-+91-9937148622 |
prerana_bgr@rediffmail.com |
Saturday 18th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2026
(ରଂଜିତ ମହାନ୍ତି )
ପଂଚାୟତରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଆଜି ବରୀ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରିଛନ୍ତି । । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଗିରି ରିଠାରେ ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଏକ ସାଂସ୍କୃତିକ ସ୍କୃତିକ କାର୍ଯ୍ୟର୍କମରେ ଯୋଗ ଦେଇଛନ୍ତି । ତେବେ ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକର ଚାୟତରେ ତାଙ୍କୁ ପୁଷ୍ପଗୁଚ୍ଛ ଚ୍ଛ ଦେଇ ସ୍ବାଗତ କରାଯାଇ ଥିବା ଥୁବା ଦେଖୁବାକୁ ମିଳିଥିଲ ଥିଲା । ପ୍ରଥମେ ସେ ସେ ଗୋପାଳପୁର ପୁରସ୍ଥ ଡାକବଙ୍ଗଳଠାରେ ପଂହଚିବା ପ ପରେ ବିଜେପିର ଶହଶ ହଶହ ନେତା ଓ କର୍ମୀ ସ୍ବାଗତ ସ୍ବା କରିଥିଲେ । ସେଠାରୁ ଏକ ବିଶାଳ କାର ଶୋଭାଯାତ୍ରାରେ ରନ୍ଗିରି ଅଭିମୁଖେ ବାହାରି ଥିଲେ । ବାଟରେ ରାଜେନ୍ଦ୍ରପୁରଠାରେ ଯୁବନେତା ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ବରେ ଶହଶହ ମହିଳା ,ଅତଲାପୁରଠାରେ ଯୁବନେତା ରାଣା ପ୍ରତାପଙ୍କ ସମର୍ଥକ,ସାମନ୍ତରାପୁରଠାରେ ଯୁବନେତା
ମହିଳାନେତ୍ରୀ, ଝାଲପଡା ପଂଚାୟତଠାରେ ଶହଶହ ସମର୍ଥକ,ମଙ୍ଗରାଜପୁରଠାରେ ବିଜେପି ଯୁବ କର୍ମକର୍ତା ଓ ମହିଳା ନେତ୍ରୀ,ମହେଶ୍ଵରପୁର ପଂଚାୟତ ଚାନ୍ଦପୁରଠାରେ ସରପଂଚ ଝରଣା ପ ପାତ୍ରଙ୍କ ନେତୃତ୍ବରେ ଶହଶହ ସମର୍ଥକ,ବନ୍ଧଡିହ ବଡିହ ପଂଚାୟତରେ ଶହଶହ ସମର୍ଥକ ଓ ବ୍ରହ୍ମବରଦ ବରଦା ପଂଚାୟତ ଚଣ୍ଡି ମନ୍ଦିର ପରିସରରେ ଯୁବନେତା ସଂଗ୍ରାମ ମହାନ୍ତି,ଅନିଲ ରାଉତ,ଉଦୟଭାନୁ ଦେଓ, ରୂପେଶ ରାଉତ,ଉ ରାଉତ,ଉମେଶ ବଟ୍ଟ ସୁରେନ୍ଦ୍ର ରାଉତ ଓ ବିଚିତ୍ର ଓଝା ଓ ଝାଲପଡା ପଂଚାୟତ ଝାଲପଡା ଛକଠାରେ କାବୁଲି ନାୟକଙ୍କ ନେତୃତ୍ବରେ ଶତାଧୂକ ମହିଳା, ଯୁବନେତା ଓ ବିଜେପି କର୍ମୀ ଶ୍ରୀ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସ୍ବାଗତ କରିଥିଲେ । ବ୍ରହ୍ମବରଦା ପଂଚାୟତସ୍ଥ ବ୍ୟାଙ୍କ ଛକଠାରେ ଶତାଧିକ ସଂଖ୍ୟାଲଘୁ ଭାଇମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।