-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ଜିଲ୍ଲା

ସିଆରସିସି  ଙ୍କ ପ୍ରୟାସରେ ୨ ବର୍ଷ ପାଠ ଛାଡ଼ିଥିବା ଝିଅ ପୁନଃ ବିଦ୍ୟାଳୟ ଫେରିଲା

06-Feb-2026



ନବରଙ୍ଗପୁର :ପାପଡା ହାଣ୍ଡି ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ପ୍ରୟାସରେ ଶିକ୍ଷା ଅଧିକାର ଆଇନ ଓ ଡ୍ରପ ଆଉଟ ଚିହ୍ନଟ ଅଭିଯାନ ଅନୁସାରେ, ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମର ୨ ବର୍ଷ ଧରି ପାଠ ଛାଡ଼ିଥିବା ଏକ ଝିଅ ଦିପା ହରିଜନଙ୍କୁ,ମୈଦଲ ପୁର ଗୁମା ଗୁଡା ଗାଁର ଝିଅ, ବୟସ ତେର , ସିଆରସିସି  ଙ୍କ ସକ୍ରିୟ ହସ୍ତକ୍ଷେପ ଓ ନିରନ୍ତର ପ୍ରୟାସରେ ପୁନଃ ବିଦ୍ୟାଳୟରେ ନାମଲେଖା କରିପାରିଛି।ସୂଚନା ଅନୁସାରେ, ପିଲାଟି ଦୀର୍ଘ ସମୟ ଧରି ବିଦ୍ୟାଳୟରୁ ବିଚ୍ଛିନ୍ନ ରହିଥିବା ବେଳେ ସିଆରସିସି ଦ୍ୱାରା ଗ୍ରାମସ୍ତରରେ  କାର୍ଯ୍ୟ ସମୟରେ ତାହା ଚିହ୍ନଟ ହୋଇଥିଲା। ପରେ ସିଆରସିସି  ଅଭିଭାବକଙ୍କ ସହ ସମ୍ପର୍କ ସ୍ଥାପନ କରି ପିଲା ଓ ପରିବାରକୁ କାଉନ୍ସେଲିଂ କରିଥିଲେ। ପାଠର ଗୁରୁତ୍ୱ, ଝିଅ ପିଲାଙ୍କ ଶିକ୍ଷାର ଆବଶ୍ୟକତା ଓ ସରକାରୀ ଯୋଜନା

ବିଷୟରେ ସଠିକ ଭାବେ ବୁଝାଇଦିଆଯାଇଥିଲା।
କାଉନ୍ସେଲିଂ ପରେ ସିଆରସିସି  ପ୍ରଧାନ ଶିକ୍ଷକଙ୍କ ସହ ସମନ୍ୱୟ ସ୍ଥାପନ କରି ବୟସ ଓ ଶିକ୍ଷାଗତ ସ୍ତର ଅନୁସାରେ ଉପଯୁକ୍ତ ଶ୍ରେଣୀରେ ପିଲାର ନାମଲେଖା ସୁନିଶ୍ଚିତ କରିଥିଲେ। 
“କୌଣସି ପିଲା ପାଠରୁ ବଞ୍ଚିତ ରହିବା ଉଚିତ୍ ନୁହେଁ। ଡ୍ରପ୍ଆଉଟ୍ ପିଲାମାନଙ୍କୁ ପୁନଃ ବିଦ୍ୟାଳୟମୁଖୀ କରିବା ଓ ତାଙ୍କୁ ଧରିରଖିବା ସିଆରସିସି ର ପ୍ରାଥମିକ ଦାୟିତ୍ୱ।”“ପ୍ରତ୍ୟେକ ପିଲାର ଶିକ୍ଷା ଅଧିକାର ସୁନିଶ୍ଚିତ କରିବା ଆମର ପ୍ରଥମ ଦାୟିତ୍ୱ। କୌଣସି ପିଲା ପାଠ ଛାଡ଼ି ରହିଲେ ତାହାକୁ ପୁନଃ ବିଦ୍ୟାଳୟରେ ଆଣିବା ପାଇଁ ସିଆରସିସି ସ୍ତରରେ ନିରନ୍ତର ପ୍ରୟାସ ଜାରି ରହିବ।”
ପୁନଃ ଡ୍ରପ୍ଆଉଟ୍ ରୋକିବା ପାଇଁ ସିଆରସିସି ଙ୍କ ଦ୍ୱାରା ପିଲାର ନିୟମିତ ଉପସ୍ଥିତି, ପାଠ ପ୍ରଗତି ଓ ସାମାଜିକ ସମନ୍ୱୟ ଉପରେ ନିରୀକ୍ଷଣ କରାଯିବ ବୋଲି ଜଣାପଡ଼ିଛି। “କୌଣସି ପିଲା ସୁରକ୍ଷିତ  ବଞ୍ଚିବାର  ଅଧିକାର ଉଲ୍ଲଂଘନ ହେବା ଉଚିତ୍ ନୁହେଁ। ପିଲାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ପ୍ରଥମ ଦାୟିତ୍ୱ।” । 
 ସିଆରସିସିତରଫରୁ ପିଲାଙ୍କର ଶିକ୍ଷା ଅଧିକାର, ଶାରୀରିକ ସୁରକ୍ଷା ଓ ସାମାଜିକ ସୁରକ୍ଷା ଉପରେ ନିରନ୍ତର ନିରୀକ୍ଷଣ ରଖାଯାଇଛି। ଅନେକ ଥର ପାଇଁ ସିଆରସିସି ସ୍ତରରେ ଏହି ପଦକ୍ଷେପ ଏକ ଦୃଢ଼ ଦୃଷ୍ଟାନ୍ତ ସୃଷ୍ଟି କରିଛି । ଝିଅର ପୋଷାକ ନଥିବାରୁ ୟୁନିଫର୍ମ ପୋଷାକ ସହ ବିଦ୍ୟାଳୟ ଯିବାକୁ ପ୍ରସ୍ତୁତି ହୋଇଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଯାଦବଙ୍କୁ ଆସନ୍ତା ବର୍ଷରୁ ହଷ୍ଟେଲ ରହି ପାଠ ପଢ଼ିବାକୁ ସିଆରସିସି ତରଫରୁ ପତ୍ର ଟିଏ ମଧ୍ୟରେ ଦେଇଛନ୍ତି। ଦାଦନ ଶ୍ରମିକଙ୍କ ଝିଅର ପାଠ ପଢା ସମର୍ଥନ ଓ ସୁରକ୍ଷିତ ଆଶ୍ରୟ ଦିଆଯାଇଛି ।
ଏହି ପଦକ୍ଷେପକୁ ଗ୍ରାମବାସୀ ଓ ଅଭିଭାବକମାନେ ସ୍ୱାଗତ କରିଥିବା ବେଳେ, ଝିଅ ପିଲାଙ୍କ ଶିକ୍ଷା ସୁରକ୍ଷାରେ ଏହା ଏକ ଆଦର୍ଶ ଉଦାହରଣ ଭାବେ ଦେଖାଯାଉଛି।ଵୁଦ୍ଧିଜୀବି ମହଲରେ ସିଆରସିସି ର ପ୍ରକୃତ କାର୍ଯ୍ୟ କୁ ଚୟନ କରିବା .ସହ ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନା କରି ପିଲାଙ୍କୁ ଭବିଷ୍ୟତ ପାଇଁ ଚ଼ିନ୍ତନ ଭାବନାକୁ ସମ୍ମାନ ପ୍ରଦାନ କରାଯାଇଥିଲା।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର ଜିଲ୍ଲାର ଲୋଇସିଂହା ସ୍ଥିତ ଅଗ୍ରସେନ୍ ଭବନ୍ ଠାରେ ବିଧାୟକ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ସକାଶେ ଏକ ସାମ୍ବାଦିକ

ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀ ରେ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ପ୍ରତିନିଧି ଲୋଇସିଂହା  ଗୌରାଙ୍ଗ ନାୟକ, ଆଗଲପୁର ପ୍ରତିନିଧି ପିତାମ୍ବର କଣ୍ଟା, ପୁଇଁତଲା  ପ୍ରତିନିଧି ସମ୍ମିଳନୀ ରେ ଭାଗ ନେଇଥିଲେ। ଲୋଇସିଂହା ପଞ୍ଚାୟତ ର ସରପଞ୍ଚ  ନବ କିଶୋର ନାୟକ, ଲୋଇସିଂହା ଏନ ଏ ସି ଦାୟିତ୍ୱରେ ଥିବା ବୁର୍ଡା ସରପଞ୍ଚ ସୁଦିପ ସା ଓ ବିଧାୟକ କପ୍ ଫୁଟବଲ୍ ପ୍ରତିଯୋଗିତା ର ସଭାପତି ରାମଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ତା ସଙ୍ଗେ ସଙ୍ଗେ ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କୁ ଆୟୋଜନ କରୁଥିବା ପଲ୍ଲୀ ଆଲୋକ୍ ପାଠାଗାର ର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟ ତୃଣ ମୂଳ ସ୍ତରରେ ଥିବା ଖେଳାଳିଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି ବୋଲି ସମ୍ମିଳନୀ ରେ ପ୍ରକାଶ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ କାର୍ଯକlରି ସଭାପତି ଓ କାର୍ଯକାରୀ କମିଟି ଗଠନ କରାଯାଇଛି। ୱାର୍କିଙ୍ଗ କମିଟି ର ସଭାପତି ଭାବେ ଶ୍ରୀ ରାମଚନ୍ଦ୍ର ସାହୁ ମନୋନୀତ ହୋଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like