-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ସମ୍ମାନିତ ହେଲେ ଝାରବନ୍ଧ ଉ ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ |

16-Dec-2025



ସିନାପାଲି (ଚିନ୍ତାମଣି ନେତାମ ) ରାଜ୍ୟ ସରକାରଙ୍କର "ଆସ ସ୍କୁଲ ଯିବା ଅଭିଯାନ "ଏକ ମହତ୍ୱପୂର୍ଣ ଯୋଜନା,ରାଜ୍ୟ ରେ ଅଧାରୁ ପାଠ ପଢି ଛାଡ଼ିଥିବା ପିଲାଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ପାଠପଢାଇବା ଏକ ଆମୋଘ ଅସ୍ତ୍ର ପାଲଟିଛି  l  ଶିକ୍ଷା ର ମହତ୍ୱକୁ ଊପଲବ୍ଧି କରି ଶିକ୍ଷିତ ହେବା, ନିଜ ଜୀବନ ଚରିତାର୍ଥ କରିବା  ଏବଂ ଜୀବନର ଲକ୍ଷ ପୂରଣ ନିମନ୍ତେ ଶିକ୍ଷା ହିଁ ଚାବିକାଠି ଅଟେ l ଶିକ୍ଷା ବିନା ମଣିଷର ସ୍ଥିତି, ଗତି ଓ ଉନ୍ନତି ଅସମ୍ଭବ ଅଟେ  l ଏହି କ୍ରମରେ ଶିକ୍ଷାନୁଷ୍ଠାନ ରୁ ବିଛିନ୍ନ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ର  ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ  ଅନ୍ତର୍ଗତ କୁଳିଆଡ଼ଙ୍ଗରୀ କ୍ଲଷ୍ଟର ର  ଝାରବନ୍ଧ ଉ :ପ୍ରା ବିଦ୍ୟାଳୟ ନେଇଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ  l ସ୍ଥାନୀୟ ସି ଆର ସି ସି ଶ୍ରୀଯୁକ୍ତ ଜଗଦିଶ ତାଣ୍ଡିଙ୍କ ଆହ୍ୱାନ କ୍ରମେ ଓ ଏସ ଏମ ସି ଙ୍କ ସହଯୋଗରେ ପ୍ରଧାନ ଶିକ୍ଷକ  ନେଇଛନ୍ତି  ନେତୃତ୍ୱ l ବିଦ୍ୟାଳୟର  ସମସ୍ତ ସହ ଶିକ୍ଷକ ଙ୍କ ଉଦ୍ୟମ ଓ ଅନବରତ ପ୍ରଚେଷ୍ଟା ବଳରେ ଅଧାରୁ ପାଠ ପଢି ଛାଡି ଥିବା ଶିକ୍ଷାର୍ଥୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଘରକୁ ଘର ବୁଲି ସଚେତନା କରିଥିଲେ  l ଏହି କାର୍ଯ୍ୟକ୍ରମ ରେ  ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ଦୁରିଆ,ସହ ଶିକ୍ଷକ ଶ୍ରୀଯୁକ୍ତ ଥବିର ମୋହନ ପ୍ରଧାନ,ଶ୍ରୀଯୁକ୍ତ ଡୋଳାମଣି ସେଠି,ଶ୍ରୀଯୁକ୍ତ ତେଜରାଜ ନାଏକ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ  l  ତନ୍ମମଧ୍ୟରୁ ୪ ଜଣ ଶିକ୍ଷାର୍ଥୀଙ୍କୁ ଗମ୍ଭାରୀଗୁଡା  ହାଇସ୍କୁଲ ରେ, ୨ ଜଣ ଛାତ୍ରଙ୍କୁ ସିଙ୍ଗଝର ହାଇଗର ସେକେଣ୍ଡାରୀ ସ୍କୁଲ ରେ,ଆଉ ଦୁଇଜଣ ଛାତ୍ରଛାତ୍ରୀ ଙ୍କୁ ନାମ ଲେଖାଇଲେ  l ଏସ ଆଈ ଓ ଏସ ରେ ଆଉ ଦୁଇଜଣଙ୍କୁ ନାମ ଲେଖାଇବାକୁ ପ୍ରୟାସ କରୁଛନ୍ତି  l ସୂଚନା ଥାଉ କି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ଦୁରିଆ ଘରକୁ ଯାଇ ଯାଇ ପିଲାଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ l ସେମାନଙ୍କୁ ଶିକ୍ଷା ର ମହତ୍ୱ ବିଷୟରେ ବୁଝାଇ ଥିଲେ  l ତନ୍ମ ମଧ୍ୟରୁ ୨ ଜଣ ଅଭିଭାବକ ଅନିଚ୍ଛା ପ୍ରକାଶ କରିଥିଲେ  l ପ୍ରଧାନ ଶିକ୍ଷକ ଆର୍ଥିକ ଅବସ୍ଥା ସ୍ଵଛଳ ନ ଥିବା ଜାଣିବାକୁ ପାଇଲେ  l ସେତେବେଳେ  ସେହି ଦୁଇଜଣ ଅଭିଭାବକ ଓ ଛାତ୍ରକୁ ନିଜ ଖର୍ଚ୍ଚ ରେ  ଏଡମିସନ କରିବାକୁ ପ୍ରତିଶୃତି ଦେଇଥିଲେ  l ସମୟ କ୍ରମେ ପ୍ରତିଶୃତି ମୁତାବକ ପ୍ରଧାନ ଶିକ୍ଷକ ନିଜ ଖର୍ଚ୍ଚ ରେ ଜାତି ଗତ, ସ୍ଥାନୀୟ ବାସିନ୍ଦା ଓ ଆୟ ପ୍ରମାଣପତ୍ର ମଧ୍ୟ ବାହାର କରିଥିଲେ l  ଏପରି କି ଅନଲାଇନ ଓ ସମସ୍ତ କାଗଜାତ ଯୋଗାଡ଼ କରି ଦୁଇ ଜଣ ଛାତ୍ରଙ୍କୁ ନିଜେ ସାଙ୍ଗରେ ନେଇଥିଲେ l ଛାତ୍ର ଶ୍ରୀ ଦୁର୍ଗେଶ୍ୱର ସା, ପିତା - ଶ୍ରୀ ଉଗ୍ରେସନ ସା ଏବଂ ଶ୍ରୀ ପ୍ରଭୁଲାଲ ବାଗ,ପିତା- ମଣ୍ଟୁ ବାଗ କୁ ସାଥିରେ ନେଇ ଅକ୍ଟୋବର ୨୫ ତାରିଖ ସ୍ଥାନୀୟ  ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିଙ୍ଗଝର ରେ ନିଜ ଖର୍ଚ୍ଚ ରେ ଏଡମିସନ କରାଇଥିଲେ  l ପ୍ରଧାନ ଶିକ୍ଷକ ସେହି ଦୁଇଜଣ ଛାତ୍ର ଙ୍କ  ମୁହଁରେ ହସ ଦେଖି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି  l ପ୍ରକାଶ ଥାଉ କି  ଗାଁ ର ଅନ୍ୟତମ ଛାତ୍ର ଶ୍ରୀ ରୋହିତ କୁମାର ନାଗ କୁ ମଧ୍ୟ ସଚେତନ କରି ଆଈ ଟି ଆଈ  କଲେଜ ବାଦୀ ( ଖଡ଼ିଆଳ ) ରେ ଏଡମିସନ ପାଇଁ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l ଝାରବନ୍ଧ ଗାଁ ରେ କେହି ଯେ ପରି ଅଧାରୁ ପାଠ ଛାଡ଼ିବେ ନାହିଁ ସେଥିପାଇଁ ପ୍ରୟାସ ଜାରିରହିବ ବୋଲି ପ୍ରଧାନ ଶିକ୍ଷକଙ୍କ ଏଭଳି ପଦକ୍ଷେପ କୁ ପ୍ରଶଂସା କରି ନୂଆପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୂଦନ ଦାସ, ଡି, ଇ, ଓ, ନୂଆପଡା, ସିନାପାଲି ଵି ଇ ଓ ଙ୍କ  ଉପସ୍ଥିତ ରେ    ସୁରଭି କାର୍ଯ୍ୟକ୍ରମ ରେ  ସମ୍ମାନିତ  କରାଗଲା ଓ   ଏହି କାର୍ଯ୍ୟକ୍ରମ ରେ ପଂଚାୟତ ସମିତି ଉପାଧ୍ୟକ୍ଷା  ଶ୍ରୀମତୀ ମିନା ଘିଭେଲା, ସିନାପାଲି କଲେଜ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ  କନକ ବର୍ଦ୍ଧନ ସାହୁ ଓ  ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ  ପ୍ରସନ୍ନ ମାଝୀ  ଉପସ୍ଥିତ ଥିଲେ  l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like