-+91-9937148622 |

prerana_bgr@rediffmail.com |

  Wednesday 8th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପୋଲିସ ର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ ଗୁଳି ଚାଳନା    (08-Jul-2026)       ||      ଶହୀଦ୍ ପୀଠରେ ବୃକ୍ଷରୋପଣ ।   (08-Jul-2026)       ||      ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (08-Jul-2026)       ||      ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   (07-Jul-2026)       ||      ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   (07-Jul-2026)       ||      ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      *ଅଙ୍ଗନୱାଡି ଘରର ଅବସ୍ଥା ଦେଖି ପିଲାଙ୍କୁ ନେଇଗଲେ ଅଭିଭାବକ , ମରାମତି ନ ହେବା ଯାଏଁ ପିଲାଙ୍କୁ ଅଙ୍ଗନୱାଡି ନ ଛାଡ଼ିବା ପାଇଁ ନିଷ୍ପତି*   (07-Jul-2026)       ||      ବରପାଲିରେ ‘ପ୍ଲାଣ୍ଟ ପାରାଡାଇଜ’ ନର୍ସରୀର ଶୁଭ ଉଦଘାଟନ   (07-Jul-2026)       ||      ମଦ ଦୋକାନ ସ୍ଥାନାନ୍ତର ଦାବି ରେ ରାସ୍ତାରୋକ   (06-Jul-2026)       ||      ପୁରୀରେ ରଥଯାତ୍ରା ପାଇଁ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ର ପରିଦର୍ଶନ♦️୪୨ ଏମଏଲଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା   (06-Jul-2026)       ||      ପୁଇଁତଲା ମୁଖ୍ୟ ନାଳ ଅବରୋଧ, ଜଳବନ୍ଦୀ ରେ ଗୃହ...   (06-Jul-2026)       ||      ବିଶାଲପାଳି ସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (06-Jul-2026)       ||      ବୁରୋଗlଢ଼ରେ ବାରମ୍ବାର ବନ୍ୟା ଯୋଗୁଁ ଜାତାୟତ ଠପ୍   (06-Jul-2026)       ||      *ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*   (06-Jul-2026)       ||      ବଲାଙ୍ଗିର ଜିଲ୍ଲାରେ ରେଭୁନ୍ୟୁ ବିଭାଗର ବଦଳିରେ ହେରାଫେରି... ଚର୍ଚ୍ଚାରେ ତ୍ରିପାଠୀ ବାବୁ   (06-Jul-2026)       ||      କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି    (05-Jul-2026)       ||      ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   (05-Jul-2026)       ||      ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   (05-Jul-2026)       ||     

HOME   ଜିଲ୍ଲା

ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା

25-Mar-2026



ବଲାଙ୍ଗୀର(ପ୍ରେରଣା ଖବର): ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ଡୁଡୁମଦର୍ହା ଗ୍ରାମ ଠାରେ ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା ୨୦୨୬ ଅନୁଷ୍ଟିତ ହୋଇଯାଇଛି।କାର୍ଯକ୍ରମ ଆରମ୍ଭରେ ଆର ସି ଡି ସି  ର ଖପ୍ରାଖୋଲ ବ୍ଲକ୍ ର ପ୍ରୋଗ୍ରାମ ଅଧିକାରୀ ଦେବରାଜ ଭୋଈ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଦେଶୀ ବିହନ ସୁରକ୍ଷା,ସଂରକ୍ଷଣ ଓ ବ୍ୟବହାର ତଥା ଜନସଚେତନତା ଉପକାରିତା ସମ୍ପର୍କରେ ଅବଗତ କରିଥିଲେ।ଏହି  ଅବସରରେ ମୁଖ୍ୟ ଅତିଥିଭାବେ ଆର ସି ଡି ସି  ର କାର୍ଯକ୍ରମ ପରିଚାଳକ ଶମ୍ଭୁ ସାହୁ  ବର୍ତ୍ତମାନ ଚାଷରେ ସରକାରୀ ବ୍ୟବସ୍ଥା ଉପରେ ସମସ୍ତଙ୍କୁ ଜଣାଇଥିଲେ।ପ୍ରଗତି  ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଏ ଶେଖର ଦେବତା  ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପାରମ୍ପରିକ ଚାଷ ଉପରେ ଆଲୋଚନାରେ କରିଥିଲେ। ପଲ୍ଲୀ ଆଲୋକ ପାଠାଗାର ର ପ୍ରକଲ୍ପ ସଂଯୋଜକ ହୀରାଲାଲ ମିଶ୍ର ବର୍ତ୍ତମାନ ର ଚାଷ ପଦ୍ଧତି ଓ ଜଳ ବାୟୁ ପରିବର୍ତ୍ତନ ଉପରେ ପ୍ରକାଶ କରିଥିଲେ।ଉକ୍ତ କାର୍ଯକ୍ରମରେ ଅନ୍ୟତମ ଅତିଥିଭାବେ ପରିବେଶ ବିତ୍ ସୁଦର୍ଶନ ସାହୁ ,ଜିଲ୍ଲା ଜଙ୍ଗଲ  ସୁରକ୍ଷା ଓ ପରିଚାଳନା ଫୋରମ୍ ର ଆବାହକ କୁଳମଣି ସାହୁ ଦେଶୀ ବିହନ ବନାମ କମ୍ପାନୀ ବିହନ ଉପରେ ମତାମତ ଦେଇଥିଲେ,ଆମ ଚାଷ ବ୍ୟବସ୍ଥାରେ କ୍ଷୁଦ୍ର ଦାନା ଶସ୍ୟ ର ଭୂମିକା ଉପରେ ପ୍ରକାଶ କରିଥିଲେ।ଗନ୍ଧମାର୍ଦ୍ଦନ ଏକସନ କମିଟି ର ଟେକେନ୍ଦ୍ର ଜାଲ ,ବନ ବିଭାଗର ସ୍ୱପ୍ନ ସାଗର ପରିଡ଼ା,ଶ୍ରୀ ଅନ୍ନ ଅଭିଯାନ ର ବ୍ଲକ୍ ସଂଜୋଜକ ଉମେଶ ଗୁପ୍ତା, ସମନ୍ୱିତ   ଶିଶୁ ପ୍ରକଳ୍ପ ର ସୁପରଭାଇଜର୍ କୁନ୍ତଳା କୁମ୍ଭାର,ତେଲେନପାଳି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶକୁନ୍ତଳା

ବେହେରା , ନାନ୍ଦୂପଲା ଗ୍ରାମ ପଞ୍ଚାୟତ ର ସରପଞ୍ଚ ନିଲେନ୍ଦ୍ରି ପୂଝାରୀ ପ୍ରମୁଖ ଉପସ୍ଥିତ ରହି ଦେଶୀ ବିହନ ସୁରକ୍ଷା,ସଂରକ୍ଷଣ ଓ ବ୍ୟବହାର  ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ।ଏହି କାର୍ଯକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ, ଠୁଟା କୃଷକ ଉତ୍ପାଦକ କମ୍ପାନୀ ର ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ।ଏହି କାର୍ଯକ୍ରମରେ ବୈକୁଣ୍ଠ ବାଗ,ନାରାୟଣ ସାହୁ,ପ୍ରଭୂଲାଲ ସରାଫ,ବୈଦ୍ୟ ବ୍ରହ୍ମା ନାଏକ,ନୀଳମଣି କଠାର,ଖଗେଶ୍ୱର ପାତ୍ର,ସରସ୍ୱତୀ ପ୍ରଧାନ ସହାୟୋଗ କରିଥିଲେ।ପରିଶେଷରେ ମମତାଞ୍ଜଳି ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୋଲିସ ର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ ଗୁଳି ଚାଳନା   08-Jul-2026
  ଜିଲ୍ଲା  
ଶହୀଦ୍ ପୀଠରେ ବୃକ୍ଷରୋପଣ ।   08-Jul-2026
  ଜିଲ୍ଲା  
ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   08-Jul-2026
  ଜିଲ୍ଲା  
ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   07-Jul-2026
  ଜିଲ୍ଲା  
ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   07-Jul-2026
  ଜିଲ୍ଲା  
ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   07-Jul-2026
  ଜିଲ୍ଲା  
ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   07-Jul-2026
ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   07-Jul-2026
  ଜିଲ୍ଲା  
*ଅଙ୍ଗନୱାଡି ଘରର ଅବସ୍ଥା ଦେଖି ପିଲାଙ୍କୁ ନେଇଗଲେ ଅଭିଭାବକ , ମରାମତି ନ ହେବା ଯାଏଁ ପିଲାଙ୍କୁ ଅଙ୍ଗନୱାଡି ନ ଛାଡ଼ିବା ପାଇଁ ନିଷ୍ପତି*   07-Jul-2026
  ଜିଲ୍ଲା  
ବରପାଲିରେ ‘ପ୍ଲାଣ୍ଟ ପାରାଡାଇଜ’ ନର୍ସରୀର ଶୁଭ ଉଦଘାଟନ   07-Jul-2026
  ଜିଲ୍ଲା  
ମଦ ଦୋକାନ ସ୍ଥାନାନ୍ତର ଦାବି ରେ ରାସ୍ତାରୋକ   06-Jul-2026
  ଜିଲ୍ଲା  
ପୁରୀରେ ରଥଯାତ୍ରା ପାଇଁ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ର ପରିଦର୍ଶନ♦️୪୨ ଏମଏଲଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା   06-Jul-2026

You Might Also Like