-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||     

HOME   ଜିଲ୍ଲା

*ଓପନ ହାର୍ଟ ସର୍ଜରୀ ପରେ ସୁସ୍ଥ ହୋଇ ଘରକୁ ଫେରିଲା ହର୍ଷବର୍ଦ୍ଧନ*- *ସ୍ଵାଗତ କଲେ ପରିବାର ସହ ଜିଲ୍ଲାପାଳ ଓ ଶହ ଶହ ଶୁଭେଛୁ*-

06-Nov-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଓପନ୍ ହାର୍ଟ ସର୍ଜରୀ ଚିକିତ୍ସା ର ସଫଳତା ପରେ ସୁସ୍ଥ ହୋଇ ଘରକୁ ଫେରିଲା ବାଳକ ହର୍ଷବର୍ଦ୍ଧନ(୧୫) l ସୁବର୍ଣ୍ଣପୁର ର ଇଷ୍ଟଦେବୀ ମାଁ ସୁରେଶ୍ଵରୀ, ପ୍ରଭୁ ନରସିଂହ ବାବା ତଥା ସମସ୍ତ ଦେବାଦେବୀ ଙ୍କ ଆଶୀର୍ବାଦରୁ ଏବଂ ଓଡ଼ିଶା ସାମ୍ୱାଦିକ ସଂଘ ର ସଂଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, କଟକ ଏସସିବି କାର୍ଡିଓଲୋଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ ପଟ୍ଟନାୟକ ଏବଂ ସୋନପୁର ମାଟିର ବରିଷ୍ଠ ଡାକ୍ତରଙ୍କ ପ୍ରଚେଷ୍ଟା ତଥା ତାଙ୍କ ନେତୃତ୍ବରେ ଏକ ୮ ଜଣିଆ ଡାକ୍ତରୀ ଦଳଙ୍କ ପ୍ରଚେଷ୍ଟାରେ ହର୍ଷବର୍ଦ୍ଧନ ଙ୍କ ଓପନ ହାର୍ଟ ସର୍ଜରୀ ସଫଳ ହୋଇଥିଲା l  ଘରୋଇ ମେଡିକାଲରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଖର୍ଚ୍ଚ ହେବ ବୋଲି ଜାଣିବା ପରେ ନିରୀହ ହର୍ଷବର୍ଦ୍ଧନ ଙ୍କ ପରିବାର ନିରାଶ ହୋଇ ବେସାହାରା ହୋଇଥିବା ବେଳେ  ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ସାହାରା ପାଲଟି ହର୍ଷବର୍ଦ୍ଧନର ପଛରେ ଛିଡ଼ା ହୋଇଥିଲେ l ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଏସପି ନାରାୟଣ ନାୟକ ଓ କଟକର ବରିଷ୍ଠ ଡାକ୍ତର ହର୍ଷବର୍ଦ୍ଧନ ଙ୍କ ସୋନପୁର ବାସଭବନକୁ ପହଞ୍ଚି ଗୁରୁତର ହର୍ଷବର୍ଦ୍ଧନକୁ ଆଶ୍ଵାସନା ଦେବା ସହ ଜିଲ୍ଲାପାଳ ନିଜେ ଉପସ୍ଥିତ ରହି କଟକ ବଡ଼ ଡ଼ାକ୍ତରଖାନା ନେବାକୁ ସମସ୍ତ ବ୍ୟବସ୍ଥା କରିଥିଲେ l

ପ୍ରଶାସନର ଅନୁରୋଧ କ୍ରମେ ଚିତ୍ତଜ୍ଞାନୀ ଚେରିଟେବୁଲ୍ ଟ୍ରଷ୍ଟର ମୁଖ୍ୟ ଡ. ହୋତା କଟକ କାର୍ଡିଓଲୋଜି ମୁଖ୍ୟ ଡା. ମନୋଜ ପଟ୍ଟନାୟକ ଙ୍କ ୮ ଜଣିଆ ଡ଼ାକ୍ତରୀ ଦଳ ସହାୟତାରେ ଓପନହାର୍ଟ ସର୍ଜରୀ ସଫଳ ହୋଇ ପାରିଛି l ମାଁ ସୁରେଶ୍ଵରୀ କଟକ ର ଡାକ୍ତର ମନୋଜ ପଟ୍ଟନାୟକ ଏବଂ ଡ଼ାକ୍ତରୀ ଟିମଙ୍କୁ ତଥା ଚିତ୍ତ ଜ୍ଞାନୀ ଚେରିଟେବୁଲ୍ ଟ୍ରଷ୍ଟ ସୋନପୁରର ମୁଖ୍ୟ ପରିଚାଳକ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଶକ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତୁ ଯେ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସେମାନେ ଜଣେ ଜଣେ ଧ୍ରୁବ ତାରା ଭଳି ଆଦର୍ଶ ହୋଇ ଦୁଃଖୀ ଓ ପ୍ରତ୍ୟେକ ରୋଗୀଙ୍କ ସେବାରେ ସଫଳ ହୁଅନ୍ତୁ ଓ ଯଶ ଲାଭ କରନ୍ତୁ l ଉଚ୍ଚ ଚିକିତ୍ସା ପାଇଁ ସମସ୍ତ ପରାମର୍ଶ ଓ ଉତ୍ସାହ ଯୋଗାଇ ପ୍ରତିଦିନ ଡାକ୍ତର, ରୋଗୀ ଓ ସାମ୍ୱାଦିକ ଙ୍କ ସହିତ ଯୋଗାଯୋଗ ରଖି ଆସିଥିବା ତଥା ସବୁ ସ୍ତରରେ ସହାୟତା କରିଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ଏସପି ଶ୍ରୀ ନାରାୟଣ ନାୟକ  ଓ ହର୍ଷବର୍ଦ୍ଧନଙ୍କ ଆଶୁ ଆରୋଗ୍ୟ କାମନା କରି ସାମୁହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପଠନ ଓ ପ୍ରାର୍ଥନା କରିଥିବା ସୋନପୁର ସହର ର ଶ୍ରୀ ଗୋପାଲଜୀ ଯୋଗାଳୟ, ଦିବ୍ୟଉର୍ଯ୍ୟା ଯୋଗ ସେବାସମିତି, ସ୍ଵଚ୍ଛ ଭାରତ ସଙ୍ଗଠନ, ପ୍ରଜାପିତା ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ, କୋଶଳ ହାଇସ୍କୁଲ, ବିଶ୍ଵ ଭାରତୀ ଶିକ୍ଷାନୁଷ୍ଠାନ, ସୋନପୁର କଲେଜ ଏନସିସି, ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଓ ଯୁକ୍ତ ଦୁଇ କଲେଜ, ବରିଷ୍ଠ ନାଗରିକ ସଂଘ, ମହାରାଜା ହାଇସ୍କୁଲ ୯୧ ବେଚ୍, ଜିଲ୍ଲା ପ୍ରଶାସନ, ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ଡାକ୍ତର ଦୁର୍ଗାଦତ୍ତ ଦାଶ, ଡାକ୍ତର ନରେନ୍ଦ୍ର ମେହେର, ପ୍ରାକ୍ତନ ଅଧ୍ୟକ୍ଷା ପ୍ରକାଶ ଚନ୍ଦ୍ର ସାହୁ, ସହର ର ବୁଦ୍ଧିଜିବୀ ଓ ବିଭିନ୍ନ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ଠାରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ଚିରଦିନ କୃତଜ୍ଞ ହୋଇ ରହିବ l ମା ସୁରେଶ୍ଵରୀ ଓ ସମସ୍ତ ଦେବାଦେବୀ ଙ୍କ ଆଶୀର୍ବାଦରେ ଜିଲ୍ଲା ପ୍ରଶାସନ ସମସ୍ତ ଅନୁଷ୍ଠାନ ସଫଳତା ଓ ସମୃଦ୍ଧି ଲାଭ କରୁ ଏବଂ ସମାଜରେ ବିଶ୍ବାସ ଭାଜନ ହୋଇ ଜନ କଲ୍ୟାଣ କାର୍ଯ୍ଯରେ ବ୍ରତୀ ରହୁ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026

You Might Also Like