-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||     

HOME   ଜିଲ୍ଲା

*ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ*-

22-Mar-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
 ପ୍ରଜାପିତା ବ୍ରହ୍ମାକୁମାରୀ  ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ଅନୁଷ୍ଟିତ ଆଲୋଚନା ଚକ୍ର "ସ୍ଵ ପରିବର୍ତ୍ତନ ରୁ ବିଶ୍ୱ ପରିବର୍ତ୍ତନ" କାର୍ଯ୍ଯ କ୍ରମ ମହା ସମାରୋହ ରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଯୋଗ ଦେଇ ମଣିଷ ର ବେଶ ପୋଷାକ ଚେହେରା ଆମ ପରିଚୟ ନୁହେଁ, ଆମ ଭିତରେ ଯିଏ ବସିଛି ଆମକୁ ନିୟନ୍ତ୍ରଣ କରୁଛି ସିଏ ହେଉଛି ଆତ୍ମା,ଆଉ ସେଟା ହେଉଛି ଆମ ପ୍ରକୃତ ପରିଚୟ ବୋଲି କହିଥିଲେ l କିନ୍ତୁ ଜୀବନ ର ସବୁଠୁ କଷ୍ଟ ହେଉଛି ଆତ୍ମା କୁ ଚିହ୍ନିବା ଜାଣିବା, ତେଣୁ ତାକୁ ଚିହ୍ନିବାକୁ ଆଉ ଚେଷ୍ଟା କରନ୍ତୁ ନାହିଁ କାରଣ ଏଇ ଅନୁଷ୍ଠାନ କୌଣସି ଧାର୍ମିକ ଅନୁଷ୍ଠାନ ନୁହେଁ, ଏ ଅନୁଷ୍ଠାନ ର ଧର୍ମ ହେଉଛି ମାନବ ଧର୍ମ , ମଣିଷ କୁ ମଣିଷ ବୋଲି ଚିହ୍ନିବା ଏହାର କାମ ବୋଲି କହିଥିଲେ l ଏହା ହେଉଛି ଆତ୍ମିକ ଅନୁଷ୍ଠାନ ଯିଏକି ଆତ୍ମା ସହିତ ପରମାତ୍ମା ସହିତ ସମ୍ପର୍କ ରଖେ ବୋଲି କହିଥିଲେ l ମଣିଷ ମରିବାଟା ସୁନିଶ୍ଚିତ ତ ଗର୍ବ ଅହଙ୍କାର ଦେଖାଇବା ଅନୁଚିତ , ମଣିଷ କୁ ସ୍ନେହ ଆଦର କଲେ ଭଲ ପାଇଲେ ନିଜ ଘର କୁ ବି ମନ୍ଦିର କରି ପାରିବା ବୋଲି କହିଥିଲେ l *କାହାକୁ ଆମେ ନିନ୍ଦା କରିବା ନାହିଁ, ଘୃଣା କରିବା ନାହିଁ, ଗାଳି କରିବା ନାହିଁ ବେଶ ଏତିକି ହେଲେ ପରିବର୍ତ୍ତନ ନିଶ୍ଚିତ ବୋଲି କହିଥିଲେ* l ସେ ରାଜନୀତି ହେଉ କି ପ୍ରଶାସନିକ ହେଉ ପ୍ରକୃତ ରେ ଯିଏ ଯେଉଁ ଜାଗାରେ ରହିବା ବସିବା ଉଚିତ୍ ତାହା ଯଦି ନିୟନ୍ତ୍ରଣ ହୋଇ ପାରିବ ତ ସମାଜ ପରିବର୍ତ୍ତନ ନିଶ୍ଚିତ ବୋଲି କହିଥିଲେ l ଅନ୍ୟ କୁ ଭଲ ପାଇବା ନିଜର ଭାବିବା ସ୍ନେହ ଶ୍ରଦ୍ଧା କରିବା ହେଉଛି ସ୍ୱର୍ଗ  ଓ  ଅନ୍ଯ କୁ ପୀଡ଼ା ଦେବା ଘୃଣା କରିବା ଦୁଃଖ ଦେବା ତାହା ହେଉଛି ନର୍କ ବୋଲି କହି ଶାନ୍ତି ଖୁସି ସ୍ୱର୍ଗ ଖୋଜିବା କୁ ପଡ଼େନି କି ଭଗବାନ ଦେବେନି, ଏ ସବୁ ମାଧ୍ୟମ ରେ ଆମେ ଶାନ୍ତି ଖୁସି ପାଇ ପରିବା ଗୋଟେ ଶାନ୍ତି ଜୀବନ ଜୀଇଁ ପାରିବା,  ନିଜ ଠୁଁ ବିଶ୍ଵ ପରିବର୍ତ୍ତନ କରି ପାରିବା ବୋଲି ଜିଲ୍ଲାପାଳ ଡ଼ ସାହୁ କହିଥିଲେ l  ମୁଖ୍ୟ ବକ୍ତା ଭାବେ ରାଜ ଯୋଗିନୀ ବ୍ରହ୍ମା କୁମାରୀ ପାର୍ବତୀ ଭଉଣୀ ଯୋଗ ଦେଇ "ଦୃଷ୍ଟି ପରିବର୍ତ୍ତନ ହେଲେ ସୃଷ୍ଟି ପରିବର୍ତ୍ତନ" ବୋଲି କହି  ନିଜେ ନିଜ କୁ ଚିହ୍ନିବା ସମୀକ୍ଷା କରିବା ହିଁ ପରିବର୍ତ୍ତନ ବୋଲି କହିଥିଲେ l ପଶ୍ଚିମ ଓଡ଼ିଶା ସମ୍ବଲପୁର ମୁଖ୍ୟାଳୟ ଡାଇରେକ୍ଟର ବି କେ ବିନି ଦିଦି, ସୋନପୁର ସେଣ୍ଟର ଇନ୍ ଚାର୍ଜ ବି କେ ଜୟଶ୍ରୀ, ସୁନ୍ଦରଗଡ଼ ମା ମାହେଶ୍ୱରୀ ନର୍ସିଂ କଲେଜ ଡାଇରେକ୍ଟର ଅମିର ଭାଈ, ସମ୍ବଲପୁର  ବି କେ ଆରତୀ ଦିଦି,  ସଭାରେ ମଞ୍ଚାସିନ ଥିଲେ l ଅନୁଷ୍ଠାନ ର ବି କେ ଜ୍ୟୋତି, ବି କେ ମଞ୍ଜୁ, ବି କେ ଶିବାନୀ, ଧୃବ , ବି କେ ଶ୍ୟାମ ସୁନ୍ଦର, ବି କେ ଭୀମ, ବି କେ ଶିବୁ ଭାଈ ଙ୍କ ସମେତ ସୋନପୁର ସେବା କେନ୍ଦ୍ରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ସରକାରୀ ନର୍ସିଂ ସ୍କୁଲ୍ ଛାତ୍ରୀ ଙ୍କ ଦ୍ଵାରା ପରିବେଷିତ ମା ସମଲେଇ ଭଜନ ଖୁବ୍ ଚିତା କର୍ଷକ ହୋଇଥିଲା l ଏହି କାର୍ଯ୍ଯ କ୍ରମ ରେ ଅନୁଷ୍ଠାନ ର ସଦସ୍ୟ, ସହର ର ବୁଦ୍ଧିଜୀବି, ହଜାର ସଂଖ୍ୟାରେ ଉପସ୍ଥିତ ଥିଲେ l ଶେଷରେ ଜଗନ୍ନାଥ ଦାଶ ଧନ୍ଯବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026

You Might Also Like