-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
03-Mar-2026
(ରଂଜିତ ମହାନ୍ତି (
ବରୀ ବ୍ଲକ ବୋଦୁଅ ପଞ୍ଚାୟତର ପାଳସାହି ଗ୍ରାମ ର ତାରାକାନ୍ତ ଜେନା ଙ୍କ ଘର ରାସ୍ତା ପାର୍ଶ୍ଵରେ ଥିବା ବିଦ୍ୟୁତ ଖୁଣ୍ଟଟି ର ମୂଳ ବହୁ ଅଂଶରେ ଖାଇଯିବା ଫଳରେ ରେ ବିପଦପୂର୍ଣ୍ଣ ଅବସ୍ଥା ରେ ରହିଛି l ଏହି ବିଦୂତ ଖୁଣ୍ଟ ଦେଇ ବହୁ ଉପଭେlକ୍ତ
ବିଦ୍ୟୁତ ଜlଳୁଥିବା ବେଳେ ଖୁଣ୍ଟ ଭାଙ୍ଗି ଗଲେ ବିଦ୍ୟୁତ
ସେବା ର ବଞ୍ଚିତ ହେବେ ବିଭାଗ ଏତି ପ୍ରତି ଦୃଷ୍ଟି ଦେଇ ମରାମତି କରିବାକୁ ଦାବି ହେଉଛି l