-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Apr-2026
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲାର ସମସ୍ତ କର୍ମଚାରୀ ବିଭାଗ ପାଇଁ ଏକ ଗର୍ବ ଓ ଗୌରବ ଅଟନ୍ତି। ତାଙ୍କ ସେବା, ତାଙ୍କ ଦାୟିତ୍ୱ ଏବଂ ନିଷ୍ଠାପରତା ପାଇଁ ଆଜି ପୋଲିସ ବିଭାଗ ଗର୍ବିତ। ସୁରକ୍ଷା ବାହିନୀର ଅଂଶ ବିଶେଷ ଭାବରେ ଯାଦବ ଚନ୍ଦ୍ର ଜଗତଙ୍କ ୨୨.୦୪ ୨୦୨୬ ରେ ଅବସର ଗ୍ରହଣ କରିଛନ୍ତି। ବିଭାଗ ପାଇଁ ସଫଳତା ସହ ୪୨ ବର୍ଷ ୭ ମାସ ୨୫ ଦିନର ସେବା ଅତୁଳନୀୟ ଅବଦାନ ଅଟେ। ତେଣୁ ଅବସର ସମୟରେ ଏସ ପି ଅମୃତ ପାଲ ସିଂସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ପୋଲିସ ଅତିରିକ୍ତ ଏସ ପି, ଅଧିକାରୀମାନେ ଉପସ୍ଥିତ ଥିଲେ।