-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
11-Oct-2020
ସାଂସଦ ଅପରାଜିତାଙ୍କ ନାଁରେ ପୁଣି ଅଭିଯୋଗ। ତାଙ୍କ ନାଁରେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବା ଖୋର୍ଦ୍ଧା ବୋଲଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ବିଜେପି ମିଶ୍ରଣ ପର୍ବରେ ସାଂସଦ ଗାଇଡ ଲାଇନ୍ ମାନି ନାହାନ୍ତି। ବେଗୁନିଆର ପାଟପୁରରେ ମିଶ୍ରଣ ପର୍ବ ବେଳେ ଗାଇଡ୍ ଲାଇନ୍ ଭାଙ୍ଗିଛନ୍ତି। ସାଂସଦ ଉପସ୍ଥିତ ଥିବା ମିଶ୍ରଣ ପର୍ବରେ ଶହ ଶହ ଲୋକ ମାସ୍କ ପିନ୍ଧି ନଥିଲେ। ଏନେଇ ରାଇମୋହନ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି!!*