-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
07-May-2026
କଟକରୁ ତପନ ମହାନ୍ତିଙ୍କ ରିପୋର୍ଟ
♦️ବାଲିଅନ୍ତାରେ ମଧ୍ୟଯୁଗୀୟ ବର୍ବରତା, ଯୁବକଙ୍କୁ ପିଟିପିଟି ମାରିଦେଲେ
♦️ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ପାଖରେ ପିଟି ପିଟି ମାରିଦେଲେ
♦️ହାତଗୋଡ଼ ବାନ୍ଧି ଘୋଷାଡ଼ି ଘୋଷାଡ଼ି ପୋଲିସ ସାମ୍ନାରେ ପିଟିଲେ
♦️ବାଉଁଶରେ ବାନ୍ଧି ଟେକି ବିଧା ଗୋଇଠା ମାରି ଜୀବନ ନେଇଗଲେ
♦️ମୃତକ ଜଣକ ରେଲୱେ କନଷ୍ଟେବଲ ବୋଲି ପ୍ରାରମ୍ଭିକ ସୂଚନା
♦️ମୃତକ ମୌଜପୁର ଗାଁର ସୌମ୍ୟରଂଜନ ସ୍ବାଇଁ
♦️ପୋଲିସ ସାମ୍ନାରେ ଲୋକେ ଆଇନକୁ ହାତକୁ ନେବାକୁ ନେଇ ଉଠିଲା ପ୍ରଶ୍ନ
♦️ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୨ ଯୁବକଙ୍କୁ ପିଟିଲେ
♦️ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଆଉ ଜଣେ ଥାନାରେ ଅଟକ