-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||     

HOME   ମନୋରଞ୍ଜନ

ଓଡ଼ିଆ କଳାକାର ବେଙ୍ଗାଲୁରୁରେ ଯାତ୍ରା କରିପାରିବେ, ଓଡ଼ିଶାରେ ନୁହେଁ

30-Jan-2021



ଭୁବନେଶ୍ୱର (ପ୍ରେରଣା ଖବର): କଳାକାର ପ୍ରସ୍ତୁତ, ମଞ୍ଚ ବି ରେଡ୍ଡି। ହେଲେ ଖୋଲୁନି ରଙ୍ଗମଞ୍ଚ। ଯାତ୍ରା ପରିବେଷଣ ପାଇଁ ଅନୁମତି ଦେଉନି ପ୍ରଶାସନ। ଯେଉଁ ରାଜ୍ୟରେ ହଜାର ହଜାର ଲୋକଙ୍କୁ ନେଇ ରାଜନୈତିକ ସମାବେଶ ଆୟୋଜନ କରାଯାଇପାରୁଛି, ସେଠି ନାଟକ ପରିବେଷଣ କରିବାକୁ କାହିଁକି ଅନୁମତି ମିଳୁନି? ରାଜ୍ୟ ସରକାରଙ୍କ ଏପରି ପକ୍ଷପାତିତା ବିରୋଧରେ ଅଭିନୟକୁ ପେସା କରି ବଞ୍ଚୁଥିବା କଳାକାର ତାତିଲେଣି। ଆଗାମୀ ଦିନରେ ମଞ୍ଚ ନଖୋଲିଲେ ୫୦,୦୦୦ରୁ ଅଧିକ କଳାକାର ରାଜରାସ୍ତାରେ ଆତ୍ମାହୂତି ଦେବେ। ଆଜି ଏମିତି ଢ଼ଙ୍ଗରେ କଳାକାରମାନେ ନିଜ ମନର କୋହକୁ ବଖାଣିଛନ୍ତି। ଜାନୁଆରୀ ମାସର ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ମଞ୍ଚ ଖୋଲିବାକୁ ଅନୁମତି ଦେଇଥିଲେ। ହେଲେ ଏଥିରେ ସ୍ଥାନୀୟ ପ୍ରଶାସନର ଅନୁମତି କେଁ ରଖିଲେ ସରକାର। ଯେଉଁଥିପାଇଁ ଆୟୋଜକଙ୍କୁ ଯାତ୍ରା କରିବାକୁ ଅନୁମତି ମିଳୁନି। ଯଦି ଯାତ୍ରା କରିବାକୁ ଅନୁମତି ମିଳୁନି, ତାହାହେଲେ କାହା ପାଇଁ ଆଖଡ଼ାରେ ରିହଲ୍‌ସଲ୍‌। ରଙ୍ଗମହଲରେ ନାୟକ ସୁବାସ ବେହେରା କହିଛନ୍ତି, “ଓଡ଼ିଶାର ସର୍ବ ପୁରାତନ କଳା ହେଉଛି ଯାତ୍ରା। ଏହି ଯାତ୍ରା ନିଜ ଗୋଡ଼ରେ ଛିଡ଼ା ହୋଇଛି। ମହାମାରୀ କରୋନା ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱ ପାଇଁ କାଳ ହୋଇ ଆସିଥିଲା। ବର୍ତ୍ତମାନ ସବୁ ଖୋଲି ଦିଆ ଗଲାଣି। ବଡ଼ ବଡ଼ ରାଜନୈତିକ ସଭା ହେଉଛି। ଏଥିପାଇଁ ଅନୁମତି ମିଳୁଛି। ହେଲେ ଯାତ୍ରା ପାଇଁ ଅନୁମତି ମିଳୁନି। ଓଡ଼ିଶାର ଯାତ୍ରା ପାର୍ଟି ବେଙ୍ଗାଲୁରୁରେ ନାଟକ ପରିବେଷଣ କରୁଛି। ଯାତ୍ରା ପାଇଁ କର୍ଣ୍ଣାଟକ ସରକାର ଅନୁମତି ଦେଉଛନ୍ତି, ମାତ୍ର ପେଶା କରି ବଞ୍ଚୁଥିବା ଓଡ଼ିଆଙ୍କୁ ଓଡ଼ିଶାରେ ଯାତ୍ରା ପାଇଁ ଅନୁମତି ନାହିଁ। ଏହା ଅତ୍ୟନ୍ତ ଦୁଃଖର ବିଷୟ। ”ସୁବାସ ଆହୁରି କହିଛନ୍ତି-“ଓଡ଼ିଶାରେ ଯାତ୍ରାକୁ ଜୀବୀକା କରି ୫୦,୦୦୦ କଳାକାର ବଞ୍ଚୁଛନ୍ତି। ହେଲେ ବର୍ଷେ ହେବ ମଞ୍ଚ ବନ୍ଦ ରହିଥିବାରୁ ସେମାନଙ୍କ ଅର୍ଥିକ ଅବସ୍ଥା ଦୟନୀୟ ହୋଇଗଲାଣି। କଳାକାରଙ୍କ ପାଇଁ ରାଜ୍ୟ ସରକାର କିଛି ପ୍ରୋତ୍ସାହନ ଦେଇନାହାନ୍ତି। ସଂଘ ମାଧ୍ୟମରେ କଳାକାରମାନେ ନିଜର ଦାବି ଉପସ୍ଥାପନ କରିଛୁ। ହେଲେ ସରକାର ଆମ କଥା ଶୁଣୁନାହାନ୍ତି। ଓଡ଼ିଶାରେ ଯାତ୍ରା ପାଇଁ ଅନୁମତି ଦିଅନ୍ତୁ। ନହେଲେ ଖାଇବାକୁ ନପାଇ ୫୦ ହଜାର କଳାକାର ମରିଯିବେ। ଯଦି ଯାତ୍ରା ପାଇଁ ଅନୁମତି ନମିଳେ ଆଗାମୀ ଦିନରେ ରାଜ ରାସ୍ତାରେ ଯାତ୍ରା କରିବୁ, ସେହିଠାରେ ଆତ୍ମାହୂତି ଦେବୁ। ”ସୂଚନାରୁ ପ୍ରକାଶ, ରାଜ୍ୟ ସରକାର ଫେବ୍ରୁଆରୀ ମାସ ପାଇଁ ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ମଞ୍ଚ ଖୋଲିବାକୁ ଅନୁମତି ଦିଆଯାଇଛି। ସେଥିପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଏହାର ଅର୍ଥ ପୂର୍ବପରି ରଙ୍ଗମଞ୍ଚରେ ହୋଇପାରିବ ଯାତ୍ରା। କିନ୍ତୁ କରୋନା ଗାଇଡ୍‌ଲାଇନ୍‌ ମାନିବାକୁ କୁହାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm