-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2026
ଲୋଇସିଂହା, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଆଦିବାସୀ ଭବନ ଠାରେ ଡ. ବି ଆର ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଦିବସ ରେ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ l ଉକ୍ତ ଜନ୍ମ ଉତ୍ସବ ରେ ବ୍ଲକ ସଭାପତି ଦଶରଥ ଛତ୍ରିଆ, ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ଲଳିତ ମୋହନ ପୁଟା, ଗୋପାଳ ପଧାନ, ରୁକ୍ମଣ ଧରୁଆ, ଗାଣ୍ଡାରାମ ପଧାନ, ପୂର୍ଣ୍ଣଚନ୍ଦ୍ର ଧରୁଆ, ଚୈତନ୍ୟ ଧରୁଆ, ଗୋବର ଧରୁଆ, ନେପାଳ ବର୍ଗେ, ସାଗରରଞ୍ଜନ ବିଶ୍ୱାଳ, କାଁହୁ ପଧାନ, ନାଦିଆ ବେହେରା, ଲାଳମନ ନାଗ, ଉମାକାନ୍ତ ନାଗ, ଗୋବିନ୍ଦ ଭୋଇ, ଦୟାସାଗର ସଲତର ସମେତ ବିଜେପି ର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l