-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||     

HOME   ଜିଲ୍ଲା

*ସୁବର୍ଣ୍ଣପୁର ଠାରେ ଡ. ଅଭିଷେକ ମିଶ୍ର ଙ୍କ ସ୍ମୃତିସଭା*- *ଶିକ୍ଷା ବ୍ୟବସ୍ଥା ଓ ସାମାଜିକ ନ୍ୟାୟ ମଧ୍ୟରେ ଭାରସାମ୍ୟ ରହିଲେ ଶିକ୍ଷା ର ଉଦ୍ଦେଶ୍ୟ ସାଧନ ହୋଇ ପାରିବ* - *ହାଇକୋର୍ଟ ବିଚାରପତି*

22-Dec-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ସ୍ଥାନୀୟ ସଂସ୍କୃତିଭବନ ଠାରେ ସୋନପୁର କଲେଜ ର ପୂର୍ବତନ  ଅଧ୍ୟକ୍ଷ  ଡ଼.କେଦାର ମିଶ୍ର ଙ୍କ ସଭାପତିତ୍ବରେ  ଡ. ଅଭିଷେକ ମିଶ୍ର ଙ୍କ ସ୍ମୃତି ସଭା  ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟ ମୂର୍ତ୍ତି ଶଶିକାନ୍ତ ମିଶ୍ର ଯୋଗଦେଇ ସୁବର୍ଣ୍ଣପୁର ସହର ଏକ ଚମତ୍କାର ସହର, ଏଠି ପାଦ ଥାପିଲା ମାତ୍ରେ ଏକ ଆଧ୍ୟାତ୍ମିକ ସ୍ପନ୍ଦନ ରେ ସ୍ପନ୍ଦିତ ହୁଏ ବୋଲି କହିଥିଲେ l  ସଂସ୍କୃତି ଆଧାରିତ ଆମ ଭାରତୀୟ ସମ୍ବିଧାନ, ଏହା ଆମ ଦେଶ ର ଆତ୍ମା, ଏଥିରେ ନିଜସ୍ଵ ସଂସ୍କୃତି ପ୍ରତିଫଳିତ ହୋଇଛି l ଏଣୁ ଯେଉଁ ଶିକ୍ଷା ରେ ସାମାଜିକ ମୂଲ୍ୟବୋଧ ନାହିଁ ସେହି ଶିକ୍ଷା ମୂଲ୍ୟହୀନ ବୋଲି କହିଥିଲେ l ଶିକ୍ଷା ବ୍ୟବସ୍ଥା ଓ ସାମାଜିକ ନ୍ୟାୟ ମଧ୍ୟରେ ଭାରସାମ୍ୟ ରହିବା ଉଚିତ ନ ହେଲେ ଶିକ୍ଷା ର ଉଦ୍ଦେଶ୍ୟ ସାଧନ ହୋଇ ପାରିବ ନାହିଁ ବୋଲି ଜଷ୍ଟିସ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ଃ.ନୃପରାଜ ସାହୁ ଯୋଗଦେଇ ଖୁବ ଅଳ୍ପ ବୟସ  ରେ ଅଭିଷେକ ଜଣେ ବିରଳ ପ୍ରତିଭା ର ଅଧିକାରୀ ହୋଇ ପାରିଥିଲେ ବୋଲି କହି ତାଙ୍କ ମିଲେଟ ମିଶନ ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରି ଆମ ଜିଲ୍ଲା ର ଗୌରବ ଆଣି ଦେଇଛି ବୋଲି କହି ଉପାନ୍ତ ଅଞ୍ଚଳ କୁ ଯାଇ  ସେଠି ଜୀବନ କୁ ଖୋଜିଛି ,ଜୀବନ ଟା କେମିତି ସୁନ୍ଦର ହେବ ପ୍ରାୟସ କରିଛି ବୋଲି କହିଥିଲେ l ରୋଗ ଶଯ୍ୟାରେ ଥାଇ ବି ସେ ଗବେଷଣା କରିଛି ଆର୍ଟିକିଲ ଲେଖିଛି ବୋଲି କହିଥିଲେ l ଓ ସାମ୍ବିଧାନିକ ଧାରା କୁ ସମାଜ ର ସୁରକ୍ଷା ପାଇଁ ସମ୍ମାନ ଦେବା ଜରୁରୀ, ସାମାଜିକ ନ୍ୟାୟ ସ୍ଵୀକୃତି ପାଇଁ ଉପଯୋଗୀ ବୋଲି ଜିଲ୍ଲାପାଳ  ଡ଼. ସାହୁ କହିଥିଲେ l ଟ୍ରଷ୍ଟ ର ଆବାହକ ଆଇନଜୀବୀ ପ୍ରଦୀପ ପୁରୋହିତ ଙ୍କ ସଂଯୋଜନା ରେ ସଭାକାର୍ଯ୍ୟ ପରିଚାଳନା ହୋଇଥିବାବେଳେ ମୁଖ୍ୟ ବକ୍ତା ଭାବରେ ଡଃ. ଜ୍ୟୋତି ରଞ୍ଜନ ବହିଦାର ଯୋଗଦେଇ ସମାଜ ଓ ଶିକ୍ଷା ଅଙ୍ଗା ଅଙ୍ଗି ଭାବେ ଜଡ଼ିତ, କୌଣସି ଛାତ୍ର ମୁର୍ଖ ନୁହେଁ ଛାତ୍ର ର ଅନ୍ତର୍ନିହିତ ଗୁଣ କୁ ଚିହ୍ନିବାକୁ ପଡ଼ିବ ବୋଲି କହିଥିଲେ l ଭୁଷୁଡି ପଡିଥିବା ଶିକ୍ଷା ବ୍ୟବସ୍ଥା କୁ ସଜାଡିବାକୁ ହେଲେ ଶିକ୍ଷକ ମାନଂକୁ ସାମାଜିକ ନ୍ୟାୟ ଦେବା ଉଚିତ ଓ  ଶିକ୍ଷକ ମାନଂକୁ ବର୍ଗି କରଣ କରା ନ ଯାଉ ବୋଲି ଡ଼ଃ ବହିଦାର କହିଥିଲେ l  ଡ଼.କେଦାର ନାଥ ମିଶ୍ର ସଭାପତିତ୍ବ ଭାଷଣ ରେ କହିଥିଲେ ଯେ ସାମାଜିକ ବର୍ଗି କରଣ ପାଇଁ ଆର୍ଥିକ ମାନଦଣ୍ଡ ଆବଶ୍ୟକ , ତାହେଲେ ଯାଇ ଅଧିକାଂଶ ଲୋକେ ଜାତୀୟ ମୁଖ୍ୟ ସ୍ରୋତ ରେ ସାମିଲ୍ ହୋଈ ପାରିବେ ବୋଲି କହି ଯୋଗ୍ୟତା ମାନଦଣ୍ଡ ସବୁ ବର୍ଗ ପାଇଁ ସମାନ ହେବା ଉଚିତ ବୋଲି ଟ୍ରଷ୍ଟ  ସଭାପତି ଡ଼. ମିଶ୍ର ପ୍ରକାଶ କରିଥିଲେ l 
ଡ଼. ଅଭିଷେକ ମିଶ୍ର ଟ୍ରଷ୍ଟ ର ସମ୍ପାଦକ ବରିଷ୍ଠ ଆଇନଜୀବୀ ଗୈାରୀଶ୍ୟାମ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ଜିଲ୍ଲା ନ୍ୟାୟାଳୟ ର ସମସ୍ତ ବିଚାରପତି ବୃନ୍ଦ ଓ କର୍ମଚାରୀ ଙ୍କ ସହ ସହର ତଥା ଜିଲ୍ଲା ର ଶହ ଶହ ବୁଦ୍ଧିଜୀବି, ସଚେତନ ନାଗରିକ, ବରିଷ୍ଠ ନାଗରିକ, ପ୍ରଧ୍ୟାପକ , ଶିକ୍ଷକ, ଶିକ୍ଷୟିତ୍ରୀ , କଲେଜ ଛାତ୍ର ଛାତ୍ରୀ, ମିଡିଆ ଏହି ଉତ୍ସବ ରେ ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026

You Might Also Like