-+91-9937148622 |

prerana_bgr@rediffmail.com |

  Tuesday 31st March 2026 |

| | | |

R.N.I. Regd No. ODIODI/2010/46693

Breaking News

ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ   (31-Mar-2026)       ||      ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ   (31-Mar-2026)       ||      ଆତ୍ମରକ୍ଷା ତାଲିମ୍ ଝିଅମାନଙ୍କ ପାଇଁଏକ କବଚ ସଦୃଶ? ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ    (31-Mar-2026)       ||      ଶୋଚନୀୟ ହେଲାଣି ବରୁଆଁ-ବରୀ ରାସ୍ତା, ମରାମତି କରୁନାହିଁ ପୂର୍ତ୍ତ ବିଭାଗ   (31-Mar-2026)       ||      "ବୁଢାଦେଓଙ୍କ ଗାଦିଯାତ୍ରାରେ ଟିମନପୁର କାନ୍ଦିଉଠିଲା ଭକ୍ତିରେ—ଆଖିରେ ଆନନ୍ଦର ଲୁହ"   (31-Mar-2026)       ||      ଭବିଷ୍ୟ ଇଂରାଜୀ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ   (31-Mar-2026)       ||      ପଲଶାଗୋରା ସରସ୍ଵତୀ ଶିଶୁ ମନ୍ଦିର ବାର୍ଷିକ ଉତ୍ସବ ♦️ ଶିକ୍ଷା, ସଂସ୍କୃତି ଓ ଅନୁଶାସନ ରେ ଶିଶୁମନ୍ଦିର ର ଭୂମିକା ଅନନ୍ୟ    (31-Mar-2026)       ||      ଖାଉଟି ଅଦାଲତର ରେ ଫ୍ଲିପକାର୍ଡ ଦଣ୍ଡିତ    (31-Mar-2026)       ||      ଲୁହୂରାମୁଣ୍ଡା ପଂଚାୟତ ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Mar-2026)       ||      କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବିଧେୟକ(ସାଧାରଣ ପ୍ରଶାସନ )ଉପରେ ସାଂସଦ ନିରଞ୍ଜନ ବିଶି ଙ୍କ କଡ଼ା ସମାଲୋଚନା   (31-Mar-2026)       ||      ବର୍ଷା ଅଭାବରୁ ଚିନାବାଦମ ଚାଷ କ୍ଷତିଗ୍ରସ୍ତ   (31-Mar-2026)       ||      ଆଗଲପୁର ରେ ନୂତନ ଦେୱାନି ଓ ଫୌଜଦାରୀ କୋର୍ଟ ଉଦଘାଟିତ   (30-Mar-2026)       ||      ଆଗଲପୁର ରେ ନୂତନ ଦେୱାନି ଓ ଫୌଜଦାରୀ କୋର୍ଟ ଉଦଘାଟିତ   (30-Mar-2026)       ||      ଟୁହିଲାମାଲ ରେ ସାମାଜିକ ଓ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ    (30-Mar-2026)       ||      ରଜକ ସେବା ସଂଘର ବାର୍ଷିକ ସମ୍ମିଳନୀ: ଶିକ୍ଷା, ସଂକୃତି, ଅର୍ଥନୀତି ସୁଧାର ହେଲେ ସମାଜର ଉନ୍ନତି ହେବ   (30-Mar-2026)       ||      ମାନ୍ୟବର ବିଚାରପତି ଶ୍ରୀ ଶତ୍ରୁଘନ ପୂଜାହାରୀ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ   (30-Mar-2026)       ||      ଚର୍ଚ୍ଚାରେ ଗ୍ରାମସାଥୀଙ୍କ କୋଟି କୋଟି ଟଙ୍କାର ଫାର୍ମ♦️ ଏତେଟଙ୍କା ଆଣିଲେ କେଉଁଠୁ ?    (30-Mar-2026)       ||      ଜାରିଂର ଝିଅ ତ୍ରିସ୍ନା ସାହୁ ଶ୍ରୀଲଙ୍କାରେ ଅଣ୍ଡର-୧୭ ହ୍ୟାଣ୍ଡବଲ୍ ପାଇଁ ଚୟନ   (30-Mar-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳ ଆଇସିୟୁ ଓ ଭେଣ୍ଟିଲେଟର*- *ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକ୍*   (30-Mar-2026)       ||      ତହସିଲଦାର ଙ୍କୁ ବିଜେଡ଼ି ବିଧାୟିକା ଙ୍କ ସ୍ୱାମୀ ହତ୍ୟା ଧମକ ପ୍ରତିବାଦ ରେ ବିଜେପି ର ବିକ୍ଷୋଭ   (30-Mar-2026)       ||     

HOME   ଜିଲ୍ଲା

ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ

31-Mar-2026



ଲୋଇସିଂହା, (ବିନୋଦ ଦୀପ) ଯଜ୍ଞ ପରିଚାଳନା କମିଟି, ଅଲେଖ ମହିମା ମଠ, ଘୁଷୁରାମୁଣ୍ଡା ଗ୍ରାମବାସୀ ବୃନ୍ଦ ଆନୁକୂଲ୍ୟରେ ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ବ୍ରହ୍ମଯଜ୍ଞ କାର୍ଯ୍ୟକ୍ରମ ମାର୍ଚ୍ଚ ୨୭ ତାରିଖ ରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି l ପଶ୍ଚିମ ଓଡିଶା ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଘୁଷୁରାମୁଣ୍ଡା  ଅଲେଖମହିମା ମଠ ର ଶ୍ରୀ ଶ୍ରୀ ବିଶ୍ୱପୂଜ ଅଲେଖ ମହାପ୍ରଭୁ ଙ୍କ ବାଲ୍ୟଳିଲା ବ୍ରହ୍ମଯଜ୍ଞ ପରମ୍ପରା ଅନୁଯାୟୀ 1949 ମସିହାରୁ ପ୍ରତିବର୍ଷ ଚୈତ୍ରଶୁକ୍ଳ ଦଶମୀ ଦିନଠାରୁ ଚତୁର୍ଦଶୀ ପର୍ଯ୍ୟନ୍ତ ପାଳିତ ହୋଇ ପୁର୍ଣିମା ଦିନ ପୂର୍ଣ୍ଣାହୁତି ହୋଇଆସୁଛି l ତଥା ପ୍ରତିମାସ ଚତୁର୍ଦଶୀ ପର୍ବ ଓ ପ୍ରତିଦିନ ତ୍ରିସନ୍ଧ୍ୟା ଉପାସନା ପୂର୍ବକ ସମସ୍ତ ଜଗତର ମଙ୍ଗଳ କାମନା କରି ମହାପ୍ରଭୁ ଙ୍କ ଠାରେ ପ୍ରାର୍ଥନା କରାଯାଉଛି l ଏହି ବାଲ୍ୟଳିଲା ବ୍ରହ୍ମଯଜ୍ଞ କାର୍ଯ୍ୟକ୍ରମ ରେ 30 ତାରିଖ ସୋମବାର ଦିନ ମୁଖ୍ୟଅତିଥି ଭାବେ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୁଧିଷ୍ଠିର ପଧାନ, ହିମାଂଶୁ ଶେଖର ସାହୁ, ଖଲିଆପାଲି ମହନ୍ତ (ମଠାଧୀଶ) ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ   31-Mar-2026
  ଜିଲ୍ଲା  
ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ   31-Mar-2026
  ଜିଲ୍ଲା  
ଆତ୍ମରକ୍ଷା ତାଲିମ୍ ଝିଅମାନଙ୍କ ପାଇଁଏକ କବଚ ସଦୃଶ? ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ   31-Mar-2026
  ଜିଲ୍ଲା  
ଶୋଚନୀୟ ହେଲାଣି ବରୁଆଁ-ବରୀ ରାସ୍ତା, ମରାମତି କରୁନାହିଁ ପୂର୍ତ୍ତ ବିଭାଗ   31-Mar-2026
  ଜିଲ୍ଲା  
"ବୁଢାଦେଓଙ୍କ ଗାଦିଯାତ୍ରାରେ ଟିମନପୁର କାନ୍ଦିଉଠିଲା ଭକ୍ତିରେ—ଆଖିରେ ଆନନ୍ଦର ଲୁହ"   31-Mar-2026
  ଜିଲ୍ଲା  
ଭବିଷ୍ୟ ଇଂରାଜୀ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ   31-Mar-2026
  ରାଜ୍ୟ  
ପଲଶାଗୋରା ସରସ୍ଵତୀ ଶିଶୁ ମନ୍ଦିର ବାର୍ଷିକ ଉତ୍ସବ ♦️ ଶିକ୍ଷା, ସଂସ୍କୃତି ଓ ଅନୁଶାସନ ରେ ଶିଶୁମନ୍ଦିର ର ଭୂମିକା ଅନନ୍ୟ   31-Mar-2026
  ଜିଲ୍ଲା  
ଖାଉଟି ଅଦାଲତର ରେ ଫ୍ଲିପକାର୍ଡ ଦଣ୍ଡିତ    31-Mar-2026
  ଜିଲ୍ଲା  
ଲୁହୂରାମୁଣ୍ଡା ପଂଚାୟତ ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Mar-2026
  ଜିଲ୍ଲା  
କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବିଧେୟକ(ସାଧାରଣ ପ୍ରଶାସନ )ଉପରେ ସାଂସଦ ନିରଞ୍ଜନ ବିଶି ଙ୍କ କଡ଼ା ସମାଲୋଚନା   31-Mar-2026
  ଜିଲ୍ଲା  
ବର୍ଷା ଅଭାବରୁ ଚିନାବାଦମ ଚାଷ କ୍ଷତିଗ୍ରସ୍ତ   31-Mar-2026
  ଜିଲ୍ଲା  
ଆଗଲପୁର ରେ ନୂତନ ଦେୱାନି ଓ ଫୌଜଦାରୀ କୋର୍ଟ ଉଦଘାଟିତ   30-Mar-2026

You Might Also Like