-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
10-Mar-2026
( ଆରବିନ୍ଦ ମିଶ୍ର )
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପ୍ରଦାପ୍ରିଦା ବ୍ରହ୍ମା କୁମାରୀ ସ୍ତରୀୟ ବିଶ୍ବବିଦ୍ୟାଳୟ ଉପ ସେବା ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ରେ ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ୍ ପଟେଲ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭାବେ ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ଯଶୋଦା ମିଶ୍ର, ନମିତା ଦାସ ଓ ସୁନା ପାଲି ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ମଞ୍ଜୁ ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ରାଜଯୋଗନୀ ବ୍ରହ୍ମା କୁମାରୀ ମୀରା ଭଉଣୀ ସଂସ୍ଥା ର ଅତିଥି ମାନଙ୍କ ପରିଚୟ ସହିତ ମଞ୍ଚସ୍ଥ ପରିଚାଳନା କରିଥିଲେ । ଚିତ୍ତରଞ୍ଜନ ମେହେର ଓ ରଶ୍ମି ଭଉଣୀ ନାରୀ କିଭଳି ଜାତୀୟ ସ୍ତର କୃତି ହାସଲ କରୁଛନ୍ତି ତାଉପରେ ଆଲୋକିପାତ କରିଥିଲେ।