-+91-9937148622 |

prerana_bgr@rediffmail.com |

  Wednesday 17th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଲ ଷଷ୍ଠୀ ଯାତ୍ରା ଉପଲକ୍ଷେ ପୋଲିସ ତରଫରୁ ଫ୍ଲାଗମାର୍ଚ   (17-Jun-2026)       ||      କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବଲାଙ୍ଗୀର ର ଝିଅ କଳ୍ପନା ଙ୍କୁ ଜୁନିୟର ଫେଲୋସିପ୍    (17-Jun-2026)       ||      +୨ପରୀକ୍ଷାରେ ୫ଠଠରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲା  ଡିଏନ୍‌ଏ ହାୟର ସେକେଣ୍ଡେରୀ ସ୍କୁଲ   (17-Jun-2026)       ||      ଦୀର୍ଘଦିନ ଧରି ୱାଟକୋ ପାଣି ପାଇପ୍ ଫାଟି କଟକ-ପାରାଦୀପ ରାସ୍ତା ଭାସୁଛି।ମାସେହେଲାଣି ଅଭିଯୋଗ ।ପଚାରିଲେ କୁହନ୍ତି କେଉଁଠି ପାଣି ବାହାରୁଛି ଆମେ ଜାଣିପାରୁନୁ।   (17-Jun-2026)       ||      ବକଟି ପଂଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (16-Jun-2026)       ||      ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ   (16-Jun-2026)       ||      ବରପାଲି ଶିବବିବାହତ୍ସବରେ କନ୍ୟା ଆନ୍ବେଷଣ ପର୍ବ ପତର ପେଣ୍ଡୀ ସମାପନ   (16-Jun-2026)       ||      *ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ସଚେତନତା ରଥ ଉଦଘାଟିତ*   (16-Jun-2026)       ||      ଜାତୀୟ ସ୍ତରରେ ନିଷ୍ପା ପରିବାର ସମ୍ବର୍ଦ୍ଧିତ, ରକ୍ତ ସଞ୍ଚାର ସେବା ଯୋଗୁଁ ଅହମଦାବାଦ ରେ ସମ୍ବର୍ଦ୍ଧିତ    (16-Jun-2026)       ||      ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାର ରୁ ବାହାରିଲେ ୧୦୮ ତୋଳା ର ସୁନା ନାଗ ମୁର୍ତ୍ତୀ   (16-Jun-2026)       ||      ଏସ୍.ଏନ.କ୍ଲାସେସ ର ବର୍ଣ୍ଣାଢ଼୍ୟ ଉତ୍ସବ ପାଳିତ    (16-Jun-2026)       ||      ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଂଘର ୨୭ତମ ବାର୍ଷିକ ଉତ୍ସବ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ    (16-Jun-2026)       ||      ଜାଇକା ପାଇପ୍ ଫାଟି ଘୁଅ,ମୁତ ମଇଳା ପାଣି ମିଶୁଛି ତାଳଦଣ୍ଡା କେନାଲରେ    (16-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ    (16-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ମହୋତ୍ସବର ଶୁଭାରମ୍ଭ, ପାର୍ବତୀ ମଣ୍ଡପକୁ ନଟରାଜ ଦେବଙ୍କ ଆନୟନ,   (16-Jun-2026)       ||      ନିଷ୍ଠା ପରିବାରର ୧୭ତମ ପ୍ରତିଷ୍ଠା ଦିବସ ଓ ବିଶ୍ୱ ରକ୍ତଦାତା ଦିବସ ଅବସରରେ ୬୨ ୟୁନିଟ୍ ରକ୍ତ ସଂଗୃହୀତ   (16-Jun-2026)       ||      *ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀର ସାଧାରଣ ବୈଠକ*   (16-Jun-2026)       ||      କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଆଦିବାସୀଙ୍କୁ ଅପଶବ୍ଦ ପ୍ରୟୋଗକୁ ବିରୋଧ କରି ବଙ୍ଗୋମୁଣ୍ଡା ଥାନାରେ ଏତଲା    (15-Jun-2026)       ||      ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା   (15-Jun-2026)       ||      ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଚାଳକ ଗିରଫ    (15-Jun-2026)       ||     

HOME   ଜିଲ୍ଲା

କଠିନ ବର୍ଜ୍ୟ ବସ୍ତୁ ପରିଚାଳନାରେ ବଲାଙ୍ଗିର ପୌର ପରିଷଦ ର ଆଉ ଏକ ପାଦ

06-Nov-2025



ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗିର  ପୌର ପରିଷଦ କାର୍ଯ୍ଯାଳୟ ତରଫରୁ ଘର ଘର ବୁଲି କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରିବାପାଇଁ ନୂତନ ଭାବରେ ୨୫  ଗୋଟି  ବର୍ଜ୍ୟ ବସ୍ତୁ ସଂଗ୍ରହ ଗାଡି ର ଶୁଭାରମ୍ଭ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଙ୍କ ଦ୍ଵାରା ହୋଇଯାଇଅଛି ।ଏହି ଅବସରରେ ରେ ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଏବଂ  ପୌର କର୍ମଚାରୀ  ଉପସ୍ଥିତ ଥିଲେ । 

ସହରର ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କଠିନ ବର୍ଜ୍ୟବସ୍ତୁ ମଧ୍ୟ ତା ସହିତ ବୃଦ୍ଧି ପାଉଅଛି । ଏହି ବର୍ଦ୍ଧିତ କଠିନ ବର୍ଜ୍ୟବସ୍ତୁ ର ସୁପରିଚାଳନା ପାଇଁ  ଅଧିକ ୨୫ ଗୋଟି LCV   (ବର୍ଜ୍ୟବସ୍ତୁ ସଂଗ୍ରହ ଯାନ) ପରିଷଦ ତରଫରୁ ନିୟୋଜିତ କରଯାଇଅଛି ।  ନିଜସ୍ଵ ଗୃହରୁ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ରୁ ନିର୍ଗତ ହେଉଥିବା ଓଦା ଓ ଶୁଖିଲା ବର୍ଜ୍ୟ ବସ୍ତୁ କୁ ଅଲଗା ଅଲଗା କରି ପରିଷଦ ତରଫରୁ ନିୟୋଜିତ ଆବର୍ଜନା ସଂଗ୍ରହ ଗାଡି ରେ ଦେବା ପାଇଁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସମସ୍ତ ବଲାଙ୍ଗିର ବାସୀ ଙ୍କୁ ଅନୁରୋଧ କରି ସହର କୁ  ସ୍ଵଚ୍ଛ ଓ ସୁନ୍ଦର କରିବାରେ ସହଯୋଗ  କରିବାକୁ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଲ ଷଷ୍ଠୀ ଯାତ୍ରା ଉପଲକ୍ଷେ ପୋଲିସ ତରଫରୁ ଫ୍ଲାଗମାର୍ଚ   17-Jun-2026
  ଜିଲ୍ଲା  
କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବଲାଙ୍ଗୀର ର ଝିଅ କଳ୍ପନା ଙ୍କୁ ଜୁନିୟର ଫେଲୋସିପ୍   17-Jun-2026
  ଜିଲ୍ଲା  
+୨ପରୀକ୍ଷାରେ ୫ଠଠରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲା  ଡିଏନ୍‌ଏ ହାୟର ସେକେଣ୍ଡେରୀ ସ୍କୁଲ   17-Jun-2026
  ଜିଲ୍ଲା  
ଦୀର୍ଘଦିନ ଧରି ୱାଟକୋ ପାଣି ପାଇପ୍ ଫାଟି କଟକ-ପାରାଦୀପ ରାସ୍ତା ଭାସୁଛି।ମାସେହେଲାଣି ଅଭିଯୋଗ ।ପଚାରିଲେ କୁହନ୍ତି କେଉଁଠି ପାଣି ବାହାରୁଛି ଆମେ ଜାଣିପାରୁନୁ।   17-Jun-2026
  ଜିଲ୍ଲା  
ବକଟି ପଂଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   16-Jun-2026
  ଜିଲ୍ଲା  
ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ   16-Jun-2026
  ଜିଲ୍ଲା  
ବରପାଲି ଶିବବିବାହତ୍ସବରେ କନ୍ୟା ଆନ୍ବେଷଣ ପର୍ବ ପତର ପେଣ୍ଡୀ ସମାପନ   16-Jun-2026
  ଜିଲ୍ଲା  
*ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ସଚେତନତା ରଥ ଉଦଘାଟିତ*   16-Jun-2026
  ବିଶେଷ  
ଜାତୀୟ ସ୍ତରରେ ନିଷ୍ପା ପରିବାର ସମ୍ବର୍ଦ୍ଧିତ, ରକ୍ତ ସଞ୍ଚାର ସେବା ଯୋଗୁଁ ଅହମଦାବାଦ ରେ ସମ୍ବର୍ଦ୍ଧିତ   16-Jun-2026
  ଜିଲ୍ଲା  
ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାର ରୁ ବାହାରିଲେ ୧୦୮ ତୋଳା ର ସୁନା ନାଗ ମୁର୍ତ୍ତୀ   16-Jun-2026
  ଜିଲ୍ଲା  
ଏସ୍.ଏନ.କ୍ଲାସେସ ର ବର୍ଣ୍ଣାଢ଼୍ୟ ଉତ୍ସବ ପାଳିତ   16-Jun-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଂଘର ୨୭ତମ ବାର୍ଷିକ ଉତ୍ସବ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ   16-Jun-2026

You Might Also Like