-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||     

HOME   ଜିଲ୍ଲା

ଆଗଲପୁର ରେ ପୋଲିସ କୁ ଆକ୍ରମଣ, ୧୧ ଜଣ ଗିରଫ ସହ କୋର୍ଟଚାଲାଣ

03-Mar-2026



ଆଗଲପୁର, (ପ୍ରେରଣା ଖବର) ସୂଚନା ରୁ ପ୍ରକାଶ ଯେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ଗ୍ରାମ ର ଘାସୀପଡ଼ା ର ଅଞ୍ଜଳି ଭରସାଗର ଓ ସ୍ବାମୀ ଉମେଶ ଭର।ସାଗର ଙ୍କ ମଧ୍ୟରେ ପ୍ରତିଦିନ ଗଣ୍ଡଗୋଲ ଲାଗି ରହୁଥିଲା । ଏଣୁ ଅଞ୍ଜଳି ଗତ କାଲି 12 ଟ।ରେ ଟୋଲ ଫ୍ରୀ ନମ୍ବର ରେ ଫୋନ କରିଥିଲେ l ଏହି ନମ୍ବର ଅନୁସାରେ 3/4 ଜଣ ପୋଲିସ ଆଗଲପୁର ଘାସୀପଡ଼ା କୁ ଯାଇ ତଦନ୍ତ ଆରମ୍ଭ କରିଥିଲେ l ପୋଲିସ ପହଞ୍ଚିବା ପରେ କେତେକ ମହିଳା ଓ ପୁରୁଷ ଦୃର୍ବୁତ୍ତ ମାନେ ପୋଲିସ ଉପରକୁ ଦୁର୍ବ୍ୟବହାର ପୂର୍ବକ ଆକ୍ରମଣ କରିଥିଲେ । ଏହାକୁ ନେଇ ପୋଲିସ ଓ ସଂପୃକ୍ତ ବ୍ୟକ୍ତି ମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଲୋଇସିଂହା ଥାନାର ଏ ଏସ ଆଇ ଜୀବନାନନ୍ଦ ବେହେରା ଓ ଆଗଲପୁର ର ଏସ ଆଇ ସୂଚୀସ୍ମିତା ଜେନା ଆହତ ହୋଇଥିଲେ l ଆଗଲପୁର ଥାନା ଅଧିକାରୀ ଅନୀତା ନାୟକ ଛୁଟି ରେ ଥିବାରୁ ଲୋଇସିଂହା ଥାନାର ଅତିରିକ୍ତ ଥାନା ଅଧିକାରୀ ଦାୟିତ୍ୱ ରେ ରହିଥିବା ପୋଲିସ ସୂତ୍ର ରୁ ପ୍ରକାଶ l ଏଣୁ ଏହିଘଟଣା ଅନୁସାରେ ଆଗଲପୁର , ଲୋଇସିଂହା ପୋଲିସ ମିଳିତ ଭାବେ ସନ୍ଧ୍ୟା 8 ଟ।ରେ ଏହି ସ୍ଥାନ କୁ ଅପରାଧୀ ଧରିବାକୁ ଯାଇଥିଲେ l ଏହାପରେ ମଧ୍ୟ ପୋଲିସ ଉପରେ କୁ ଆକ୍ରମଣ ହୋଇଥିଲା । ଆକ୍ରମଣ ରେ ଏ ଏସ ଆଇ ଜୀବନାନନ୍ଦ ବେହେର ଙ୍କ ମୁଣ୍ଡ ଫାଟି ଯାଇଥିଲା l ମୁଣ୍ଡରେ ଆଘାତ ହୋଇ ଗୁରୁତର ହେବାରୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇ ଥିବା ସୂଚନାରୁ ପ୍ରକାଶ l ଆଗଲପୁର ରେ ପୋଲିସ ଆକ୍ରମଣ ଘଟଣା ରେ 11 ଜଣ ଉମେଶ ଭରାସାଗର , ରମେଶ ଭରାସାଗର , ବିକାଶ ଭର।ସାଗର , ଅନ୍ତ ଭରାସାଗର , ସରୋଜ ଭର।ସାଗର , ସର୍ଜନ ମାଝୀ, ପ୍ରକାଶ ଭର।ସାଗର , ଆକାଶ ଭର।ସାଗର, ରୀନା ମାଝୀ, ଅମ୍ରିତା ଭରାସାଗର, ବିନୋଦିନୀ ଗଣ୍ଡା କୁ ଗିରଫ କରି କେଶ ନଂ 30/26 ରେ ଏକ ମାମଲା ରୁଜୁ କରିବା ସହ କୋର୍ଟଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ l  ଘଟଣା ର ତଦନ୍ତ ପୋଲିସ ଜାରି ରଖିଥିବା ସହ ଘଟଣା ଯୋଗୁଁ ଆଗଲପୁର , ସାଲେଭ ଟ। , ଲୋଇସିଂହା ପୋଲିସ ସହିତ ଫୋର୍ସ ମୁତୟନ ଥିବା ଦେଖାଯାଇଛି । ଏହି ଅଞ୍ଚଳ ରେ ଉତ୍ତେଜନା ବୃଦ୍ଧି ଲାଗି ରହିଥିବା ବେଳେ ଏହା କୁ ନେଇ ଆଗଲପୁର ଅଞ୍ଚଳ ରେ 2 ବର୍ଷ ରେ ଦୁଇଥର ପୋଲିସ ଉପରେ ଆକ୍ରମଣ ହୋଇଥିବା ସୂଚନା ରୁ ପ୍ରକାଶ l


News Comment




Photo in News

Advertisment
Lastest News
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like