-+91-9937148622 |

prerana_bgr@rediffmail.com |

  Saturday 20th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ    (19-Jun-2026)       ||      ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ    (19-Jun-2026)       ||      ବାହାର ଜିଲ୍ଲାରୁ ଆସୁଛି ଧାନ !   (19-Jun-2026)       ||      *ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   (19-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   (19-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   (19-Jun-2026)       ||      *ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   (19-Jun-2026)       ||      ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||     

HOME   ରାଜ୍ୟ

ବଲାଙ୍ଗିର ଖାଉଟି ଅଦାଲତରେ କେନ୍ଦ୍ରୀୟ ରେଳବାଇ ଦଣ୍ଡିତ

25-Apr-2026



ବଲାଙ୍ଗୀର (ପ୍ରେରଣା ଖବର): କାର୍ଯ୍ୟରେ ଅବହେଳା ଓ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ ଅକ୍ଷମତା ଅଭିଯୋଗରେ କେନ୍ଦ୍ର ରେଳବାଇକୁ ଜିଲ୍ଲା ଖାଉଟି ଅଦାଲତର ବିଚାରପତିଦ୍ବୟ  ରବୀନ୍ଦ୍ର ତ୍ରିପାଠୀ ଓ ଶ୍ରୀମତୀ ଜ୍ୟୋସ୍ନା ମିଶ୍ର ୧ଲକ୍ଷ ୩ ହଜାର ଟଙ୍କା ଜରିମାନା  ରେ ଦଣ୍ଡିତ କରିଛନ୍ତି । 

ଦୀର୍ଘ ସମୟ ଧରି ଟ୍ରେନ୍ ବିଳମ୍ବ ହେବାରୁ ବଲାଙ୍ଗୀର ଶାନ୍ତି ପଡାର ଜଣେ ଯାତ୍ରୀ ଚଣ୍ଡୀ ପ୍ରସାଦ ଖମାରୀ(ଉପଭୋକ୍ତା) ବିମାନ ଯାତ୍ରାରୁ ବଞ୍ଚିତ ହୋଇଥିଲେ। ଏହି  ଘଟଣାରେ ପରେ  ଶ୍ରୀଯୁକ୍ତ ଖମାରୀ  ଗତ ୨୦୨୪ ଏପ୍ରିଲ ୦୬ତରିଖରେ କେନ୍ଦ୍ର ରେଳବାଇ ବିରୁଦ୍ଧରେ ବଲାଙ୍ଗୀର ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ  ହୋଇଥିଲେ l
ଘଟଣା ଅନୁଯାୟୀ, ୨୦୨୪ ମସିହା ଅଗଷ୍ଟ ମାସରେ ଅଭିଯୋଗକାରୀ ଶ୍ରୀଯୁକ୍ତ ଖମାରୀ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ସେ ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟ ସ୍ଥାନକୁ ପହଞ୍ଚି ବିମାନ ଧରିବାକୁ ଯୋଜନା କରିଥିଲେ। କିନ୍ତୁ ଟ୍ରେନ୍ ବହୁ ସମୟ ବିଳମ୍ବ ହେବାରୁ ସେ ବିମାନ ଧରିପାରି ନଥିଲେ।
ଏହା ଫଳରେ ଅଭିଯୋଗକାରୀଙ୍କୁ ଆର୍ଥିକ ଓ ମାନସିକ ହାନି ଭୋଗିବାକୁ ପଡିଥିଲା। 

ଏହି ମାମଲାକୁ ଗୁରୁତ୍ୱ ଦେଇ ଜିଲ୍ଲା ଉପଭୋକ୍ତା  ଫୋରମ୍ କେନ୍ଦ୍ର ରେଳବାଇକୁ ଆର୍ଥିକ କ୍ଷତି ବାବଦକୁ ୫୫ ହଜାର ଟଙ୍କା ଓ ମାମଲା ଶୁଣାଣି  ଦିନଠୁଁ ସମାଧାନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୫୦୦ ଟଙ୍କା ସୁଧ ରାଶି ସହ ସର୍ବମୋଟ  ୧ ଲକ୍ଷ ୩ ହଜାର ଅର୍ଥରାଶି ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି l
ସୂଚନା ମୁତାବକ ଶ୍ରୀଯୁକ୍ତ ଖମାରୀ ୨୦୨୪ ଅଗଷ୍ଟ ୨୩ ତାରିଖ ରେ ଝାରସୁଗୁଡା ଷ୍ଟେସନରୁ ତାଙ୍କ ସମ୍ପର୍କୀୟ ୪ ଜଣଙ୍କ ସହିତ ଆଜାଦ ହିନ୍ଦ ଏକ୍ସପ୍ରେସରେ ଚଢ଼ିଥିଲେ। ହାଓଡ଼ାରେ ଟ୍ରେନ୍‌ଟି ୨୪ ତାରିଖ ସକାଳ ୩ଟା ୩୦ରେ ପହଞ୍ଚିବାରଥିଲା। କିନ୍ତୁ ଟ୍ରେନ୍ ଯାଇ ପହଞ୍ଚିଲା ଦିନ ୧୧ଟା ୩୦ରେ। ଶ୍ରୀ ଖମାରୀ ଓ ସମ୍ପର୍କୀୟ ଅନ୍ୟ ୩ଜଣ ବିମାନ ଯୋଗେ ଆସାମର ଗୌହାଟୀ ଯିବା ପାଇଁ ବିମାନରେ ଟିକେଟ୍ କାଟିଥିଲେ। ସେପ୍ଟେମ୍ବର ସକାଳ ୮ଟାରେ ବିମାନ ଛାଡ଼ିବା ବେଳେ ଟ୍ରେନ୍ ବିଳମ୍ବ ଯୋଗୁଁ ବିମାନସେବା ପ୍ରଦାନକାରୀ ସଂସ୍ଥା ସେମାନଙ୍କୁ ୨ ଘଣ୍ଟା ପରେ ପୁଣି ସେହି ସେଲ ଟିକେଟରେ ଯାତ୍ରା କରିବାକୁ ସୁବିଧା ଦେଇ ଥିଲେ । ଇତି ମଧ୍ୟରେ ଶ୍ରୀଯୁକ୍ତ ଖମାରୀ ରେଳବାଇ ଆପ୍ ଓ ଟୁଇଟର ମାଧ୍ୟମରେ ଅଭିଯୋଗ ଜଣାଇବା ସତ୍ୱେ ରେଳବାଇରୁ କୌଣସି ପ୍ରତିକ୍ରିୟା  ମିଳି ନ ଥିଲା ଓ ବିଳମ୍ବ ରେ ବିମାନ ବନ୍ଦରରେ ପହଂଚିଵା ପରେ ବିମାନ ଟି ଚାଲି ଯାଇଥିବା ସେ ଜାଣିବାକୁ ପାଇଥିଲେ, ଯାହା ତାଙ୍କୁ ବିଶେଷ ମାନସିକ ଆଘାତ ଦେଇଥିଲା l  

ଶ୍ରୀ ଖମାରୀ ରେଲବାଇ ଭଳି ଏକ ଦାୟିତ୍ୱସମ୍ପନ୍ନ  ବିଭାଗର ଏଭଳି ତ୍ରୁଟିପୂର୍ଣ୍ଣ ସେବା ସମସ୍ୟା ବିରୁଦ୍ଧରେ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ। ଏହାପରେ କୋର୍ଟ ମାମଲା ର ଗୁରୁତ୍ୱ କୁ ଉପଲବ୍ଧି  କରି ଉଚିତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ହେତୁ ବଲାଙ୍ଗୀର ଜିଲ୍ଲା ଖାଉଟି ଅଦାଲତକୁ ଶ୍ରୀଯୁକ୍ତ ଖମାରୀ କୃତଜ୍ଞତା  ଜ୍ଞାପନ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ   19-Jun-2026
  ଜିଲ୍ଲା  
ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ   19-Jun-2026
  ଜିଲ୍ଲା  
ବାହାର ଜିଲ୍ଲାରୁ ଆସୁଛି ଧାନ !   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   19-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   19-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   19-Jun-2026
  ଜିଲ୍ଲା  
ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା   19-Jun-2026
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026

You Might Also Like