-+91-9937148622 |

prerana_bgr@rediffmail.com |

  Thursday 5th March 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ    (04-Mar-2026)       ||      ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   (04-Mar-2026)       ||      ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   (04-Mar-2026)       ||      ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ    (04-Mar-2026)       ||      ଏକ ଭିନ୍ନ ଶିକ୍ଷକ   (04-Mar-2026)       ||      ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   (04-Mar-2026)       ||      *ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   (04-Mar-2026)       ||      କୁଶଙ୍ଗ ଦୋଳଯାତ୍ରା ଉଦ୍‌ଯାପିତ   (04-Mar-2026)       ||      କେବେ ସଜଡ଼ାଯିବ ବରୀ ମାଉଣ୍ଡ ହାଇମାଷ୍ଟ ଲାଇଟ   (04-Mar-2026)       ||      ତୃତୀୟ ସୁକତେଲ ମହୋତ୍ସବ ଉଦଯାପିତ♦️ "ଲୁପ୍ତ ପ୍ରାୟ ଲୋକ ଗୀତ ଓ ନୃତ୍ୟର ପୁନରୁଥାନର ଅନନ୍ୟ ମଞ୍ଚ"   (03-Mar-2026)       ||      ଗୋଛାପଡା ଥାନା ଅଞ୍ଚଳରେ ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ : ସମ୍ପୃକ୍ତ ଶିକ୍ଷକ ଥାନାରେ ଅଟକ    (03-Mar-2026)       ||      ପ୍ରସିଦ୍ଧ ଶୈବପୀଠରେ ମହାଜଳଶାୟୀ,ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ   (03-Mar-2026)       ||      ବନଜାତ ଦ୍ରବ୍ୟ ସଂଗ୍ରହ ଓ ବଜାରୀକରଣ ପାଇଁ ବ୍ୟବସାୟୀ ସମ୍ମିଳନୀ   (03-Mar-2026)       ||      ବି ଡି ଓ ସୁଶାନ୍ତ କୁମାର ରଣାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା   (03-Mar-2026)       ||      ଆକାଂକ୍ଷି ବ୍ଲକରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ   (03-Mar-2026)       ||      ରାୟଗଡ଼ା ବିକଶିତ ହେଲେହିଁ ଓଡ଼ିଶା ଓ ଭାରତ ବିକଶିତ ହେବ: କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦର ଜିଲ୍ଲା ବୈଠକ   (03-Mar-2026)       ||      କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଇସ୍ତଫା ଦାବୀରେ ଢ଼େଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ   (03-Mar-2026)       ||      ଶେଷରେ କୋର୍ଟରେ ଆତ୍ମସମର୍ପଣ କଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ନିଲମ୍ବିତ ଆଇଆଇସି ରାଜେଶ ବଳିଆରସିଂହ   (03-Mar-2026)       ||      ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଅଫିସିଆଲ ୱେବ ସାଇଟ ଉନ୍ମୋଚିତ♦️ ମନ୍ଦିରର ତଥ୍ୟ ଜାଣି ପାରିବେ ସାରା ପୃଥିବୀରେ ଲୋକେ    (03-Mar-2026)       ||      ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଅଫିସିଆଲ ୱେବ ସାଇଟ ଉନ୍ମୋଚିତ♦️ ମନ୍ଦିରର ତଥ୍ୟ ଜାଣି ପାରିବେ ସାରା ପୃଥିବୀରେ ଲୋକେ    (03-Mar-2026)       ||     

HOME   ଜିଲ୍ଲା

ବ୍ଲକ କଲୋନୀ କ୍ଲଷ୍ଟର ଡେଙ୍ଗ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ଓ ମାସିକ ବୈଠକ ଅନୁଷ୍ଠିତ

28-Feb-2026



ବଲାଙ୍ଗୀର, ତା. ୨୮/୦୨(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ଅନ୍ତର୍ଗତ ବ୍ଲକ୍ କଲୋନୀ କ୍ଲଷ୍ଟରର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗରେ ଅଷ୍ଟମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା। କଂସରପଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା ସାଧନକର୍ମୀ ସରୋଜ କୁମାର ବୈଠାରୁଙ୍କ ତତ୍ତ୍ୱାବଧାନରେ ସାତ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ କ୍ଲଷ୍ଟରର ସମସ୍ତ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ଚଳିତ ଶିକ୍ଷା ବର୍ଷର ଶେଷ ବୈଠକରେ ଯାଦୁଇ ପେଡ଼ି, ୫ମ ଓ ୮ମ ଶ୍ରେଣୀର ବାର୍ଷିକ ପରୀକ୍ଷା ପରିଚାଳନା, ଶିକ୍ଷଣ ପର୍ଯ୍ୟବେକ୍ଷଣ ସାଧନୀ, ସୋପାନ ରେଜିଷ୍ଟର ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଲିଙ୍ଗରାଜ ନନ୍ଦ ପରିଚାଳନାରେ ସହଯୋଗ କରିଥିଲେ ‌।ଏହି ମାସିକ ବୈଠକରେ ଶିକ୍ଷକ ରାଧାନାଥ ମିଶ୍ର,ବୈକୁଣ୍ଠ ଭୋଇ, ପ୍ରକାଶ କୁମାର ପଣ୍ଡା,ଗିରିଧାରୀ ବେହେରା, ଗଗନ କୁମାର ବେହେରା, ଶିକ୍ଷୟିତ୍ରୀ ସଂଯୁକ୍ତା ପାଢ଼ୀ, ସ୍ନେହା ମଞ୍ଜୁଳା ନନ୍ଦ, ଲକ୍ଷ୍ମୀ ସୁନା, ମାଧବୀ ଭୋଇ, ପ୍ରତ୍ୟାସିନି ବାଗ, ଦ୍ରୌପଦୀ ଭୋଇ, କାନ୍ତି ଭୋଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମ ନାରାୟଣ ଦାଶଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକଙ୍କୁ ପୁଷ୍ପ ଚନ୍ଦନରେ ସ୍ବାଗତ କରାଯିବା ପରେ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ବିଦ୍ୟାଳୟରେ ବରିଷ୍ଠ ବିଜ୍ଞାନ ଶିକ୍ଷକ କୃପାସିନ୍ଧୁ ମିଶ୍ରଙ୍କ ତତ୍ତ୍ୱାବଧାନରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଥିଲା। କୁଇଜ୍, ବକୃତା ତଥା ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ, ତପସ୍ଵିନୀ ପଟେଲ, ଶିକ୍ଷକ ଦୀପକ ସେନ ଧରୁଆ, ଦେବେଶ ହୋତା, ମନରଞ୍ଜନ ପରିଡ଼ା, ସମୀର ସେଠି, ବୃନ୍ଦାବନ ଭୂଏ, ଅବିନାଶ ଭୋଇ, ହିମାଂଶୁ ଶେଖର ବିଶ୍ଵାଳ ଓ ଅଶୋକ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ   04-Mar-2026
  ଜିଲ୍ଲା  
ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   04-Mar-2026
  ଜିଲ୍ଲା  
ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   04-Mar-2026
  ରାଜ୍ୟ  
ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ   04-Mar-2026
  ଜିଲ୍ଲା  
ଏକ ଭିନ୍ନ ଶିକ୍ଷକ   04-Mar-2026
  ଜିଲ୍ଲା  
ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   04-Mar-2026
  ଜିଲ୍ଲା  
*ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   04-Mar-2026
  ଜିଲ୍ଲା  
କୁଶଙ୍ଗ ଦୋଳଯାତ୍ରା ଉଦ୍‌ଯାପିତ   04-Mar-2026
  ଜିଲ୍ଲା  
କେବେ ସଜଡ଼ାଯିବ ବରୀ ମାଉଣ୍ଡ ହାଇମାଷ୍ଟ ଲାଇଟ   04-Mar-2026
  ଜିଲ୍ଲା  
ତୃତୀୟ ସୁକତେଲ ମହୋତ୍ସବ ଉଦଯାପିତ♦️ "ଲୁପ୍ତ ପ୍ରାୟ ଲୋକ ଗୀତ ଓ ନୃତ୍ୟର ପୁନରୁଥାନର ଅନନ୍ୟ ମଞ୍ଚ"   03-Mar-2026
  ଜିଲ୍ଲା  
ଗୋଛାପଡା ଥାନା ଅଞ୍ଚଳରେ ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ : ସମ୍ପୃକ୍ତ ଶିକ୍ଷକ ଥାନାରେ ଅଟକ   03-Mar-2026
  ଜିଲ୍ଲା  
ପ୍ରସିଦ୍ଧ ଶୈବପୀଠରେ ମହାଜଳଶାୟୀ,ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ   03-Mar-2026

You Might Also Like