-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
16-Oct-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ଆଇସିଡିଏସ ସଭା ଗୃହ ରେ ରାଷ୍ଟ୍ରୀୟ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ କରାଗଲା l କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟପାଣି ଉଡ୍ଡୁ ଯୋଗ ଦେଇଥିବା ବେଳେ ମଣ୍ଡଳ ସ୍ତରୀୟ ସୁପର ଭାଇଜର ବିନନ୍ଦା ମିଶ୍ର, ଆମରାବତୀ ଛତ୍ରିଆ, ପଦ୍ମିନୀ ପାତ୍ର, ହେମନ୍ତୀ ତ୍ରିପାଠୀ, ବିପିସି ଭକ୍ତିଭୂଷଣ ପଣ୍ଡା ସହ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ l ଏହି ପରିପ୍ରେକ୍ଷୀରେ ପ୍ରକଳ୍ପ ସ୍ତରୀୟ ରେଲି ସହ ଦୀପ ପ୍ରଜ୍ବଳନ କରାଗଲା l କାର୍ଯ୍ୟକ୍ରମ ରେ ଆଞ୍ଚଳିକ ସ୍ତରୀୟ ଖାଦ୍ୟ ର ଗୁଣବତ୍ତା ମାନ ଆଲୋଚନା ହୋଇଥିଲା l