-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||      ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   (05-Aug-2026)       ||      *ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   (05-Aug-2026)       ||     

HOME   ଜିଲ୍ଲା

ସ୍ବାସ୍ଥ୍ୟ ହିଁ ସମ୍ପଦ ♦️ କରତାଳି ବା ତାଳି ବଜେଇବାର ଉପକାରିତା

30-Apr-2026



ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ, ବ୍ୟାୟାମ, ପ୍ରାଣାୟାମ, ସକାଳୁ ଚାଲିବା, ଏବଂ କିଛି ସମୟ ତାଲି ମାରିବା ଇତ୍ୟାଦି ନିୟମିତ ଭାବେ ପାଳନ କଲେ ଶରୀର ସୁସ୍ଥ ଓ ନିରୋଗ ରହିଥାଏ । ତେବେ ଆଜି ତାଲି ର ଉପକାରିତା ବିଷୟରେ କିଛି ଜାଣିବା। ପ୍ରତ୍ୟହ ସକାଳୁ ଖାଲି ପେଟରେ ୦୫ ମିନିଟ ପର୍ଯ୍ୟନ୍ତ ତାଲି ମାରିବା ଦ୍ବାରା ନିମ୍ନ ଶାରୀରିକ ଉପକାର ମିଳିଥାଏ।

୧.ଆକ୍ୟୁପ୍ରେସର ଚିକିତ୍ସା ଭଳି

ପ୍ରତ୍ୟହ ସକାଳୁ ତାଲି ମାରିବା ଦ୍ଵାରା ଆକ୍ୟୁପ୍ରେସର ଭଳି କାମ କରିଥାଏ କାରଣ ହାତ ପାପୁଲିରେ ୩୯ ଆକ୍ୟୁପ୍ରେସର ପଏଣ୍ଟ ଥାଏ ଯାହା ହୃଦୟ, କିଡନୀ, ଫୁସଫୁସ, ଚକ୍ଷୁ ସହ ସହ ଜଡ଼ିତ । ତାଳି ବଜେଇଇଲେ ଉକ୍ତ ସମସ୍ତ ପଏଣ୍ଟ କୁ ଏକା ସାଙ୍ଗରେ କାର୍ଯ୍ୟକ୍ଷମ କରିଥାଏ।

୨.ରକ୍ତ ସଞ୍ଚାଳନ ବଢେ

ହାତ ପାପୁଲିରେ ଶରୀର ଅନେକ ଆକୁପ୍ରେସର ପଏଣ୍ଟ ଥାଏ। ତାଳି ବଜେଇଲେ ସେଗୁଡ଼ିକ ଚାପି ହୁଏ ଓ ରକ୍ତ ପ୍ରବାହ ଭଲ ହୁଏ।

୩.ହୃଦୟ ସ୍ୱାସ୍ଥ୍ୟ 

ଦିନକୁ ୦୪/୦୫  ମିନିଟ ତାଳି ବଜେଇବା ହାଲୁକା କାର୍ଡିଓ ବ୍ୟାୟାମ ଭଳି ହୃଦୟ ସୁସ୍ଥ ରହିଥାଏ  ।

୪.ଫୁସ୍‌ଫୁସ୍ ଓ ଆଜମା

ଜୋର୍ ରେ ତାଳି ବଜେଇଲେ ଫୁସ୍‌ଫୁସ୍ ସକ୍ରିୟ ହୁଏ, ଶ୍ୱାସର ବ୍ୟାୟାମ ହୁଏ। ଯୋଗରେ ଏହାକୁ ‘କରତାଳି ଥେରାପି’ ବା Clapping Therapy କୁହାଯାଏ।

୫. ହାତର ମାଂସପେଶୀ 

ତାଳି ମାରିବା ଦ୍ଵାରା ଆଙ୍ଗୁଠି ଓ ହାତପାପୁଲିର ମାଂସପେଶୀ ମଜବୁତ ହୁଏ, ବିଶେଷକରି ବୟସ୍କ ଲୋକଙ୍କ ପାଇଁ ଏହା ଏକ ଭଲ ବ୍ୟାୟାମ ।

୬.ମାନସିକ ଉପକାର

ତାଳିର ଶବ୍ଦ ଓ ଲୟ ମନକୁ ଶାନ୍ତ କରେ,ଚାପ କମିଥାଏ ଏଣ୍ଡୋରଫିନ ହରମୋନ ବାହାରି ଶରୀରକୁ ସୁସ୍ଥ ରଖିଥାଏ।

୭.ମନ ଖୁସି ହୁଏ

ଗୋଷ୍ଠୀରେ ତାଳି ବଜେଇଲେ ଖୁସିର ମାହୋଲ ସୃଷ୍ଟି ହୁଏ, ଏକୁଟିଆପଣ ଦୂର ହୁଏ ।

୮.ଏକାଗ୍ରତା

ପିଲାମାନଙ୍କ ପାଇଁ ତାଳି ଖେଳ ଧ୍ୟାନ ଓ ସମନ୍ୱୟ ବଢାଏ ଏବଂ ଏକାଗ୍ରତା ବୃଦ୍ଧି ପାଏ ।

୯.ଆୟୁର୍ବେଦ ଓ ଯୋଗ ମତ

ଆୟୁର୍ବେଦ ଅନୁଯାୟୀ ହାତପାପୁଲିରେ ହୃଦୟ, ଯକୃତ, ଫୁସ୍‌ଫୁସ୍, ଅନ୍ତନଳୀର ପଏଣ୍ଟ ଥାଏ। ପ୍ରତ୍ୟହ ସକାଳେ ୫ମିନିଟ ତାଳି ବଜେଇଲେ ସାରା ଶରୀରକୁ ଉପକାର ମିଳିଥାଏ ଏହାକୁ ‘ହସ୍ତ ତାଳି ଯୋଗ’ ମଧ୍ୟ କୁହାଯାଏ।

୧୦.ସାମାଜିକ ଉପକାର

ଗୋଷ୍ଠୀରେ ତାଳି ବଜେଇଲେ ସମ୍ପର୍କ ମଜବୁତ ହୁଏ, ସାକାରାତ୍ମକ ଉର୍ଜା ବା ଶକ୍ତି ଆସେ। ସେଥିପାଇଁ ଭଜନ, କୀର୍ତ୍ତନ, ତଥା ସ୍କୁଲ ଆସେମ୍ବଲିରେ ତାଳି ବଜେଇବାକୁ କୁହାଯାଇଥାଏ।

୧୧.କେମିତି କରିବେ

ଦୁଇ ହାତପାପୁଲିକୁ ସିଧା ରଖି  ଆଙ୍ଗୁଠି-ଆଙ୍ଗୁଠି ଓ ହାତପାପୁଲି-ହାତପାପୁଲି ମିଳିବ। ପ୍ରତ୍ୟହ ସକାଳେ ୦୪-୦5 ମିନିଟ ସାତଦିନ ପର୍ଯ୍ୟନ୍ତ କରନ୍ତୁ ପରିବର୍ତ୍ତନ ଅନୁଭବ କରି ପାରିବେ । 
୧୨.ପ୍ରଥମେ ଧୀରେ ଧୀରେ ତାପରେ ଜୋରରେ ମିନିଟ କୁ ୬୦-୭୦ ଥର ପରେ ନିଜର ସ୍ବାସ୍ଥ୍ୟ ଦେଖି ବଢ଼େଇ ପାରିବେ । 
୧୩.ତାଳି ବଜେଇବା ବେଳେ ଗଭୀର ଶ୍ବାସ ନିଅନ୍ତୁ ଓ ଛାଡ଼ନ୍ତୁ। 
୧୪.ତାଳି ବଜାଇବା ପୂର୍ବରୁ ହାତରେ ଘିଅ କିମ୍ବା ତେଲ ଲଗାଇ ଏହି ବ୍ୟାୟାମ କଲେ ଉତ୍ତମ ଫଳ ମିଳିଥାଏ । 
(ଧ୍ୟାନ ଦିଅନ୍ତୁ-ଗଣ୍ଠି ବାତ ବା ହାତପାପୁଲିରେ ଆଘାତ ଥିଲେ ନିଜର ସ୍ବାସ୍ଥ୍ୟ ଦେଖି ଏହି ବ୍ୟାୟାମ କରିପାରିବେ ।) 
        --------×××-------


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026
  ଜିଲ୍ଲା  
କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   06-Aug-2026
  ଜିଲ୍ଲା  
ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା   06-Aug-2026
  ଜିଲ୍ଲା  
ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   06-Aug-2026
  ଜିଲ୍ଲା  
ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ   06-Aug-2026
  ଜିଲ୍ଲା  
ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   06-Aug-2026

You Might Also Like