-+91-9937148622 |

prerana_bgr@rediffmail.com |

  Tuesday 3rd March 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରିୟ ଶିକ୍ଷକଙ୍କ ସେବା ନିବୃତ୍ତି,ଅଶ୍ରୁଳ ନୟନରେ ଭବ୍ୟ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ   (03-Mar-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ       (02-Mar-2026)       ||      କଟକରେ ଦହିବରା ଆଳୁଦମ ଦିବସ ପାଳିତ   (02-Mar-2026)       ||      ହୋଲିର ରଂଗମୟ ଶୁଭେଚ୍ଛା   (02-Mar-2026)       ||      ଲୋକ ଗୀତ ଓ ଲୋକ ନୃତ୍ୟରେ ଝୁମିଲେ ଦର୍ଶକ    (02-Mar-2026)       ||      *ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନାରେ ଗୁରୁତର ତ୍ରୁଟି; ମରୁଛନ୍ତି ଗାଇଗୋରୁ*   (02-Mar-2026)       ||      ବେଆଇନ ବାଲି ଘାଟରୁ ଦିନରେ ବାଲି ଲୁଟ, ଚୁପ ବସିଛି ପ୍ରଶାସନ   (02-Mar-2026)       ||      ଆୟୁର୍ବେଦ କଲେଜର ୪୫ତମ ବାର୍ଷକ ଉତ୍ସବ ଅନୁଷ୍ଠିତ        (02-Mar-2026)       ||      ବିପଦ ପୂର୍ଣ୍ଣ ବିଦ୍ୟୁତ ଖୁଣ୍ଟ, ଅଘଟଣର ଆଶଙ୍କା   (02-Mar-2026)       ||      ମାରୱାଡି ସମାଜ ପକ୍ଷ ରୁ ହୋଲି ଉତ୍ସବ ପାଇଁ ଦଣ୍ଡା ରୋପଣ    (02-Mar-2026)       ||      *ସୋନପୁର ଥାନା ରେ ଶାନ୍ତି ଓ ସମନ୍ଵୟ କମିଟି ବୈଠକ*   (02-Mar-2026)       ||      ପୁଣି ନିଜ ସ୍କୁଲ କୁ ଫେରିଲେ ଛାତ୍ର ବତ୍ସଳ ଶିକ୍ଷକ ସହଦେବ କରୁଆଁ ଛାତ୍ରଛାତ୍ରୀ ମହଲରେ ଖୁସିର ଲହରୀ   (02-Mar-2026)       ||      Two-Day National Seminar Held at Balangir   (02-Mar-2026)       ||      ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୁତି   (02-Mar-2026)       ||      ଦ୍ଵିଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ    (02-Mar-2026)       ||      ଏମଭି–୮୦ ଗ୍ରାମର ପ୍ରତିଭାଶାଳୀ ଶିକ୍ଷକ ପ୍ରଶାନ୍ତ ସରଦାରଙ୍କୁ “ଗୋପବନ୍ଧୁ ଶିକ୍ଷା ଗୌରବ ସମ୍ମାନ–୨୦୨୬   (02-Mar-2026)       ||      ସୁବର୍ଣ୍ଣପୁର ଜିଲ୍ଲା ଏକ୍ସ -କେଡର ଶିକ୍ଷକଙ୍କର ପ୍ରସ୍ତୁତି ବୈଠକ    (02-Mar-2026)       ||      ଅମ୍ପାୟର ଏବଂ ଭାଷ୍ୟକାରଙ୍କ କ୍ରିକ୍ ମିଳନ-୨ କାର୍ଯ୍ୟକ୍ରମ   (02-Mar-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (02-Mar-2026)       ||      ଜିଲ୍ଲା ଟେକ୍ସବାର ବଲାଙ୍ଗିର ଓ ଆୟକର ବିଭାଗ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ   (01-Mar-2026)       ||     

HOME   ଜିଲ୍ଲା

ଲୋକ ଗୀତ ଓ ଲୋକ ନୃତ୍ୟରେ ଝୁମିଲେ ଦର୍ଶକ

02-Mar-2026



ସୁକତେଲ ମହୋତ୍ସବର ତୃତୀୟ ଦିବସ 

ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମରେ ଚାଲିଥିବା ତୃତୀୟ ସୁକତେଲ ମହୋତ୍ସବର  ତୃତୀୟ ଦିବସ ର ସଭାରେ ସଭାପତିତ୍ୱ କରିଥିଲେ ହାଡ଼ିବନ୍ଧୁ ତ୍ରିପାଠୀ।ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ସମାଜସେବୀ ଗୋପାଳଜୀ ପାଣିଗ୍ରାହୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ନବୀନ କୁଅଁର, ବରିଷ୍ଠ କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ,କଳା ସଂଗଠକ ତଥା ସମାଜସେବୀ  ବିନୋଦ କାଲସାଏ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଶିବ ପ୍ରସାଦ ସାହୁ।ଏହି ଅବସରରେ ଦୁଲଦୁଲି କଳା ପରିଷଦର ସମ୍ପାଦକ ବାସୁଦେବ ସାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବିଶ୍ୱଜିତ କୁମାର ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ଉତ୍ସବରେ ଅପରାହ୍ନ ଅଧିବେଶନରେ ବରଗଡ଼,ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାର ଦଣ୍ଡ କଳାକାର ମାନେ ଦଣ୍ଡ ପରିବେଷଣ କରିଥିଲେ ।  ରୁମୁକୁ ଝୁମାନା,ସୁବର୍ଣ୍ଣପୁର ଓ ସ୍ବର୍ଣ୍ଣଶିଖା ଗ୍ରୁପର  କଳାକାରମାନେ ଲୋକ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।କଂସ ଦରବାରରେ କଂସ ଅଭିନୟ କରୁଥିବା ଶୁଭମ ଘିବେଲା ଓ ତାଙ୍କ ସହ କଳାକାରମାନଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା।ରୁମକୁ ଝୁମାନା ର ସଙ୍ଗୀତର ତାଳେ ତାଳେ ଦର୍ଶକ ମାନେ ନାଚି ଥିଲେ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁକତେଲ ମହୋତ୍ସବ କମିଟିର ସଦସ୍ୟ ଉମେଶ କୁମାର ବିଶି ।କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଚିଙ୍କୁ ପ୍ରଧାନ,ପ୍ରସନ୍ନ ଗହୀର,ସତ୍ୟ ଗହୀର, ଦେବାଶିଷ ପାଣ୍ଡିଆ,ସୁରେଶ ବୁଡେକ ଓ ହରେକୃଷ୍ଣ ବୁଡେକ। ଆଖପାଖ ଅଞ୍ଚଳର ଶହ ଶହ ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରିୟ ଶିକ୍ଷକଙ୍କ ସେବା ନିବୃତ୍ତି,ଅଶ୍ରୁଳ ନୟନରେ ଭବ୍ୟ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ   03-Mar-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ       02-Mar-2026
  ଜିଲ୍ଲା  
କଟକରେ ଦହିବରା ଆଳୁଦମ ଦିବସ ପାଳିତ   02-Mar-2026
  ରାଜ୍ୟ  
ହୋଲିର ରଂଗମୟ ଶୁଭେଚ୍ଛା   02-Mar-2026
  ଜିଲ୍ଲା  
ଲୋକ ଗୀତ ଓ ଲୋକ ନୃତ୍ୟରେ ଝୁମିଲେ ଦର୍ଶକ   02-Mar-2026
  ଜିଲ୍ଲା  
*ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନାରେ ଗୁରୁତର ତ୍ରୁଟି; ମରୁଛନ୍ତି ଗାଇଗୋରୁ*   02-Mar-2026
  ଜିଲ୍ଲା  
ବେଆଇନ ବାଲି ଘାଟରୁ ଦିନରେ ବାଲି ଲୁଟ, ଚୁପ ବସିଛି ପ୍ରଶାସନ   02-Mar-2026
  ଜିଲ୍ଲା  
ଆୟୁର୍ବେଦ କଲେଜର ୪୫ତମ ବାର୍ଷକ ଉତ୍ସବ ଅନୁଷ୍ଠିତ        02-Mar-2026
  ଜିଲ୍ଲା  
ବିପଦ ପୂର୍ଣ୍ଣ ବିଦ୍ୟୁତ ଖୁଣ୍ଟ, ଅଘଟଣର ଆଶଙ୍କା   02-Mar-2026
  ଜିଲ୍ଲା  
ମାରୱାଡି ସମାଜ ପକ୍ଷ ରୁ ହୋଲି ଉତ୍ସବ ପାଇଁ ଦଣ୍ଡା ରୋପଣ   02-Mar-2026
  ଜିଲ୍ଲା  
*ସୋନପୁର ଥାନା ରେ ଶାନ୍ତି ଓ ସମନ୍ଵୟ କମିଟି ବୈଠକ*   02-Mar-2026
  ଜିଲ୍ଲା  
ପୁଣି ନିଜ ସ୍କୁଲ କୁ ଫେରିଲେ ଛାତ୍ର ବତ୍ସଳ ଶିକ୍ଷକ ସହଦେବ କରୁଆଁ ଛାତ୍ରଛାତ୍ରୀ ମହଲରେ ଖୁସିର ଲହରୀ   02-Mar-2026

You Might Also Like