-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
11-May-2026
ବରପାଲି -(ସୁଦାମ ଦୀପ ) ବରଗଡ ଜିଲା ଅତାବିରା ଠାରେ ଗତ ୧୦ ତାରିଖ ସୋମବାର ଦିନ ୧୦ ଟାରେ ବିଜେପି ଦଳ ତରଫରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା ଭବ୍ୟ ଓ ଉସ୍ବାହମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି |ଏ ଅଂଚଳର ଶତାଧିକ ମହିଳା କର୍ମୀ ଓ ସଂଗଠନୀୟ ସଦସ୍ୟାକଂ ବ୍ୟାପକ ଯୋଗଦାନ ପଦଯାତ୍ରାକୁ ସଫଳ କରିଥିଲା | ମହିଳା ସଶକ୍ତିକରଣ ,ସାମାଜିକ ସଚେତନତା ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ କରିବା ଉପରେ ଗୁରୁତ୍ବପୂର୍ଣ୍ନ ଆଲୋଚନା ହୋଇଥିଲା ମହିଳାମାନକୁଂ ସମଜର ମୁଖ୍ୟ ସ୍ରୋତ ସହ ଯୋଡି ନେତୃତ୍ବ ଦାୟିତ୍ବ ନେବାକୁ ଆହ୍ବାନ ଦିଆଯାଇଥିଲା |ଏହି କାର୍ଯ୍ୟକ୍ରମରେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ,ନଗର ସଭାପତି ସତୀଶ ଚୌଧୁରୀ,ମିଳନ ସେଟ,ଅର୍ଚ୍ଚନା ବାଗ,ଖିରେଶ୍ବରୀ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲଲେ |