-+91-9937148622 |

prerana_bgr@rediffmail.com |

  Tuesday 28th July 2026 |

| | | |

R.N.I. Regd No. ODIODI/2010/46693

Breaking News

ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||      ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ    (27-Jul-2026)       ||      ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   (27-Jul-2026)       ||      ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   (27-Jul-2026)       ||      ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   (27-Jul-2026)       ||      *ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (27-Jul-2026)       ||      ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   (27-Jul-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (26-Jul-2026)       ||      ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ    (26-Jul-2026)       ||      *ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||      ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   (26-Jul-2026)       ||      ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ    (26-Jul-2026)       ||      *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   (26-Jul-2026)       ||      ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   (26-Jul-2026)       ||      ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   (26-Jul-2026)       ||      ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   (26-Jul-2026)       ||      *ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   (26-Jul-2026)       ||     

HOME   ଜିଲ୍ଲା

ଜାତୀୟ ପଞ୍ଚାୟତ ରାଜ ଦିବସ ରେ ସ୍ୱତଃ ମନେ ପଡନ୍ତି ସୁବର୍ଣ୍ଣପୁର ଜିଲ୍ଲା ର ଆଦର୍ଶ ସରପଞ୍ଚ ସ୍ଵର୍ଗତ ଘାସିରାମ ତ୍ରିପାଠି*-

24-Apr-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ର ପୁର୍ବତନ ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷ ତଥା ଜଣେ ଲୋକ ପ୍ରିୟ ଅଣ କଂଗ୍ରେସ ନେତା ବିଜୁ ପ୍ରେମୀ ସ୍ଵର୍ଗତ ଘାସିରାମ ତ୍ରୀପାଠୀ ଙ୍କ ଗତ ୧୪-୦୯- ୨୦୧୨ ରେ ତିରୋଧାନ ଘଟିଥିଲା l ସ୍ଵର୍ଗତ ତ୍ରିପାଠି ୧୯୭୨ ରୁ ୨୦୦୭ ପର୍ଯ୍ୟନ୍ତ ଥରେ ବ୍ଲକ ଉପାଧ୍ୟକ୍ଷ , ଥରେ ସେବା ସମବାୟ ସମିତି ସଭାପତି ଓ ପାଞ୍ଚ ଥର ମୟୁରଉଡ଼ାନ ପଞ୍ଚାୟତ ରେ ସରପଞ୍ଚ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ l ଓ ଆଜୀବନ   ଅଣ କଂଗ୍ରେସ ନେତା ଭାବରେ ଏ ଅଞ୍ଚଳ ରେ ସେ ଜଣେ ବିରଳ କୃତିତ୍ୱ ର ଅଧିକାରୀ ଥିଲେ l ଅବିଭକ୍ତ ବଲାଙ୍ଗିର ଜିଲ୍ଲା ର ତଦାନନ୍ତିନ ଲୋକ ପ୍ରିୟ ମୁଖ୍ୟ ମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ, ଡ଼. ହରେକୃଷ୍ଣ ମହତାବ ଓ ସ୍ଵର୍ଗତ ବିଜୁ ପଟ୍ଟନାୟକ ଙ୍କ ପରି ଯଶସ୍ୱୀ ମୁଖ୍ୟ ମନ୍ତ୍ରୀ ମାନଙ୍କ ସହ ନିର୍ବାଚନୀ ପ୍ରଚାର ଓ ପଦଯାତ୍ରା ରେ ସାମିଲ ହୋଇ ଲୋକ ଙ୍କ ଆସ୍ଥା ଜିଣିବାର ସାମର୍ଥ୍ୟ ରଖି କେବେ ବି ପ୍ରଲୋଭନ ର ଶିକାର ନ ହେବା ଦଳ ବଦଳ ନ କରିବା ଓ ସେ ସମୟରେ ସୋନପୁର ବ୍ଲକ ରାଜନୀତି ରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ତାଙ୍କର ଏକ ସ୍ୱାଭିମାନ, ଦକ୍ଷତା  ଓ ନିସ୍ୱାର୍ଥପରତା ର ପ୍ରମାଣ ମିଳେ l ସମ୍ପ୍ରତି ରାଜନୀତି ରେ ପ୍ରଲୋଭନ ଓ କ୍ଷମତା ଲିପ୍ସୁ ନେତା ମାନେ ବାରମ୍ବାର ଦଳ ବଦଳ କରି ନିଜ ର ବ୍ୟକ୍ତି ଗତ ସ୍ବାର୍ଥ କୁ ଗୁରୁତ୍ୱ ଦେଉଥିବା ବେଳେ ଜନ ସଂପର୍କ କୁ ଅଗ୍ରାଧିକାର ଦେଇ ନିଜ ବ୍ୟକ୍ତିତ୍ୱ କୁ ନିର୍ମଳ ରଖିବା ରାଜନେତା ଶ୍ରୀ ତ୍ରିପାଠି ଅନ୍ୟ ମାନଙ୍କ ପାଇଁ ଉଦାହରଣ l ୨୦୦୧ ମସିହା ରେ ରାଜ୍ୟ ର ଶ୍ରେଷ୍ଠ ପଞ୍ଚାୟତ ଶ୍ରେଷ୍ଠ ସରପଞ୍ଚ ଭାବେ ସରକାର ଙ୍କ ଦ୍ୱାରା ସମ୍ମାନିତ ହେବାର କୃତି ଶ୍ରୀ ତ୍ରିପାଠି  ଙ୍କ ଚରିତ୍ର କୁ ଆହୁରି ଅମ୍ଳାନ କରିଛି l ସାଇକେଲ ରେ ଯାତ୍ରା କରି ଗ୍ରାମ ପଞ୍ଚାୟତ ର ୩୩ ଟି ଗ୍ରାମ ର ଲୋକ ଙ୍କ ସୁଖ ଦୁଃଖ ରେ ସାମିଲ ହୋଇ ଲୋକ ଙ୍କ ଆସ୍ଥାଭାଜନ ହେବା ମଧ୍ୟ ଏହା ଆଉ ଏକ ବିରଳ ଉଦାହରଣ l ଶ୍ରୀ ତ୍ରିପାଠି ସ୍ବାଧୀନତା ପରବର୍ତ୍ତୀ ସମୟରେ ଗଣତନ୍ତ୍ର ପରିଷଦ, ସ୍ୱତନ୍ତ୍ର ପାର୍ଟି, ଭରତୀୟ ଲୋକ ଦଳ, ଜନତା ଦଳ ଓ ପରେ ପରେ ବିଜୁ ଜନତା ଦଳ ରେ ସାମିଲ୍ ହୋଇ ନିଷ୍ଠା, ନିର୍ଭୀକ ଓ ସ୍ୱାଭିମାନ ର ସହ କାର୍ଯ୍ଯ କରି ଆସିଛନ୍ତି l ଶ୍ରୀ ତ୍ରିପାଠି ଙ୍କ ଦେହାନ୍ତ ପରେ ଦ୍ୱାଦଶାହ କାର୍ଯ୍ଯ ରେ ସ୍ଥାନୀୟ ଶ୍ରୀ ଗୋପାଳ ଜି ମନ୍ଦିର ରେ ଅନୁଷ୍ଟିତ ଏକ ଶୋକ ସଭାରେ ପୁର୍ବତନ ସାଂସଦ ଶରତ ପଟ୍ଟନାୟକ , ପୁର୍ବତନ ବିଧାୟକ ରାଧାକାନ୍ତ ପଣ୍ଡା, ଅଚ୍ୟୁତ ବିଶ୍ୱାଳ ଙ୍କ ସମେତ ଅନେକ ସରପଞ୍ଚ ଅଧ୍ୟକ୍ଷ ଓ ନେତା ସାମିଲ ହୋଇ ଥିବା ବେଳେ ବରିଷ୍ଠ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଦୀପ କୁମାର ଅମାତ, ପ୍ରାକ୍ତନ ଜିଲ୍ଲାପାଳ ଡଃ ପ୍ରଫୁଲ୍ଲ ଚାଉଳିଆ, ଫୋନ୍ ଯୋଗେ ସମବେଦନା ଜଣାଇଥିଲେ l ଦ୍ୱାଦଶାହ କାର୍ଯ୍ଯ ପରେ ପରେ ସୁବର୍ଣ୍ଣପୁର ଗସ୍ତ ରେ ଆସିଥିବା ସେ ସମୟର କ୍ଷମତାଶାଳୀ ପ୍ରଭାବଶାଳୀ  କ୍ୟାବିନେଟ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ଡାଃ ଦାମୋଦର ରାଉତ, ମନ୍ତ୍ରୀ ରମେଶ ମାଝୀ, ପଦ୍ମନାଭ ବେହେରା, ଓ ସାଂସଦ କଳିକେଶ ନାରାୟଣ ସିଂହଦେଓ ସ୍ଵର୍ଗତ ତ୍ରିପାଠି ଙ୍କ ପରିବାର କୁ ପହଞ୍ଚି ତାଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ଓ "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଶୋକ ବାର୍ତ୍ତା ପତ୍ର ପହଞ୍ଚିବା ବିଷୟ" ମଧ୍ୟ ଶ୍ରୀ ତ୍ରିପାଠି ଙ୍କ ନୀତି ନିଷ୍ଠା ସରଳତା ନମ୍ରତା ଉତ୍ସର୍ଗୀକୃତ ସେବା ଲୋକ ପ୍ରିୟତା ର ଆଉ ଏକ ଅନନ୍ୟ ଉଦାହରଣ ଅଟେ l ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ଏହି ପରି କର୍ମ ଯୋଗୀ ସଚ୍ଚୋଟ ତଥା ଜନପ୍ରିୟ ନେତା ଙ୍କ ଠାରୁ ବର୍ତ୍ତମାନ ର ଯୁବ ସମାଜ ଶିକ୍ଷା ଗ୍ରହଣ କରି ଲୋକ ଙ୍କ ସମସ୍ୟା କୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି l ଓ ଆଜିର ଏଇ ପବିତ୍ର ଦିଵସ ରେ ସ୍ଵର୍ଗତ ଶ୍ରୀ ତ୍ରିପାଠି ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଲେ ପଞ୍ଚାୟତ ରାଜ ଦିବସ ର ସଫଳତା ହେଵ ନିଶ୍ଚିତ l


News Comment




Photo in News

Advertisment
Lastest News
  ଜିଲ୍ଲା  
ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   27-Jul-2026
  ଜିଲ୍ଲା  
ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   27-Jul-2026
  ଜିଲ୍ଲା  
ପାଣି ଘେରରେ ଲୋଇସିଂହା ବ୍ଲକ   27-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   27-Jul-2026
  ଜିଲ୍ଲା  
ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ   27-Jul-2026
  ଜିଲ୍ଲା  
ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   27-Jul-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   27-Jul-2026
  ଜିଲ୍ଲା  
ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   27-Jul-2026
  ଜିଲ୍ଲା  
*ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   27-Jul-2026
  ଜିଲ୍ଲା  
ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   27-Jul-2026
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   26-Jul-2026
  ଜିଲ୍ଲା  
ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ   26-Jul-2026

You Might Also Like