-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2026
(ରଂଜିତ ମହାନ୍ତି )
ବରୀ ବ୍ଲକ ଅଧୀନ ଅଟିରା ପଞ୍ଚାୟତ ସ୍ଥିତ ସନ୍ଥନ ମଠ ରେ ପବି ପବିତ୍ର ପଣା ସଂକ୍ରାନ୍ତି ଦିନ ଠାରୁ ଆ ରମ୍ଭ ହୋଇଛି ବିଶ୍ୱଶାନ୍ତି ମହା ପଂଜ୍ଞ! ଏହି ପଂଜ୍ଞ ରେ ବିଭିନ୍ନ କିସମର ଦୋ ଦୋକାନ ପଡିଛି! ଦୋକାନୀ ମାନେ ଅର୍ଥ ନେଇ ଦ୍ରବ୍ୟ ବିକ୍ରି କରୁଥୁଲା ବେଳେ ଏଠି ଏକ ନିଆରା ଆରା ଘଟଣା ଘ ଦେଖିବାକୁ ମିଳିଛି! ସ୍ଥାନୀୟ ଗହପାଳ ଗ୍ରାମର ଯୁବ ସମାଜସେବୀ ହୃଷିକେଶ ପୃଷ୍ଟି ଯଜ୍ଞ କୁ ଆ ସୁଥିବା ଶ୍ରଦ୍ଧାଳୁ ଙ୍କୁ ମାଗଣାରେ ସ୍ବାଦିଷ୍ଠ ପଣା ବଣ୍ଟନ କରି ଚର୍ଚ୍ଚା ରେ ରହିଛନ୍ତି! ପୃଷ୍ଟି ଦୀର୍ଘ ବର୍ଷ ହେଲା ଏହି ପଣା ସଂକ୍ରାନ୍ତି ଦିନ ଏହି ପୀଠ ରେ ପଣା ବଣ୍ଟନ କରିଥାନ୍ତି! ଏହା କୁ ପାନ କରିବାକୁ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ଲାଗିଥାଏ ! ଏଭ ଳି ବ୍ୟବସ୍ଥା କୁ ସ୍ଥାନୀୟ ଲୋକେ କେ ପୃଷ୍ଟି ଙ୍କୁ ଭୁୟସୀ ପ୍ରଶଂସା କରୁଛନ୍ତି!