-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

କଟକ ପୂର୍ତ୍ତ ବିଭାଗ ଡିଭିଜନ-୧କୁ ଛାଡ଼ୁନାହାଁନ୍ତି ଇଂଜିନିୟର♦️ ୮ ବର୍ଷରେ ୪ଥର ବଦଳି ତଥାପି ଲୋଭ ଗ୍ରାସିଛି

08-May-2026



କଟକ(ତପନ ମହାନ୍ତି): ପୂର୍ତ୍ତ ବିଭାଗ ଡିଭିଜନ-୧ର ଜନୈକ ଏକ ଇଂଜିନିୟର ଏସ୍ ସିବି ମେଡିକାଲ । ପୂର୍ଭ ବିଭାଗ ସେକ୍ସନ-୨ ରେ ୮ ବର୍ଷ ରହିବା ପରେ ଦୁର୍ନୀତିର  ଅଭିଯୋଗ ବାରମ୍ବାର ହେବାପରେ ଭୁବନେଶ୍ବର ଏନ୍ ଏଚକୁ ବଦଳି ହୋଇ ଥିଲା ଉପର ମହଲରେ ବାହୁବଳି ନେତାକୁ ଧରି କ୍ୟାନସେଲ୍ କଲେ। ପରମୁହୂର୍ତ୍ତରେ  ପୁନର୍ବାର ପୁଣି ଥରେ ଭୁବନେଶ୍ବର  ଏନ୍‌ଏଚର ଏସି ଅଫିସିକୁ ବଦଳି ହେଲା ତଥାପି ଭୟ ନକରି ଉପର ମହଲରେ ଧରାଧରି କରି କ୍ୟାନସେଲ କଲେ । ୩ୟ ଥର ବଦଳି ହେଲା  ଭୁବନେଶ୍ୱର ସର୍ବୋଚ୍ଚ  ଯନ୍ତ୍ରୀ ବିଭାଗକୁ ତଥାପି ହାରମାନି  ନଥିଲେ ଗୋଟିଏ ଜିଦି ମତେ କିଛି ମାଲ୍ କମେଇବାର ଅଛି  ତ  କଟକ  ଆର ଆଣ୍ଡ ବି ଡିଭିଜନ ୧ ରେ ରହିବାର ଅଛି
ଶେଷରେ ସେଇଆ ହେଲା ସରକାରଙ୍କ ନିର୍ଦ୍ଦେଶକୁ ଦଳିମକଚି ଫିଙ୍ଗିଦେଇ ବୋଷ ସେକ୍ସନରେ ଦାଇତ୍ବ ଗ୍ରହଣ କଲେ କଟକ ଆର୍ ଆଣ୍ଡ ବି ଡିଭିଜନ - ୧ରେ କଣ ଏମିତି ମହୁ ଝରୁଛି ଯେ ଉକ୍ତ ଇଂଜିନିୟର ଜଣକ ପଚୁର ମାତ୍ରାରେ ଅର୍ଥ ପକେଇ ଆସିବାର  ମାନେ କଣ ?
ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ଉକ୍ତ ଇଂଜିନିୟର ଜିଦି ଆଗରେ ରାଜ୍ୟ ସରକାରଙ୍କ ସମସ୍ତ  ଆଇନ କାନୁନ ଫେଲମାରିଛି । ସାଧାରଣ ଲୋକ ପ୍ରଶ୍ନ  କରୁଛନ୍ତି କଟକ ପୂର୍ଭ ବିଭାଗ ଡିଭିଜନ - ୧ରେ ଯେଉଁ ମାନଙ୍କର ବଦଳି ହୋଇଥ୍ ଲା ସମସ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମାନି ବଦଳି  ହୋଇଥିବା ସ୍ଥାନକୁ ଯାଇ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ କଟକ ପୂର୍ତ୍ତ ବିଭାଗ ଡିଭିଜନ -୧ ଉକ୍ତ ଇଂଜିନିୟର ପଚୁର ମାତ୍ରାରେ ଅର୍ଥ ପକେଇ ଆସିବାର ମାନେ କଣ ? କିଏ ସେ ବାହୁବଳି କଳାକାର ଉକ୍ତ ଇଂଜିନିୟରକୁ ସୁରକ୍ଷା ଦେଉଛି  ଏବଂ କାହିଁକି ଦେଉଛି ତାର ଏଥିରେ ସ୍ୱାର୍ଥ କଣ ଏସବୁ ପ୍ରଶ୍ନ ଠିକାଦାରଙ୍କ ମଧ୍ୟରେ ଆଲୋଚନ  ହେଉଥିବା ଲକ୍ଷ କରାଯାଉଛି। ଗୋଟିଏ ପଟେ ରାଜ୍ୟ ସରକାର ଦୁର୍ନୀତି ହଟାଅ ଡିଣ୍ଡିମ ପିଟୁଥିବା ବେଳେ କିଏ ସେ ବାହୁବଳି ପ୍ରଚୁର ଅର୍ଥ ନେଇ ରାଜ୍ୟ ସରକାରଙ୍କୁ ବଦ୍ ନାମ କରୁଛି । ରାଜ୍ୟ ସରକାର ତୁରନ୍ତ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like