-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||     

HOME   ମନୋରଞ୍ଜନ

ମୁମ୍ବାଇର ରେଡ୍ ଲାଇଟ୍ ଏରିଆରେ ପହଁଞ୍ଚିଲେ ଶ୍ଵେତା ବସୁ, ଦିନେ ପୋଲିସ ରେଡରେ ଅଭିନେତ୍ରୀଙ୍କ ଉପରେ ଲାଗିଥିଲା ବେଶ୍ୟାବୃତ୍ତିର ଅଭିଯୋଗ

06-Feb-2021



ମୁମ୍ବାଇ (ପ୍ରେରଣା ଖବର ବ୍ୟୁରୋ): ମୁମ୍ବାଇ ନେସନାଲ୍ ଆୱାର୍ଡ ଜିତିଥିବା ଅଭିନେତ୍ରୀ ଶ୍ଵେତା ବସୁ ପ୍ରସାଦ ନିକଟରେ ମୁମ୍ବାଇ ର ରେଡ୍ ଲାଇଟ୍ ଏରିଆରେ ପହଁଞ୍ଚିଛନ୍ତି । ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଫଟୋରେ ସେ ଦୁଇଜଣ ସ୍ତ୍ରୀ ଲୋକମାନଙ୍କ ସହିତ ଦେଖା ଯାଉଛନ୍ତି । ଏହି ଦୁଇଜଣ ମହିଳା ତାଙ୍କ ଚେହେରା ରେ ଓଢଣୀ ଘୋଡାଇ ରଖିଛନ୍ତି ଏବଂ ଶ୍ଵେତା ତାଙ୍କ ପାଖରେ ବସିଛନ୍ତି । ଆପଣ ଭାବୁଥିବେ ଶ୍ଵେତା ରେଡ୍ ଲାଇଟ୍ ଏରିଆରେ କଣ କରୁଛନ୍ତି ।

ବାସ୍ତବରେ, ଶ୍ଵେତା ବସୁ ପ୍ରସାଦ ଖୁବଶୀଘ୍ର ଫିଲ୍ମ ଇଣ୍ଡିଆ ଲକଡାଉନ୍ ରେ ନଜର ଆସିବେ । ଏହି ଫିଲ୍ମ ରେ ସେ ଏକ ସେକ୍ସ ୱାର୍କର ର ଭୂମିକା ଗ୍ରହଣ କରୁଛନ୍ତି । ଏହି ଚରିତ୍ରକୁ ସଠିକ ଭାବରେ କରିବା ପାଇଁ ଶ୍ଵେତା ମୁମ୍ବାଇର ରେଡ୍ ଲାଇଟ୍ ଏରିଆର ଦ୍ୱାରସ୍ଥ ହୋଇଥିଲେ ଏବଂ ଏଥିପାଇଁ ସେକ୍ସ ୱାର୍କରଙ୍କ ସହିତ ଅନେକ ସମୟ ଧରି କଥା ମଧ୍ୟ ହୋଇଥିଲେ । ଏହି ଚରିତ୍ରର ନାମ ଏହାର ନିର୍ଦେଶକ ମଧୁର ଭଣ୍ଡାରକର ମେହଋନିସା ରଖିଛନ୍ତି । ଚରିତ୍ର ର ଗମ୍ଭୀରତା କୁ ବୁଝିବା ପାଇଁ ଭଣ୍ଡାରକର ଏବଂ ଶ୍ଵେତା ମୁମ୍ବାଇର ରେଡ୍ ଲାଇଟ୍ ଏରିଆ, କମାଠିପୁରା ଯିବାକୁ ନିଷ୍ପତି ନେଇଥିଲେ । ଏହା ଦ୍ୱାରା ଦୁଇଜଣ ସେଠାକାର ଜଣେ ଅସଲି ମେହଋନିସା ସହିତ ଦେଖା କରିଥିଲେ ।

ରେଡ୍ ଲାଇଟ୍ ଏରିଆ କୁ ଯିବାର ଅନୁଭବ ସେୟାର କରି ଶ୍ଵେତା କହିଛନ୍ତି , ମୁଁ ଯେଉଁ ଚରିତ୍ର ଗ୍ରହଣ କରିଛି ତାହା ବାସ୍ତବିକ ଅଟେ ଏବଂ ମୁଁ ଏଥିରେ ବୁଡ଼ିବାକୁ ଚାହୁଁଛି । ଯେ ପର୍ଯ୍ୟନ୍ତ ମୁଁ ଏହା ନ କରି ପାରିଛି, ସେପର୍ଯ୍ୟନ୍ତ ମୁଁ ଦର୍ଶକଙ୍କୁ ଏହାର ନିକଟତର କରିପାରିବିନି । ଫିଲ୍ମ ର ନିର୍ଦେଶକ ଙ୍କୁ ଏହା ଲାଗୁଥିଲା ଏହି ଚରିତ୍ର ଅନୁଯାଇ ମୋର କଥା କହିବା ଶୈଳୀ ବହୁତ ନରମ ଏବଂ ସଭ୍ୟ । ନିର୍ଦେଶକ ମଧୁର ଭଣ୍ଡାରକର ଙ୍କ ସହିତ କମାଠିପୁରା ଯିବାର ମୁଖ୍ୟ ଉଦେଶ୍ୟ ଥିଲା ସେଠାକାର ସେକ୍ସ ୱାର୍କରଙ୍କର କହିବା ଶୈଳୀକୁ ବୁଝିବା ।

ଶ୍ଵେତାଙ୍କୁ ପଚରା ଯାଇଥିଲା ଏମିତି ଜାଗାକୁ ଯିବା ପାଇଁ କଣ ଆପଣଙ୍କୁ କୌଣସି ପ୍ରକାର ସଙ୍କୋଚ କିମ୍ବା ଡର ଲାଗିଥିଲା କି ? ଉତ୍ତରରେ ଅଭିନେତ୍ରୀ କହିଛନ୍ତି- ମୁଁ ସାମ୍ବାଦିକତା ର ଛାତ୍ରୀ ଅଟେ ଏବଂ ଏହି ସବୁ ଜିନିଷକୁ ମୁଁ ଦେଖିଛି ମଧ୍ୟ । ସେଠାକୁ ମୋର ଯିବା ମୋ କାମ ସହିତ ସମ୍ବନ୍ଧିତ ଥିଲା । କିନ୍ତୁ ସଂକୋଚ ଏବଂ ଭୟ କେବଳ ଏଥିପାଇଁ ଲାଗୁଥିଲା , ଜଣା ଅଜଣାତରେ ମୁଁ କିଛି ଏମିତି ଅନୁଚିତ କଥା କହି ନଦିଏ ଯାହାଦ୍ୱାରା ତାଙ୍କୁ ଖରାପ ଲାଗିବ ।

ନିଜର ଅଭିନୟକୁ ଆହୁରି ସୁନ୍ଦର କରିବାପାଇଁ ଶ୍ଵେତା ପୁରୁଣା ହିନ୍ଦୀ ଫିଲ୍ମ ଦେଖୁଛନ୍ତି । ସେ ମଧୁରଙ୍କର ତିଆରି ଫିଲ୍ମ ରେ ତବୁଙ୍କ ଫିଲ୍ମ ଚାନ୍ଦିନୀ ବାର, କରିନା କପୁର ଙ୍କର ଚମେଲୀ ଏବଂ କୋଙ୍କଣା ସେନଶର୍ମା ଙ୍କ ଟ୍ରାଫିକ୍ ସିଗ୍ନାଲ ଦେଖି ସାରିଛନ୍ତି । ସୂଚନା ଅନୁସାରେ, ୨୦୧୪ ମସିହାରେ ହାଇଦ୍ରାବାଦ ର ‘ବଂଜାରା ହିଲ୍ସ’ ରେ ଚାଲୁଥିବା ସେକ୍ସ ରାକେଟରେ ଶ୍ଵେତା ବସୁ ପ୍ରସାଦଙ୍କ ନାମ ଆସିଥିଲା


News Comment




Photo in News

Advertisment
Lastest News
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm