-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଦୁଇଦିନିଆ ପଶ୍ଚିମ ଓଡ଼ିଶା ଚେସ୍ ଚାମ୍ପିୟନସିପ୍

10-Nov-2025



ବଲାଙ୍ଗିରରେ ରଣଭୂମି ହେଲା ବିଦ୍ୟା ଓ ବୁଦ୍ଧିର ଖେଳ

ବଲାଙ୍ଗିର(ପ୍ରେରଣା ଖବର): ସ୍ଥାନୀୟ  ଟାଉନ୍ ବାଳିକା ବିଦ୍ୟାଳୟ , ବଲାଙ୍ଗିର ମଧ୍ୟରେ ଚଳିତ ବର୍ଷ ର ପଶ୍ଚିମ ଓଡିଶା ଓପନ ଚେସ ଚମ୍ପିୟାନସିପ ୨୦୨୫ ର  ବଲାଙ୍ଗିର ଜିଲ୍ଲା ଚେସ ମହାସଂଘ(ଡ଼ି. ସି. ସି. ବି) ଓ ଓଡିଶା ଚେସ ମହାସଂଘ( AOCA) ର ନିୟନ୍ତ୍ରଣ ଓ ନେସନାଲ ପିସ ୟୁନିସନ(ଭାରତ) ର ସହଯୋଗ କ୍ରମେ ସମାପନ ହୋଇ ଯାଇଛି 

ଉକ୍ତ ଚମ୍ପିୟାନସିପ ର ଉଦଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରା ତାଙ୍କ ବକ୍ତବ୍ୟରେ ଚେସ୍ ଖେଳର ଶିକ୍ଷା ଓ ମନୋନିବେଶର ଭୂମିକା ବିଷୟରେ ଗୁରୁତ୍ୱ ଦେଇଥିଲେ ଓ “ଚେସ୍ ହେଉଛି ମନ ଓ ମଧ୍ୟମାନବ ମଧ୍ୟରେ ଯୁଦ୍ଧ — ଯେଉଁଠି ଯୁକ୍ତି, ଧୈର୍ଯ୍ୟ ଓ ଯୋଜନା ସବୁଠାରୁ ବଡ଼ ଅସ୍ତ୍ର।”ବୋଲି କହିଥିବା ବେଳେ   ପିସ୍ ୟୁନିସନ୍  ର ନିର୍ଦ୍ଦେଶକ ସତ୍ୟରଞ୍ଜନ ମିଶ୍ର ଚେସ ଖେଳ ର ସାମ୍ପ୍ରସାରଣ ଓ ଏହାକୁ ସୁଦୂର ପ୍ରସାରି କରିବା ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଥିଲେ l ସେହିପରି ପ୍ରାରମ୍ଭିକ ଉଦ୍ଘାଟନୀ ଉତ୍ସବ ରେ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ରନାଥ ମିଶ୍ର, ପ୍ରିୟବ୍ରତ ପଣ୍ଡା, ସଚିବ, (DCAB) ବଲାଙ୍ଗିର, ଅଶିଷ ରଥ, ଡିରେକ୍ଟର, (ABLY INFOSYS) ଡା. ଏସ.ଏସ. ଦାଶ, ପ୍ରାଧ୍ୟାପକ (ସରକାରୀ ଇଞ୍ଜିନିୟରିଂ କଲେଜ୍) ଭବାନୀପାଟଣା ଇତ୍ୟାଦି ଯୋଗଦାନ କରି ଚେସ ଖେଳ ର ଉପାଦେୟତା ଓ ଏହାକୁ ଆହୁରି ଲୋକାଭିମୁଖୀ କରିବା ଉପରେ ବକ୍ତବ୍ୟ ଉପସ୍ଥାପନା କରିଥିଲେ l ଉପରୋକ୍ତ ଚେସ ଚମ୍ପିୟାନସିପ ରେ ପଶ୍ଚିମ ଓଡିଶାର   ୧୭୪ ଜଣ ପ୍ରତିଯୋଗୀ ଯୋଗଦାନ କରିଥିବା ବେଳେ ଆଇ ଏ ଭବେଶ ମହାନ୍ତି, ମୁଖ୍ୟ ଆର୍ବିଟର ସଂଯୋଜନା ଓ ପରିଚାଳନା: ଭଜମନ ସାହୁ ଓ ସହ ସଂଯୋଜିକା ବସୁନ୍ଧରା ପଣ୍ଡାଙ୍କ ନେନେତୃତ୍ୱରେ ଚେସ୍ ଟୁର୍ଣ୍ଣାମେଣ୍ଟ   ସମ୍ପନ୍ନ ହୋଇଥିଲା।

ଉକ୍ତ ପ୍ରତିଯୋଗିତା ରେ ଅନେକ ନୂଆ ମୁହଁ ଚେସ୍ ଜଗତରେ ଆସିବାର ଆଶା ଜନ୍ମ ନେଇ, ପଶ୍ଚିମ ଓଡିଶା ରେ ଏହି ବଲାଙ୍ଗିର ପ୍ରତିଯୋଗିତା ରେ ତନ୍ମମଧ୍ୟରୁ ମୁଖ୍ୟ ବର୍ଗର ବିଜେତାମାନେ ବିନୋଜ ବିମନ ପଧାନ, ଚାମ୍ପିୟନ,( କ) ପ୍ରଥମ ଗୋରେଖ ସାହୁ ରନର୍ସ ଅପ୍, ଏନ.ଏନ. ବେହେରା (ତୃତୀୟ)

ବିରଞ୍ଚି କୁମାର ସାହୁ (ଚତୁର୍ଥ) ମଧୁସୂଦନ ସାହୁ (ପଞ୍ଚମ) ସ୍ଥାନ ଅଧିକାର କରି ମୋଟ ନଗଦ ଏକ ଲକ୍ଷ ଆର୍ଥିକ ରାଶି ଜିଣି ଥିଲେ l ସମାପନ ସମାରୋହରେ କରୁଣାକର ପାତ୍ର, ବିଘ୍ନେଶ୍ୱର ଯୋଶୀ ସହ ୧୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଚେସ୍ ଓ ସମାଜସେବା ରେ ଅବଦାନ ପାଇଁ ସମ୍ମାନିତ କରା ଯାଇଥିଲା ।ଉକ୍ତ ପ୍ରତିଯୋଗିତା ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି,  ସତ୍ୟ ରଞ୍ଜନ ପଟ୍ଟନାୟକ(ଅଧ୍ୟକ୍ଷ) ଓଡିଶା ଓପନ ଚେସ ମହାସଂଘ (AOCA) ଯୋଗଦାନ କରିଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like