-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
27-Jan-2026
କଣ୍ଟାମାଳ(ଜୟ କୁମାର ମହାରଣା )♦️ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ନିକଟରେ ଗଞ୍ଜେଇ ଚାଷରେ ସମ୍ପୃକ୍ତ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରିଛି କଣ୍ଟାମାଳ ପୁଲିସ l ମିଳିଥିବା ସୂଚନା ଅନୁଯାୟୀ ବରଗାଁ ଗ୍ରାମର ରବି ଓରଫ ରବିନ୍ଦ୍ର କହଁର ୩୮ବର୍ଷ l ଗଞ୍ଜେଇ ଚାଷ ମାମଲାରେ ସମ୍ପୃକ୍ତ ଥିବା ନେଇ କଣ୍ଟାମାଳ ଥାନାରେ ୨୯୯/୨୦୨୫ ରେ ଏକ ମାମଲା ରୁଜୁ ହୋଇଥିଲା | ଆଜି ଅଭିଯୁକ୍ତକୁ କଣ୍ଟାମାଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ବାସୁଦେବ ଭୋଇ ସୂଚନା ଦେଇଛନ୍ତି l
♦️♦️♦️♦️♦️♦️♦️♦️♦️♦️♦️♦️♦️