-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||     

HOME   ଜିଲ୍ଲା

ଗୋଷ୍ଠୀ ଜଙ୍ଗଲ ପରିଚାଳନା - ଜିଲ୍ଲା ସ୍ତରୀୟ ମହିଳା ନେତ୍ରୀଙ୍କ ପ୍ରଶିକ୍ଷଣ

23-Jan-2026



ନୂଆପଡ଼ା (ରାମନାଥ ପଣ୍ଡା)
ଏଫ୍ ଇ ଏସ ସହାୟତାରେ ନୂଆପଡ଼ା ଜିଲ୍ଲା "ୟାର" ଅନୁଷ୍ଠାନ ଆନୁକୁଲ୍ୟରେ ୟାର ଅନୁଷ୍ଠାନର ତାଲିମ କେନ୍ଦ୍ର ଖରୀଆର ଠାରେ ତା ୨୦-୧-୨୦୨୬ ରୁ ତା ୨୨-୧-୨୦୨୬ ଯାଏଁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ମହିଳା ନେତ୍ରୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଫ୍ ଇ ଏସ ରୁ ବିରଞ୍ଚି ନାରାୟଣ ପାଇକରାୟ ଏହି ପ୍ରଶିକ୍ଷଣରେ ଯୋଗଦାନ କରିଥିଲେ । ୟାର ଅନୁଷ୍ଠାନ ସଭାପତି ମହେନ୍ଦ୍ର କୁମାର ଯୋଶୀ,ସମ୍ପାଦକ ହରିଦାସ ପଟେଲ,ସାଧନା କର୍ମୀ ରୂପେ ବିରେନ୍ଦ୍ର ଧରୁଆ ଏବଂ ରାମନାଥ ପଣ୍ଡା ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ ।ତାଲିମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି - ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା କମିଟି ର ମହିଳା ନେତ୍ରୀଙ୍କୁ ସେମାନଙ୍କୁ ଜଙ୍ଗଲ ସମ୍ବଳ ପରିଚାଳନା ଯୋଜନା ଏବଂ ଏହାର କାର୍ଯ୍ୟକାରିତା ପାଇଁ ନେତୃତ୍ୱ ନେବା ନିମନ୍ତେ ସଶକ୍ତ କରିବା ।୫୦ ଜଣ ମହିଳାଙ୍କୁ ଏହି ତିନି ଦିନର ପ୍ରଶିକ୍ଷଣ ରେ ଜଙ୍ଗଲ ସଂରକ୍ଷଣ ଓ ଏହାର ଚିରନ୍ତନ ବ୍ୟବହାର ସମ୍ବନ୍ଧିତ ମହିଳା ମାନଙ୍କର ପାରମ୍ପରିକ ଜ୍ଞାନ,ସଂରକ୍ଷଣ ପ୍ରୟାସକୁ ଆଗକୁ ବଢ଼ାଇବାରେ ମହିଳାଙ୍କ ଭୂମିକା,ଜଙ୍ଗଲ ସମ୍ବଳ ପରିଚାଳନା ରେ ମହିଳା ନେତୃତ୍ବର ଭୂମିକା,ନିଷ୍ପତ୍ତି ଗ୍ରହଣ ସଂସ୍ଥାସବୁରେ ମହିଳାମାନଙ୍କର ସହଭାଗିତା,ମହିଳା ମାନଙ୍କର ସହଭାଗିତାକୁ ଆନୁଷ୍ଠାନିକ କରିବା ନିମନ୍ତେ ରଣନୀତି,ଗ୍ରାମ ସଭା ମହାସଂଘ ଏବଂ ସେଥିରେ ମହିଳାମାନଙ୍କ ଭୂମିକା, ସୁମନି ଝୋଡ଼ିଆଙ୍କ ଭଳି ଅନେକ ନାରୀ ନେତୃତ୍ଵର ପରିଶ୍ରମର ଉଦାହରଣ ଉପସ୍ଥାପନ,ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା କମିଟି ଓ ସେଥିରେ ୫୦ ଭାଗ ମହିଳାଙ୍କୁ ସ୍ଥାନ ଦେବା ସହ ବିଭିନ୍ନ ପଦବୀ ପ୍ରଦାନ,ଏହି କମିଟି ରେ ମହିଳାଙ୍କ ଦାୟୀତ୍ୱ,ପରିଚାଳନା କମିଟିରେ ମହିଳାଙ୍କ ପାଇଁ ଆହ୍ଵାନ ଏବଂ ଆହ୍ଵାନ ଗୁଡ଼ିକୁ ଦୂର କରିବା ପାଇଁ ରଣନୀତି,ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ଯୋଜନା ପ୍ରସ୍ତୁତି ଓ ଏହାର କାର୍ଯ୍ୟକାରିତା,ମହିଳାଙ୍କ ସ୍ୱର ଦ୍ଵାରା ଯୋଜନାର ଗୁଣମାନ ବୃଦ୍ଧି,ମହିଳା କେନ୍ଦ୍ରିକ ପରିଚାଳନା ଢାଞ୍ଚା,ଗ୍ରାମ ଗୋଷ୍ଠୀ ମାନଙ୍କର ଜୀବିକାକୁ ପ୍ରଭାବିତ କରୁଥିବା ସମସ୍ୟା ଗୁଡ଼ିକ ଉପରେ କାର୍ଯ୍ୟ କରିବା ଇତ୍ୟାଦି ଦିଗରେ ବିଭିନ୍ନ ଅଧିବେଶନ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥିଲା ।ତାଲିମ ସମୟରେ ଦଳଗତ କାର୍ଯ୍ୟ ଓ ଆଲୋଚନା ଏବଂ ଉପସ୍ଥାପନ,ବିଭିନ୍ନ ଭୂମିକାରେ ଅଭିନୟ ମାଧ୍ୟମରେ ଉପସ୍ଥାପନ,ପାରସ୍ପରିକ ଆଲୋଚନା ଏବଂ ଉପସ୍ଥାପନା, ମହିଳାଙ୍କ ଆଲୋଚନା ଏବଂ ପ୍ରତିଫଳନ ଭଳି ଉପସ୍ଥାପନ କରିବା ଦ୍ୱାରା ପ୍ରଶିକ୍ଷଣ ଟି ଆହୁରି ଚିତ୍ତାକର୍ଷକ ହୋଇଥିଲା ।ଅନ୍ତିମ ଦିବସର ଅନ୍ତିମ କାଲାଂଶରେ ଆଗାମୀ ଦିନରେ ଆମର ଯୋଜନା କ'ଣ ହେବା ଆବଶ୍ୟକ ତା'ରି ଉପରେ ଯୋଜନା ପ୍ରସ୍ତୁତ କରାଯାଇ ଥିଲା ।ୟାର ଅନୁଷ୍ଠାନର ଅରୁଣ ବିଶ୍ଵାଳ, ହୋଲିତା ପଟେଲଙ୍କ  ସମେତ ଅନ୍ୟ ସମସ୍ତ କର୍ମଚାରୀ ପ୍ରତ୍ୟେକ ଦିଗରେ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026

You Might Also Like