-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2026
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ଠାରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଆନୁକୂଲ୍ୟରେ ଜାତୀୟ ସଡ଼କ ସୁରକ୍ଷା ମାସ ଉପଲକ୍ଷେ ମାଗଣା ଚକ୍ଷୁ ସହାୟକ ଶିବିର ଅନୁଷ୍ଠିତ। ଜିଲ୍ଲା ଟ୍ରାକ ମାଲିକ ସଂଘ କାର୍ଯାଳୟ ରେ ଅନୁଷ୍ଠିତ ହୋଇଥିବା ବେଳେ ଆରଟିଓ ଅକ୍ଷୟ ଜେନା ଶିବିରକୁ ଉଦଘାଟନ କରିଥିଲେ।ଜିଲ୍ଲା ଟ୍ରାକ ମାଲିକ ସଂଘ ର ସଭାପତି ମୃତୁଞ୍ଜୟ ମିଶ୍ର ସହଯୋଗ କରିଥିଲେ ଡୁଙ୍ଗୁରିପାଲି ଡାକ୍ତର ଖାନା ର ଚକ୍ଷୁ ବିଶେଷଜ୍ଞ ଡାକ୍ତର ବିଦ୍ୟାଧର ସାହୁ ଉପସ୍ଥିତ ରେ ସମସ୍ତ ରୋଗୀ ଙ୍କୁ ପରୀକ୍ଷା ନିରୀକ୍ଷା କରି ଚଷମା ଦିଆଯାଇଥିଲା। ଏଥିରେ ମୋଟ ପଚାଶ ରୁ ଅଧିକାର ରୋଗୀ ଙ୍କୁ ଦେଖୀ ଥିଲେ।ଶିବିର କୁ ଅଧିକ ଟ୍ରାକ ଡ୍ରାଇଭର ଆସି ନିଜର ଆଖି ପରୀକ୍ଷା କରି ଚଷମା ନେଇଥିଲେ।