-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||     

HOME   ଜିଲ୍ଲା

ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ସାମୁହିକ ବ୍ରତୋପନୟନ

17-Jan-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ଚନ୍ଦ୍ରିକା ସେବା ଟ୍ରଷ୍ଟ ସୁବର୍ଣ୍ଣପୁର ପକ୍ଷରୁ ଶ୍ରୀ ରାମେଶ୍ୱର ଶୈବ ପୀଠ ଠାରେ ସାମୁହିକ ଶୁଭ ବ୍ରତୋ ପନୟନ କାର୍ଯ୍ଯକ୍ରମ ମହା ସମାରୋହ ରେ ପାଳିତ ହୋଇଯାଇଛି l ଗତ କାଲି  ଠାରୁ ନବବ୍ରହ୍ମଚାରୀ ଙ୍କ ଚାରିକର୍ମ ସହ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ ଅଧିବାସ  ହୋଇଥିବା ବେଳେ ଆଜି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୨୯ ଗୋଟି ଗରିବ ବ୍ରାହ୍ମଣ ବାଳକ କୁ ନେଇ ସାମୁହିକ ବ୍ରତୋପନୋୟନ ଓ ସାବିତ୍ରୀ ପ୍ରଦାନ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇ ଯାଇଛି l ଯେଉଁଥିରେ କି ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳ ର ଏ ବ୍ରହ୍ମଚାରୀ ଙ୍କ ସହିତ ଶହ ଶହ ସମ୍ପର୍କୀୟ ଲୋକେ ଓ ଏ ଅଞ୍ଚଳ ର ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ବାଲ ବ୍ରହ୍ମ ଚାରୀ ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ  l ଓ ମହାପ୍ରଭୁ ଙ୍କ କୃପା ଲାଭ କରି ପ୍ରସାଦ ସେବନ ରେ ସାମିଲ ହୋଇ ଥିଲେ l ଓଡ଼ିଶା ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ  ଶୁଭନନ୍ଦ ମହାପାତ୍ର ,ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ, ଏ ଡି ଏମ୍ ରାଜେନ୍ଦ୍ର ମାଝୀ, ଅଞ୍ଜଲିନା ପ୍ରଧାନ ,ସୋନପୁର ବି ଡି ଓ ପ୍ରତୀକ କୁମାର କର ଯୋଗ ଦେଇ ବ୍ରତୋପନୟନ କାର୍ଯ୍ୟ ର ସମସ୍ତ ପଣ୍ଡିତ ମାନଂକୁ ସମ୍ୱର୍ଦ୍ଧିତ କରି ସମସ୍ତ ବ୍ରହ୍ମ ଚାରି ଙ୍କୁ ଶୁଭେଛା ଜଣାଇ ଆୟୋକକ କମିଟି ଓ ବ୍ରହ୍ମ ଚାରି ଙ୍କୁ ଉତ୍ସାହିତ କରିଥିଲେ  l ନବ ବ୍ରହ୍ମଚାରୀ ସୁନିଲ କୁମାର ଦାଶ, ରିଜୁମୁଣ୍ଡା ,ସୁମିତ କୁମାର ଦାଶ, ରିଜୁମୁଣ୍ଡା , ପଟାଭାଡି ର ଦୀପକ ଦାଶ, ସଞ୍ଜୟ ଦାଶ,ସତ୍ୟବ୍ରତ ଦାଶ, ବୈଦ୍ୟନାଥ ର ଦେବଦତ୍ତ ଦାଶ, ଅଡାଲ ର ରଞ୍ଜନ ଦାଶ, 
ଉତ୍ତମ ଦାଶ, ବରଗଡ ,ଭବାନୀ ଶଙ୍କର ପାଣିଗ୍ରାହୀ,  ଘଣ୍ଟାପଡ଼ା (ବୌଦ୍ଧ)
 ଅରୁଣ ଦାଶ, ଯୋଗିନ୍ଦ୍ରପୁର ( ବୌଦ୍ଧ) ସଚ୍ଚିଦାନନ୍ଦ ପାଣିଗ୍ରାହୀ, ଯୋଗିନ୍ଦ୍ରପୁର ର ଗଣେଶ ଦାଶ, କାନପୁର
ପ୍ରଭାତ ଦାଶ, ତରାଇକେଲା,କାର୍ତ୍ତିକ ପାଣିଗ୍ରାହୀ, ସମ୍ବଲପୁର
 ସମ୍ବିତ ଦାଶ, କୁଶଙ୍ଗ ( ବଲାଙ୍ଗୀର) ରୁଦ୍ର ପ୍ରକାଶ ପୁଜାରୀ, ବୀରମହାରାଜପୁ ସିକୁ ପଣ୍ଡା, ବ୍ରାହ୍ମଣୀ  ପ୍ରିୟାଂଶୁ ମିଶ୍ର, ବଲାଙ୍ଗୀର ନିଲେଶ୍ୱର ଦାଶ, ଥୁଆପାଲି ( ବରଗଡ)ର
ମିକୁ ଦାଶ, ହିଲିମାଲ ( ବଲାଙ୍ଗୀର)
 ଶୁଭମ୍ ଦାଶ, ପାଟଣାଗଡ ( ବଲାଙ୍ଗୀର)ସତ୍ୟସାଇ ଦାଶ,  ଶାନ୍ତିନଗର ( ବଲାଙ୍ଗୀର)
 ପ୍ରଦିପ ଦାଶ, କାନପୁର 
 ଶବ୍ୟସେବକ ସିଂହ, ରଥିପଡ଼ା 
 ପାର୍ଥ ସାରଥି ଦାଶ, କଣ୍ଟାବାଞ୍ଜି ( ବଲାଙ୍ଗୀର) ବିଭୁ ପ୍ରସାଦ ଦାଶ, କଣ୍ଟାବାଞ୍ଜି 
 ରାଧାମୋହନ ମିଶ୍ର, କୁଦୋପାଲି
 ନିରୋଜ କୁମାର ଦାସ, 
 ଜୀଵନ ଦାଶ, ଛତିଶଗଡ଼ ପ୍ରମୁଖ  ଏହି ଅବସରରେ ସମସ୍ତ ନବ ବ୍ରହ୍ମଚାରୀ ଙ୍କୁ ବିଧିବିଧାନ ସହ ସମସ୍ତ ଙ୍କର ବ୍ରତୋପନୟନ କରାଯାଇଥିଲା। ଆଜିର‌ ଏହି ଦିବ୍ୟ କାମରେ ଚନ୍ଦ୍ରିକା ସେବା ଟ୍ରଷ୍ଟ ର ଟ୍ରଷ୍ଟି ବଣ୍ଟୁ ଅଗ୍ରୱାଲ, ମନୋଜ ଅଗ୍ରୱାଲ, ଟ୍ରଷ୍ଟି ସଦସ୍ୟ ସନ୍ତୋଷ ମିଶ୍ର, ନନ୍ଦୁଲାଲ କମାଣି, ଗୋପାଳ ଭୁତ, ସନ୍ତୋଷ ଶର୍ମା, ନାରାୟଣ ରଥ ବାବୁଲା ମିଶ୍ର, ସତ୍ୟବ୍ରତ ପ୍ରଧାନ,  ବିଶ୍ଵ ରଞ୍ଜନ ପୁଝାରୀ, ରାଜେନ୍ଦ୍ର ମେହେର, ବିବେକାନନ୍ଦ ସାହୁ, ହରିହର କର୍ଣ୍ଣ ପ୍ରମୁଖ ବ୍ଲକ ଛକ ଦୁର୍ଗା ପୂଜା କମିଟି କର୍ମ କର୍ତ୍ତା, ଦେବୋତ୍ତର କମିଟି ର ବୈକୁଣ୍ଠ ଶତପଥୀ, ଶ୍ରୀବତ୍ସ ମଲ୍ଲିକ, ମାରୱାଡ଼ି ଯୁବା ମଞ୍ଚ, ସ୍ଵଚ୍ଛ ଭାରତ ସଙ୍ଗଠନ ର କର୍ମ କର୍ତ୍ତା ସମସ୍ତ ସହଯୋଗ କରିଥିଲେ। ଆଜିର ର ଏଇ ମହତ୍ କାର୍ଯ୍ଯ, ଯଜ୍ଞ ଦର୍ଶନ ଓ ୨୯ ଗୋଟି ବାଲ ବ୍ରହ୍ମ ଚାରି ଙ୍କୁ ଏକା ସାଙ୍ଗରେ ଦେଖିବା ର ଏ ମନୋରମ ଦୃଶ୍ୟ କୁ ଦେଖି ଲୋକେ ଖୁବ୍ ଭାଗ୍ୟବାନ ମନେ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026

You Might Also Like