏ ନେଇ   ବାଲିଗୁଡା ଥାନାରେ କେସ ନଂ. ୧୧୫/୨୬ ରେ ଏନଡିପିଏସ ଆଇନର ଧାରା ୨୦(ବି)(ii)(ସି) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଅଧିକାରୀ ଶିବ ଶଙ୍କର ସିଂ ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶୋଭନୀୟ ଦେବ କନ୍ୟା ର ବିବାହ   12-May-2026
  ଜିଲ୍ଲା  
ପୋଲିସ ପେଟ୍ରୋଳିଂ ବେଳେ ଗଞ୍ଜେଇ ଓ ସ୍କର୍ପିଓ ଜବତ୍   12-May-2026
  ଜିଲ୍ଲା  
ବୌଦ୍ଧ ଜିଲ୍ଲାରେ ଶିକ୍ଷାର ଅଭ୍ୟୁଦୟ♦️ ସ୍ୱଳ୍ପ ଖର୍ଚରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଅଭ୍ୟୁଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ   12-May-2026
  ଜିଲ୍ଲା  
ବଲାଙ୍ଗୀର: ଏମ୍.ସି.ଏଚ୍ ରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେସିନ୍ ସ୍ଥାପନ    12-May-2026
  ଜିଲ୍ଲା  
ଟିଟିଲାଗଡ଼: ବଣିକ ସଂଘର ନିର୍ବାଚନ ଅନୁଷ୍ଠିତ   12-May-2026
  ଜିଲ୍ଲା  
ଓଡ଼ିଆରେ ସରକାରୀ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁରରେ ପ୍ରଶିକ୍ଷଣ ଶିବିର   12-May-2026
  ଜିଲ୍ଲା  
*ଗୃହ ଗଣନା ରେ "ରେଡିଓ" ଶିକ୍ଷକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ମୋ ବାପା ଙ୍କ ସ୍ମୃତି କୁ ଉଜ୍ଜୀବିତ କରିଛି*-   12-May-2026
  ଜିଲ୍ଲା  
କଟକରେ ବୁଲିଲା ଖଣ୍ଡା, ୩ ଗୁରୁତର   12-May-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ଯୁବମୋର୍ଚ୍ଚା ସଭାପତି ଚୟନ   12-May-2026
  ରାଜ୍ୟ  
ତିନି ଘରିଆ ନୂଆସାହି ରାସ୍ତା ଖାଲଖମା ଯାତାୟତ ବାଧାପ୍ରାପ୍ତ   12-May-2026
  ରାଜ୍ୟ  
ପୁଣି ଅଦିନିଆ ରଥଯାତ୍ରା। ଇସକନ ପକ୍ଷରୁ କରାଯାଇଛି ଏହି ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଡର୍ବାନ ସହରରେ   12-May-2026
  ରାଜ୍ୟ  
ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ   12-May-2026

You Might Also Like