-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||      ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ    (27-Jun-2026)       ||      ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   (27-Jun-2026)       ||      ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   (27-Jun-2026)       ||      ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||      ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   (27-Jun-2026)       ||      ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   (27-Jun-2026)       ||      ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   (27-Jun-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଜିଲ୍ଲାରେ ସୀମା ଲଂଘନ କରିଛି ମନରେଗାରେ ଦୁର୍ନୀତି ♦️ ଗ୍ରାମସାଥୀଙ୍କ ହେରାଫେରି ପ୍ରତି ଦୃଷ୍ଟି ପଡୁ  ! 

03-Apr-2026



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):  ବିଗତ ବିଜେଡି ସରକାରର ସର୍ବାଧିକ ଦୁର୍ନୀତି ହୋଇଛି ମନରେଗାରେ । ଏବେ ରାଜ୍ୟରେ ବିଜେପି ଶାସନ ବା କେନ୍ଦ୍ରରେ ମଧ୍ଯ ବିଜେପି କ୍ଷମତାରେ ଥାଇ ଡବଲଇଞ୍ଜିନ୍ ସରକାର ବଦଳିଲାପରେ ଏହି କେନ୍ଦ୍ରୀୟ ଦୀର୍ଘମିଆଦୀ ଗ୍ରାମୀଣ ନିଶ୍ଚିତ ଶ୍ରମଭିତ୍ତିକ ଯୋଜନାର ରୂପରେଖ ଓ ନାଁ' ବଦଳି ବିଭି-ଜିରାମଜି ହେଲା ପରେ ପୂର୍ବ ସରକାରଙ୍କର ଏହି ମନରେଗା ଯୋଜନାର ପୁଳା ପୁଳା ଭୁଲ୍ ତ୍ରୁଟି ବା ଅନିୟମିତତା ଏବେ ଲୋକଲୋଚନକୁ ଆସିବାରେ ଲାଗିଛି ।  ବଲାଙ୍ଗୀର ଜିଲ୍ଲାର ବ୍ଲକ୍ ଗୁଡିକରେ ଏହି ଦୁର୍ନୀତି ସୀମାଲଙ୍ଘନ କରିଥିବା ଅଭିଯୋଗରୁ ପ୍ରକାଶ  । ଏଥିମଧ୍ୟରେ ପୋଖରୀ ବା ଜଳାଶୟ ଖନନ , ମାଟିଖୋଳା ବା ଖାଲଖୋଳା, ବୃକ୍ଷରୋପଣ, ଚାରାରୋପଣ, ରାସ୍ତାକାମ, ବନୀକରଣ, ସୋକ୍ ପିଟ୍ ପରି ବିଭିନ୍ନ ଛୋଟବଡ ପ୍ରକଳ୍ପରେ ଗ୍ରାମସାଥୀଙ୍କ ଦ୍ବାରା ଆବେଦନକ୍ରମେ ଶ୍ରମିକ ଯୋଗାଡରେ ଜାଲିଆତିର ଅଭିଯୋଗ ପରିଲକ୍ଷିତ । ବିଗତବର୍ଷ ଖପ୍ରାଖୋଲ ବ୍ଲକର ଭାନପୁର , ମହରାପଦର ଓ ଅନ୍ଯାନ୍ଯ ପଞ୍ଚାୟତରୁ ଆରମ୍ଭ କରି ମୁରିବାହାଲ ବ୍ଲକ, ବଙ୍ଗୋମୁଣ୍ଡା ବ୍ଳକ, ପାଟଣାଗଡ ବ୍ଲକ, ବେଲପଡା ବ୍ଲକ ଓ ସଇଁତଳା ବ୍ଳକର କେତେକ ପଞ୍ଚାୟତର ଘଟଣା ଅନ୍ତର୍ଭୁକ୍ତ। ସଦ୍ୟତମ ଉଦାହରଣ ରୂପେ ଲୋକଙ୍କ ଅଭିଯୋଗ ଆଧାରରେ ସଇଁତଳା ବ୍ଳକର ଯୁରାବନ୍ଧ ପଞ୍ଚାୟତର ଯୁରାବନ୍ଧ ପଞ୍ଚାୟତର ଗ୍ରାମସାଥୀଙ୍କୁ ବହିଷ୍କାର କରାଯିବା ପରେ ଡୁକେରଚଚରା ପଞ୍ଚାୟତର ଗ୍ରାମସାଥୀ ସତ୍ଯବନ୍ତ ତାଣ୍ଡିଙ୍କ ବିରୁଦ୍ଧରେ ତଦନ୍ତପୂର୍ବକ କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ରହିଥିବା ପ୍ରକାଶ। କିନ୍ତୁ ବେଲପଡା ବ୍ଲକର ୨୪ ଟି ପଞ୍ଚାୟତରୁ ଘାଗୁର୍ଲି, ମଣ୍ଡଳ, ସୁଲେକେଲା , ଧୁମାଭଟା, କପାଣି ଓ ଅନ୍ଯାନ୍ଯ କେତେକ ପଞ୍ଚାୟତର ଗ୍ରାମସାଥୀଙ୍କ ବିରୁଦ୍ଧରେ ଉଠିଥିବା ମଧ୍ଯରେ ଘାଗୁର୍ଲି ପଞ୍ଚାୟତର ଜଣେ ଗ୍ରାମସାଥୀଙ୍କ ବିରୁଦ୍ଧରେ ସବୁଠୁଁ ବେଶି ଅଭିଯୋଗ ରହିଛି।  ଉକ୍ତ ଅଭିଯୁକ୍ତ ଅଭିଯୁକ୍ତ ଗ୍ରାମସାଥୀଙ୍କ ବିରୁଦ୍ଧରେ ଗତ କିଛିବର୍ଷ ଧରି ସୋକ୍ ପିଟ୍ ଓ ଅନ୍ଯାନ୍ଯ ମନରେଗା ପ୍ରକଳ୍ପରୁ ବାଟମାରଣା କରି ସେହି ଅନ୍ଯାୟୋପାର୍ଜିତ ଅର୍ଥରେ ଜମି କିଣି ଓ ବିଭିନ୍ନ ସରକାରୀ ଯୋଜନାର କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣର ମାର୍ଜିନ ମନି ଦାଖଲ କରି ଆଖିଦୃଶିଆ ହେବାରୁ  ସ୍ଥାନୀୟ ଲୋକଙ୍କ ଦୃଷ୍ଟିକଟୁ ହୋଇପଡିଥିବା ପ୍ରକାଶ । ଏଣୁ ଅନ୍ତତଃ ପ୍ରଥମରେ ବେଲପଡା ବ୍ଲକର ଏହି ଘାଗୁର୍ଲି ପଞ୍ଚାୟତର ଉପରୋକ୍ତ ମନରେଗା ପ୍ରକଳ୍ପର ଅନିୟମିତତାର ଏକ ପୁଙ୍ଖାନୁପୁଙ୍ଖ ଭିଜିଲାନ୍ସ ତଦନ୍ତ କରାଯିବାକୁ ଲୋକେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   28-Jun-2026
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026
  ଜିଲ୍ଲା  
*ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   28-Jun-2026
  ଜିଲ୍ଲା  
ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   28-Jun-2026
  ଜିଲ୍ଲା  
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Jun-2026
  ଜିଲ୍ଲା  
ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   28-Jun-2026
  ଜିଲ୍ଲା  
ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   27-Jun-2026
  ଜିଲ୍ଲା  
ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   27-Jun-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   27-Jun-2026

You Might Also Like