-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
13-Nov-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ବ୍ଲକ ରାମପୁର ତହସିଲ ଅନ୍ତର୍ଗତ ପଣ୍ଡକିଟାଲ ଚାରିଛକ ରେ ଜବଦଖଲ ଉଛେଦ। ପ୍ରଶାସନ ପକ୍ଷରୁ ପଣ୍ଡକୀଟାଲ ଛକ ଠାରେ ରାସ୍ତା ପ୍ରସସ୍ଥି କରଣ ଯୋଗୁଁ କେନାଲ ଏକୁଆର ଜାଗାରେ ବେଆଇ ଭାବେ ଘର, ଦୁକାନ କରିଥିବା ଜାଗା କୁ ପ୍ରଶାସନ ପକ୍ଷରୁ ଜେ ସି ବି ସାହାଯ୍ୟ ରେ ଭଙ୍ଗା ଯାଉଛି। ଭାଙ୍ଗ ଯାଉଥିବା ସ୍ଥାନ ରେ ରାମପୁର
ମାଜିଷ୍ଟ୍ରେଟ ତଥା ପୋଲିସ ଫୋର୍ସ ଉପସ୍ଥିତ ରେ ଜବରଦଖ ଉଛେଦ କରଣ ଶାନ୍ତି ଶୃଙ୍ଖଳା ସହିତ ସମ୍ପର୍ଣ ହୋଇଥିଲା।
ଏଥିରେ ଅନେକ ଗରିବ ଲୋକଙ୍କ ର ଘର, ଦୁକାନ ଭଙ୍ଗା ଯିବାରୁ ବର୍ତମାନ ଅଧିକ ଶୀତ ଯୋଗୁଁ ଲୋକେ କେଉଁଠି ରହିବେ ତାର ପ୍ରଶାସନ ପକ୍ଷରୁ ଉପଯୁକ୍ତ ବ୍ୟବସ୍ଥା କରାଯିବା ପାଇଁ ସ୍ଥାନୀୟ ରେ ଦାବି ହେଉଛି।