-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||     

HOME   ଜିଲ୍ଲା

ପଶ୍ଚିମ ଓଡ଼ିଶା ଲୋକ କଳା ପୁନଃ ଉଦ୍ଧାର ପରିଷଦ ପକ୍ଷରୁ ଜିଲ୍ଲା ସ୍ତରୀୟ ବୈଠକ

02-Feb-2021



ବଲାଙ୍ଗୀର(  ପ୍ରେରଣା ଖବର ) ଟିଟିଲାଗଡ ବ୍ଳକ ଖୋଲାନ ଠାରେ ପଶ୍ଚିମ ଓଡ଼ିଶା ଲୋକ କଳା ପୁନଃ ଉଦ୍ଧାର ପରିଷଦ ର ଏକ ଜିଲ୍ଲା ସ୍ତରୀୟ ସଭାପତି ଅମିଲ ପୁଟେଲ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସ୍ତରରୁ ବ୍ଳକ ଓ ଜିଲ୍ଲା ସ୍ତରରେ କମିଟି ଗଠନ ହୋଇ କିପରି ଲୋକ କଳା ର ପୁନଃ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିବା ସହ ଜିଲ୍ଲା ର ବିଭିନ୍ନ ବ୍ଳକ ଓ  ପଞ୍ଚାୟତ ସ୍ତରୀୟ ସଭାକରିବାପାଇ ନିଷ୍ପତ୍ତି ନିଆଯାଇଥିଲା । ପରିଷଦ ନିତି ନିୟମ ମୂଲ୍ୟାଙ୍କନ ସମିକ୍ଷା ଉପରେ  କଳା ଓ କଲାକାର ଙ୍କ ବିକାଶ ଦିଗରେ ସରକାରଙ୍କ କଲାକାର  ପ୍ରାତ୍ସୋହନ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଯେପରି  ଉପଯୁକ୍ତ ସମସ୍ତ କଲାକାର ଙ୍କୁ ଚିହ୍ନଟ କରିବା ପାଇଁ ପ୍ରତ୍ୟେକ ବ୍ଳକ କମିଟି ଗଠନ କରାଯାଉ ବୋଲି ପାଟଣାଗଡ଼ ବ୍ଳକ ସଂପାଦକ ମିନକେତନ ପ୍ରଧାନ ମତ ବ୍ୟକ୍ତ କରିଥିଲେ । ବ୍ଳକ ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ନୂତନ ଜିଲ୍ଲା ସ୍ତରୀୟ  କାର୍ଯ୍ୟ କାରିଣୀ କମିଟି ଗଠନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଜିଲ୍ଲା ସଭାପତି ଭାବେ  ସୁନାରାମ ପୁଟେଲ ,ଉପ ସଭାପତି ନରେନ୍ଦ୍ର ମେହେର , ସଂପାଦକ ମିନକେତନ ପ୍ରଧାନ , ସହ ସଂପାଦକ ଗୋଲାପ ଜେନା , କୋଷାଧ୍ୟକ୍ଷ ଭକ୍ତବନ୍ଧୁ ମେହେର , ରହିଥିବା ବେଳେ ଉପଦେଷ୍ଟା ଅରୁଣ କୁମାର ବୁଡେକ ,ଓ ମିଟୁ ପାଣିଗ୍ରାହୀ ମନୋନୀତ ହୋଇଥିଲେ । ଏଥିରେ ଜିଲ୍ଲା ର ୧୦  ଗୋଟି ବ୍ଳକ ର ସଭାପତି , ସଂପାଦକ ମାନେ ଯୋଗ ଦେଇଥିଲେ। ଟିଟିଲାଗଡ଼ ବ୍ଳକ ସଭାପତି ଭିବିଷଣ ମାଝୀ , ସଂପାଦକ ଗୋଲାପ ଜେନା , ବଙ୍ଗୋମୁଣ୍ଡା  ସଭାପତି ବେଣୁଧର ପୁଟେଲ, ବ୍ରହ୍ମାନନ୍ଦ ଷଡ଼ଙ୍ଗୀ ,ମୁରିବାହାଲ ସଭାପତି କାନ୍ତ ବର୍ଗତି , ସଂପାଦକ ତିର୍ଥ ଚିରାଗୁନ , ଦେଓଗାଁ ବ୍ଲକ ସଭାପତି ଚେରମେନ ବୁଦ୍ଧିଆ , ସଂପାଦକ ନିସାନ୍ତ କୁମାର ଦାସ , ବଲାଙ୍ଗୀର ବ୍ଳକ ସଭାପତି ସୁଦର୍ଶନ ସାହୁ , ସଂପାଦକ ଶଶିକାନ୍ତ ସାହୁ , ଲୋଇସିଂହା ବ୍ଳକ ସଭାପତି ଅକ୍ଷିଲେଶ୍ଵର ପ୍ରଧାନ , ସଂପାଦକ ରବୀନ୍ଦ୍ର କୁମାର ଗଡତ୍ୟା , ପାଟଣାଗଡ଼ ବ୍ଳକ ସଭାପତି ଡିଲେଶ୍ଵର ମେହେର , ସଂପାଦକ ମିନକେତନ ପ୍ରଧାନ ,ବେଲପଡା ବ୍ଳକ ସଭାପତି ନରେନ୍ଦ୍ର ମେହେର , ସଂପାଦକ ହଜାରୀ ମେହେର , ଖପ୍ରାଖୋଲ ବ୍ଳକ ସଭାପତି ବିନୋଦ ପ୍ରଧାନ , ସଂପାଦକ ସୁନାରାମ ପୁଟେଲ , ତୁରେକେଲା ବ୍ଲକ ସଭାପତି ପୁରନ୍ଦର ପୁଟେଲ , ସଂପାଦକ ଭକ୍ତବନ୍ଧୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।  ସୁନାମ ଧନ୍ୟ କିର୍ତନଗାୟକ ସୁନିଳ କୁମାର ଗୁରୁ ଙ୍କ ସମେତ ଅନ୍ୟ କଲାକାର ମାନେ ଉପସ୍ଥିତ ଥିଲେ । ଗୋଲାପ ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ ମିନକେତନ ପ୍ରଧାନ ସଭାପରିଚାଳନା କରିଥିଲେ । ମନୋନୀତ ନୂତନ ସଭାପତି ସୁନାରାମ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026
  ଜିଲ୍ଲା  
କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   06-Aug-2026

You Might Also Like