-+91-9937148622 |

prerana_bgr@rediffmail.com |

  Sunday 21st June 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ବ୍ଲକ ରେ 12 ତମ ବିଶ୍ୱ ଯୋଗ ଦିବସ ମହା ସମରୋହରେ ପାଳିତ   (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ    (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଥିଲା   (21-Jun-2026)       ||      ଗଣ୍ତାବାହାଲିଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      *ସୁବର୍ଣ୍ଣପୁର ଠାରେ ବିଶ୍ଵ ଯୋଗ ଦିବସ ପାଳନ*- *ମଣିଷ ର ପ୍ରକୃତ ବନ୍ଧୁ ହେଉଛି ଶରୀର*- *ମୁଖ୍ୟ ଅତିଥି*-   (21-Jun-2026)       ||      ଦହ୍ୟା ଜୀବନ ବିକାଶ ଡିଗ୍ରୀ କଲେଜ ରେ ବିଶ୍ୱ ଯୋଗ ଦିବସ ପାଳନ -   (21-Jun-2026)       ||      ପ୍ରଶାସନ ର ଦୃଷ୍ଟି ପଡ଼ୁ   (21-Jun-2026)       ||      ପୁରୁଣାପାଣି ଶୀତଳ ଷଷ୍ଠୀ ଜଳନ୍ଧର ଦରବାର ଉଦ୍‌ଯାପିତ♦️ ଉତ୍ସବ ମାଧ୍ୟମରେ ଶାନ୍ତି, ମୈତ୍ରୀ ଓ ପ୍ରଗତି ର ବାର୍ତ୍ତାର ହେବ ପ୍ରସାର- ନରସିଂହ   (21-Jun-2026)       ||      ପାଳସାହି ରେ ଅlନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ସତ୍ୟ ସାଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ♦️୩୭ ୟୁନିଟ ରକ୍ତ ସଂଗୃହୀତ    (21-Jun-2026)       ||      ବିନିକା:ସୁସ୍ଥ ଜୀବନ ପାଇଁ ଯୋଗ କଲେ ଶତାଧିକ ଲୋକ।                (21-Jun-2026)       ||      ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଂଘ ୨୭ ତମ ବାର୍ଷିକ ଉତ୍ସବ    (21-Jun-2026)       ||      ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ ବାର୍ତ୍ତା ନେଇ ଯୋଗ ଦିବସ ପାଳିତ    (21-Jun-2026)       ||      ମାୟାବର୍ହା ହାଇସ୍କୁଲ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ   (21-Jun-2026)       ||      ବରପାଲିର ମହାନ ପୌରାଣିକ ଶୀତଲଷଷ୍ଠୀ ଉପଲକ୍ଷେ ଭୋଗ ବଣ୍ଟନ   (21-Jun-2026)       ||      ପ୍ରଖ୍ୟାତ ଓଡ଼ିଶୀ ନ୍ୟୁତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ମାତୃ ବିୟୋଗ    (21-Jun-2026)       ||      ପତଞ୍ଜଳି ପରିବାର ବୁର୍ଡା ଆନୁକୁଲ୍ୟ ରେ 12 ତମ ବିଶ୍ୱ ଯୋଗ ଦିବସ ଅନୁଷ୍ଠିତ   (21-Jun-2026)       ||      ବଲାଙ୍ଗିରରେ ଆଡମ୍ବର ସହକାରେ ପାଳିତ ହେଲା ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ   (21-Jun-2026)       ||      କଟକ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ର ସାଲେଭଟା ପଂଚାୟତ ରେ ହିତାଧିକାରୀ ଙ୍କ ସମ୍ମିଳନୀ ଅନୁଷ୍ଠିତ    (21-Jun-2026)       ||     

HOME   ଜିଲ୍ଲା

ବ୍ଲକ ସ୍ତରୀୟ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା: "ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ସକାରାତ୍ମକ ପରିବେଶ ସମାଜର ପ୍ରତ୍ୟେକ ଲୋକଙ୍କର ଦାୟିତ୍ୱ"

01-Dec-2025



ବଲାଙ୍ଗୀର(ପ୍ରେରଣା ଖବର):ସମଗ୍ର ଶିକ୍ଷା ବଲାଙ୍ଗୀର ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ପିପି ଏକାଡେମୀ ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ବ୍ଲକ ସ୍ତରୀୟ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ସମାରୋହ-୨୦୨୫ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ, ମୁଖ୍ୟ ବକ୍ତା ଭାବେ ପି ପି ଏକାଡେମୀର ପ୍ରଧାନ ଶିକ୍ଷକ ଦ୍ଵିତୀ ରଞ୍ଜନ ମହାଲିଙ୍ଗ,ସମ୍ମାନୀତ ଅତିଥି ରୂପେ ଏବିଇଓ ସନ୍ଧ୍ୟାରାଣୀ ଧରୁଆ ମଞ୍ଚାସୀନ ଥିଲେ।ମୁଖ୍ୟ ଅତିଥି ଶ୍ରୀ ପଟେଲ ନିଜ ବକ୍ତବ୍ୟରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି କେବଳ ବିଦ୍ୟାଳୟ କିମ୍ବା ପରିବାରର ନୁହେଁ ସମାଜର ପ୍ରତ୍ୟେକ ଲୋକଙ୍କର ଦାୟିତ୍ୱ।

ସମାଜ ଯଦି ସେମାନଙ୍କ ପାଇଁ ସୁଯୋଗ,ସ୍ୱୀକୃତି ଓ ସମ୍ମାନ ଦେଉଛି ତେବେ ପ୍ରତ୍ୟେକ ଦିବ୍ୟାଙ୍ଗ ଶିଶୁ ସଫଳତା,ସ୍ୱାଭିମାନ ଓ ସମ୍ପୂର୍ଣ୍ଣତା ର ଶିଢ଼ି ଚଢି ପାରିବେ ବୋଲି କହିଥିଲେ।ଏହି ଅବସର ରେ ଆୟୋଜିତ ଜୁନିଅର ବିଭାଗ ର ସଂଗୀତ ପ୍ରତିଯୋଗିତାରେ ପ୍ରଥମ ବବିତା ତ୍ରିପାଠୀ,ଦ୍ଵିତୀୟ ଶିଳ୍ପୀ ସାହୁ ଏବଂ ତୃତୀୟ ପ୍ରାଚୀ ନାଏକ,ମ୍ୟୁଜିକ ଚେୟାରରେ ପ୍ରଥମ ସୁମନ୍ତ ବେହେରା, ଦ୍ଵିତୀୟ ଶିବ ରାଉତ,ତୃତୀୟ ଅଲିଶା ବାରିକ, ବକ୍ତୃତା ରେ ପ୍ରଥମ ପ୍ରାଚୀ ସ୍ୱାଇଁ, ଦ୍ଵିତୀୟ ଖୁସି ବାଗ,ତୃତୀୟ ହେମନ୍ତ ପଧାନ,ଚାମଚ ଦୌଡ ପ୍ରତିଯୋଗିତାରେ ପ୍ରଥମ ରିତେଶ ବନଗୁଲା,ଦ୍ଵିତୀୟ ଆରୁଷି ପଟେଲ,ତୃତୀୟ ସ୍ଥାନ ଅଧିକାର କରିଥିଲେ ନିକିତା ମହାକୁର । ସିନିଅର ବିଭାଗର ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ଆରାଧ୍ୟା ବିଶି, ଦ୍ଵିତୀୟ ମୀରା ସାହୁ,ତୃତୀୟ ଅଙ୍କିତା ସୁନା ସେହିପରି ସଂଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଵାତି ବରାଡ଼,ଦ୍ଵିତୀୟ ଗୀତାଞ୍ଜଳି ଦୀପ, ତୃତୀୟ ଏସ.ବି ସାଇନି,ଚାମଚ ଦୌଡ ପ୍ରତିଯୋଗିତା ରେ ପ୍ରଥମ ଜ୍ୟୋତିର୍ମୟୀ ଗଡତ୍ୟା,ଦ୍ଵିତୀୟ ବୈଷ୍ଣବ ଷାଣ୍ଢ, ମ୍ୟୁଜିକ ଚେୟାର ରେ ପ୍ରଥମ ଅର୍ଚ୍ଚିତା ପଟେଲ, ଦ୍ଵିତୀୟ ସୋମନାଥ ତାଣ୍ଡି ଏବଂ ତୃତୀୟ ସ୍ଥାନ ସିଦ୍ଧି ମାଝୀ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ର ସଂଯୋଜନା ଶିକ୍ଷକ ମହାଦେବ ମେଶ୍ଵା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ସିଆରସିସି ହେମନ୍ତ ବେହେରା। ବ୍ଲକ ସାଧନକର୍ମୀ ସୁନିତ୍ରୀ ମିଶ୍ର ଓ ଗୋମତୀ ସାହୁ ସମସ୍ତ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗୀର ପୌରାଞ୍ଚଳ ତଥା ସଦର ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ତାଙ୍କ ଅଭିଭାବକ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ସିଆରସିସି ଗିରିଶ ରାମ ବେହେରା,ସନ୍ତୋଷ ସାହୁ,କବିତା ରାଣୀ ମିଶ୍ର,ମାନସ ମିଶ୍ର,ସୁଶ୍ରୀ ଶୁଭସ୍ମିତା ମାହାଣା,ସବ୍ୟସାଚୀ ଦାଶ,ଉମେଶ ନାଏକ,ବେଣୁଧର ମାଝୀ, ହେମନ୍ତ ବେହେରା, ବିନାୟକ ପଟେଲ, ଡୋଳାମଣି ଭୋଇ, ଅନିଲ ବରିହା,ଶେଖ ଅବଦୁଲ ଆଲାମ,ଶିକ୍ଷକ ସୁନୀଲ ମେହେର, ସତ୍ୟାନନ୍ଦବିଶ୍ୱାଳ, ରାଜକୁମାର ରଣା,ଶିକ୍ଷୟତ୍ରୀ ଗୀତାଞ୍ଜଳି ମେହେର,ସସ୍ମିତା ତ୍ରିପାଠୀ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ବ୍ଲକ ରେ 12 ତମ ବିଶ୍ୱ ଯୋଗ ଦିବସ ମହା ସମରୋହରେ ପାଳିତ   21-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ   21-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଥିଲା   21-Jun-2026
  ଜିଲ୍ଲା  
ଗଣ୍ତାବାହାଲିଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ବିଶ୍ଵ ଯୋଗ ଦିବସ ପାଳନ*- *ମଣିଷ ର ପ୍ରକୃତ ବନ୍ଧୁ ହେଉଛି ଶରୀର*- *ମୁଖ୍ୟ ଅତିଥି*-   21-Jun-2026
  ଜିଲ୍ଲା  
ଦହ୍ୟା ଜୀବନ ବିକାଶ ଡିଗ୍ରୀ କଲେଜ ରେ ବିଶ୍ୱ ଯୋଗ ଦିବସ ପାଳନ -   21-Jun-2026
  ଜିଲ୍ଲା  
ପ୍ରଶାସନ ର ଦୃଷ୍ଟି ପଡ଼ୁ   21-Jun-2026
  ଜିଲ୍ଲା  
ପୁରୁଣାପାଣି ଶୀତଳ ଷଷ୍ଠୀ ଜଳନ୍ଧର ଦରବାର ଉଦ୍‌ଯାପିତ♦️ ଉତ୍ସବ ମାଧ୍ୟମରେ ଶାନ୍ତି, ମୈତ୍ରୀ ଓ ପ୍ରଗତି ର ବାର୍ତ୍ତାର ହେବ ପ୍ରସାର- ନରସିଂହ   21-Jun-2026
  ଜିଲ୍ଲା  
ପାଳସାହି ରେ ଅlନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ସତ୍ୟ ସାଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ♦️୩୭ ୟୁନିଟ ରକ୍ତ ସଂଗୃହୀତ   21-Jun-2026
  ଜିଲ୍ଲା  
ବିନିକା:ସୁସ୍ଥ ଜୀବନ ପାଇଁ ଯୋଗ କଲେ ଶତାଧିକ ଲୋକ।                21-Jun-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଂଘ ୨୭ ତମ ବାର୍ଷିକ ଉତ୍ସବ   21-Jun-2026

You Might Also Like