-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||     

HOME   ଜିଲ୍ଲା

ପ୍ରଭୁ ଙ୍କ ଇଛା ହେଲା- ଦୀର୍ଘ ୪୬ ବର୍ଷ ର ଅପେକ୍ଷା ର ଅନ୍ତ ଘଟିଲା - ଭକ୍ତ ଙ୍କ ଦର୍ଶନ ଲାଗି ଶ୍ରୀ ରୁଦ୍ର ନାଥ ମହାପ୍ରଭୁ ଙ୍କ ମନ୍ଦିର ବାଟ ଫିଟିଲା* - *ଜିଲ୍ଲାପାଳ*-

10-Apr-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
  ଦୀର୍ଘ ୪୬ ବର୍ଷ ପରେ ଆଜି ସୁବର୍ଣ୍ଣପୁର  ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ, କିଛି ଭକ୍ତ ଶ୍ରଦ୍ଧାଳୁ, ଓ ମିଡ଼ିଆ ଙ୍କ ମିଳିତ ସହଯୋଗରେ ଜିଲ୍ଲାପାଳ  ଡ଼. ନୃପ ରାଜ ସାହୁ, ଏଡିଏମ ରାଜେନ୍ଦ୍ର ମାଝୀ, ଏଡିଏମ ଅଞ୍ଜଳୀନା ପଧାନ, ଉପ ଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ ଅଧିକାରୀ ଡ଼ ସୌମ୍ୟା ରୂପା ରଥ, ପୌର ପରିଷଦ ଅଧିକାରୀ ଋଷି ମାଝୀ ଙ୍କ ସମେତ ବିଭିନ୍ନ ଅଧିକାରୀ, ଗୋପାଳ ଜୀ ମନ୍ଦିର କମିଟି କର୍ମକର୍ତ୍ତା,  ସମାଜସେବୀ ଗୋବିନ୍ଦ ମହାରଣା, ମନୋରଞ୍ଜନ ତ୍ରିପାଠୀ, ଦୀପକ ମହାପାତ୍ର, କିଛି ସଚେତନ ନାଗରିକ, ମିଡିଆ, ଭକ୍ତ ଶ୍ରଦ୍ଧାଳୁ ଉପସ୍ଥିତରେ ସୁବର୍ଣ୍ଣପୁର ସହର ର ଅଷ୍ଟ ଶମ୍ଭୁ ମହାପ୍ରଭୁ ମଧ୍ୟରେ ଥିବା  ଶ୍ରୀ ଶ୍ରୀ ରୁଦ୍ର ନାଥ ମହାପ୍ରଭୁ ଙ୍କ ମନ୍ଦିର ର ପୂଜା ପାଇଁ ଦର୍ଶନ ପାଇଁ ବାଟ ଫିଟିଲା l "ଦୀର୍ଘ ୪୬ ବର୍ଷ ଧରି ପ୍ରଭୁ ଙ୍କ ଦ୍ୱାର ଖୋଲା ନ ଥିଲା l ଆବଦ୍ଧ ବାଉଁଣ୍ଡ୍ରୀ ଭିତରେ ଥିଲେ , ପ୍ରଭୂ ଙ୍କୁ ଦର୍ଶନ କରିବା ଲୋକେ ସୁଯୋଗ ପାଇ ନ ଥିଲେ l ପ୍ରଭୁ ଙ୍କ ଇଛା ପରେ ଆଜି ମନ୍ଦିର ର ବାଟ ଫିଟିଛି l ଏ ଜାଗା ମାଲିକ ଙ୍କ ଘର କୁ ପହଞ୍ଚି ଜିଲ୍ଲା ପ୍ରଶାସନ ଟିମ୍ ତାଙ୍କୁ ବୁଝାଇ ଥିଲୁ l ସେମାନେ ବାପା ପୁଅ ସ୍ୱଇଚ୍ଛା ରେ ଆଜି ଆମ ପାଖରେ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚି ମନ୍ଦିର ବାଟ ଫିଟାଇବାକୁ ଯେତେ ଜାଗା ଦରକାର ଜାଗା ଦେବାକୁ  ରାଜି ହେବା ବିଷୟ ଓ  ଆଜି ଭକ୍ତ ଶ୍ରଦ୍ଧାଳୁ ବହୁତ୍ ଖୁସି ଅଛନ୍ତି ବୋଲି ଜିଲ୍ଲାପାଳ  କହିଥିଲେ l ଜିଲ୍ଲା ପ୍ରଶାସନ ଦେବୋତ୍ତର ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ମନ୍ଦିର ପୁନଃ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ହେବ l ପ୍ରଭୁ ପୂଜା ପାଇବେ ଭକ୍ତ ଙ୍କୁ ଦର୍ଶନ ଦେବେ ବୋଲି ଜିଲ୍ଲାପାଳ ଡ଼. ସାହୁ ମତ ରଖି ଥିଲେ l  ମନ୍ଦିର ଖୋଲିବା ଓ ବାଟ ଫିଟାଇବା ନେଇ ପୌର ପରିଷଦ ଓ ଅଗ୍ନିଶମ ବାହିନୀ ପହଞ୍ଚି ଏଠାକାର ଅନା ବନା ଗଛ ଅଳିଆ ଆବର୍ଜନା ସବୁକୁ ଯୁଦ୍ଧ କାଳୀନ ଭିତ୍ତିରେ ସଫେଇ ଅଭିଯାନ ଜାରି ରଖିଛନ୍ତି ବୋଲି ଦେବୋତ୍ତର ବିଭାଗ ଅଧିକାରୀ ଡ଼ ସୌମ୍ୟା ରୂପା ରଥ ପ୍ରକାଶ କରିଛନ୍ତି l ଆଜିର ଏଇ ଐତିହାସିକ ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ ବିଶେଷ କରି ବେସରକାରୀ ଜାଗାରେ ଆବଦ୍ଧ ହୋଇ ରହିଥିବା  ଏ ଜାଗା ମାଲିକ ଙ୍କୁ ବୁଦ୍ଧିଜୀବି କୃତଜ୍ଞତା ଜ୍ଞାପନ କରିଛନ୍ତି l ପ୍ରଭୁ ଙ୍କୁ ପ୍ରତ୍ୟଃହ ଦର୍ଶନ କରିବା ସୁଯୋଗ ମିଳିବ ବୋଲି ଭକ୍ତ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ସହର ରେ  ଖୁସି ଲହର ଖେଳି ଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026

You Might Also Like