-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
22-Mar-2026
(ରଂଜିତ ମହାନ୍ତି )
ବରୀ ବ୍ଳକ ଭଅଁରା ପଞ୍ଚାୟତର ଶ୍ରୀଶ୍ରୀ ନନ୍ଦଲାଲଜୀଉ ମଠ ପ୍ରାଙ୍ଗଣରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା l ଶିବିର କୁ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ଶିକ୍ଷାବିତ ବାନେଶ୍ଵର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏଥିରେ ୭୦ରୁ ଉର୍ଦ୍ଧ ଲୋକଙ୍କ ରକ୍ତର ବିଭିନ୍ନ ପରୀକ୍ଷା ହୋଇଥିଲା। କାର୍ଯ୍ୟକ୍ରମରେ ଏଲଟି ସ୍ବର୍ଣ୍ଣମୟୀ ସାମଲ, ଏନଏମ ମେନକା ମହାରଣା ଯୋଗଦେଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସାମାଜିକ କର୍ମୀ ବିଶ୍ୱଭୂଷଣ ଜେନା, ମହାରାଜ ରାମେଶ୍ୱର ଦାଶ ଉପସ୍ଥିତ ରହି ସହଯୋଗ କରିଥିଲେ l