-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଉଦଘାଟିତ

07-Jan-2026



ସୋନପୁର( ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ଠାରେ ପୁଜା ଅର୍ଚ୍ଚନା ଓ ଆବାହନ ପରେ ପରେ ଏକ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା  l ମା ସୁରେଶ୍ଵରୀ ଙ୍କ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ବାହାରି ପ୍ରଥମେ ରୟାଲ ପଡିଆ ପରେ ସହର ପରିକ୍ରମା କରି ଶ୍ରୀ ରାମେଶ୍ଵର ଷ୍ଟାଡିୟମ ଠାରେ ପହଞ୍ଚି ଥିଲା l ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କ ସମେତ  ଏ ଡି ଏମ୍  ରାଜେନ୍ଦ୍ର ମାଝୀ, ଅଞ୍ଜଳିନା ପଧାନ, ସି ଡି ଇ ଓ, ସଂସ୍କୃତି ଅଧିକାରୀ ଓ ବିଭିନ୍ନ ଅଧିକାରୀ ଏହି ଶୋଭାଯାତ୍ରା ରେ ସାମିଲ ଥିଲେ l   ମଶାଲ ଶୋଭାଯାତ୍ରା ପହଞ୍ଚିବା ପରେ ଷ୍ଟାଡିୟମ ର ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚ ସାଂସ୍କୃତିକ ମଞ୍ଚ ରେ ମା ସୁରେଶ୍ଵରୀ ଙ୍କ ପୂଜା ପରେ ଜିଲ୍ଲାପାଳ ଙ୍କ ଦ୍ଵାରା  ମଶାଲ ସ୍ଥାପନା କରା ଯାଇଥିଲା l  ସନ୍ଧ୍ୟା ରେ ସୁବର୍ଣ୍ଣପୁର ଜିଲ୍ଲାର କଳା ସଂସ୍କୃତି ଐତିହ ଓ ବିକାଶ ଧାରା ର ବାର୍ତ୍ତା ଵହ ୩୨ ତମ "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ର ଶୁଭ ଉଦଘାଟନ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ବୀର ମହାରାଜ ପୁର ଇଂ ଶ୍ରୀ ରଘୁନାଥ ଜଗଦଲା ଯୋଗ ଦେଇ  ଏହି ଉତ୍ସବ କୁ ଉଦ୍ଘାଟନ କରି ପଲ୍ଲୀଶ୍ରୀ ମେଳା ପରିଦର୍ଶନ କରିଥିଲେ l ପରେ ପରେ ଏ ଲୋକ ମହୋତ୍ସବ  ର ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମଧ୍ଯ ଉଦ୍ଘାଟନ କରି ନିଜ ଜିଲ୍ଲା ର ସ୍ବାର୍ଥ ହାସଲ ପାଇଁ ମୁଁ ବିଧାନ ସଭା ରେ ପ୍ରତିଯୋଗୀତା ଭଳି ଲଢେଇ କରେ ସେଥି ପାଇଁ ମୁଁ ନିଜ କୁ ସ୍ୱାର୍ଥ ପର ବୋଲି କହେ l ଜ୍ଞାନ କୁ ଉପଯୋଗ କେଲେ ହିଁ କ୍ଷମତା ଶାଳୀ ହୋଇ ପାରିବେ ବୋଲି କହି ଆମ ଜିଲ୍ଲା ର କୃଷି ଶିଳ୍ପ ଓ ପର୍ଯ୍ୟଟନ ର ବିକାଶ ପାଇଁ ଚେଷ୍ଟା ଜାରି ରଖିବି ବୋଲି ଇଂ ଶ୍ରୀ ଜଗଦଲା କହିଥିଲେ l

ସମ୍ମାନିତ  ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ବି ଜେ ପି ର ଜିଲ୍ଲା ସଭାପତି ବେଣୁ ଧର ଦାଶ ଯୋଗ ଦେଈ ସୁବର୍ଣ୍ଣପୁର ର କଳା ସଂସ୍କୃତି ଅନନ୍ୟ ବୋଲି କହିଥିଲେ l ଭୀମ ଭୋଇ କଳା ପରିଷଦ ର ସଂପାଦକ ସଙ୍ଗୀତ ନିର୍ଦ୍ଦେଶକ ଉମେଶ କୁମ୍ଭାର ଙ୍କ ସମେତ ସାଥୀ କଳାକାର ଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ  "ଆମେ ତ  ସୁରେଶ୍ଵରୀ ମା ର ଛୁଆ ଗୋ ଆମେ ସୋନପୁରିଆ" ପରିବେଷଣ କରିଥିଲେ l ଆଜି ଉଦ୍ଘାଟନୀ ଦିବସ ରେ ସଙ୍ଗୀତ ମହା ବିଦ୍ୟାଳୟ ସୁବର୍ଣ୍ଣପୁର , କଳାଜିବୀ ବରଗଡ଼, ବିହୁ ନାଚ ଆସାମ ଛଉ ନାଚ ମୟୂରଭଞ୍ଜ , ଟ୍ରେଣ୍ଡି ଏକାଡେମୀ ସୋନପୁର , ଭାଙ୍ଗଡା ପଞ୍ଜାବ, ରଙ୍ଗ ଫରୁଆ ସମ୍ବଲ୍ ପୁର, ସିଙ୍ଗ ନୃତ୍ୟ କନ୍ଧମାଳ , ଦୂଲ୍ ଦୁଲି କଳା ପରିଷଦ ବଲାଙ୍ଗିର , କରମ୍ ସାନି କଳା ପରିଷଦ ପଣ୍ଡକିଟାଲ ଡୁଙ୍ଗୁରିପାଲି, ରୁମକୁ ଝୁମାନା କରମସାନି କଳା ପରିଷଦ ଉଲୁଣ୍ଡା ଟ୍ରୁପ କଳାକାର ଙ୍କ ନାଚ ଗୀତ କୁ ପ୍ରବଳ ଶୀତ ରେ ବିଳମ୍ବିତ ରାତି ଯାଏ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ l ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କ ଅଧ୍ୟକ୍ଷତା ରେ ଆଜିର ସଭା କାର୍ଯ୍ଯ ପରିଚାଳନା କରା ଯାଇଥିବା ବେଳେ ସି ଡି ଇ ଓ ଅଶ୍ଵିନୀ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ l ମହୋତ୍ସବ ର ସ୍ମରଣିକା "ଶାକ୍ତସ୍ୱର"  ଅତିଥି ମାନଙ୍କ ଉନ୍ମୋଚନ କରା ଯାଇଥିଲା l ଫୁଡ୍ କୋର୍ଟ ଓ ପଲ୍ଲୀଶ୍ରୀ ମେଳା ର ବିଭିନ୍ନ ଷ୍ଟଲ ରେ ଲୋକ ଙ୍କ ଭିଡ ଦେଖିବାକୁ ମିଳିଥିଲା l


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like