-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ବେଧଡକ ଚାଲିଛି ନିଶାକାରବାର କାହାର ପୁଷମାସ ତ କାହାର ସର୍ବନାଶ

13-Oct-2025



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ନିଶାକାରବାର ଦିନକୁ ଦିନ ବଢିବାରେ ଲାଗିଛି। ପ୍ରତ୍ୟେକ ଗ୍ରାମରେ ଚାଲିଛି ଦେଶୀ ବିଦେଶୀ ବ୍ରାଣ୍ଡର ମଦ ।  ନାବାଳକଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏଥିରେ ମାତାଲ। ଗାଁ ମୁଣ୍ଡରେ ଥିବା ନାମକୁମାତ୍ର ପାନ ଦୋକାନ ଗୁଡିକରେ ମିଳୁଛି ବିଭିନ୍ନ ବ୍ରାଣ୍ଡର ଦେଶୀବିଦେଶୀ ମଦ । ଏହାକୁ ଲାଗି ରହିଛି କୁକୁଡା ଦୋକାନ । ସେଠାରେ ଭଳିକି ଭଳି ରହିଛି ମାଂସ ଭଳା। ଗ୍ରାହକମାନଙ୍କ ମନକୁ ସୁହାଇଲା। ଭଳି ଛେଳି। ବ୍ରଏଲ୍ ମାଂସ ଚାଖାନା । ଏହାକୁ ପାଇବାକୁ ଯୁବଗୋଷ୍ଠୀର ସ୍ଥାନ ଖଲା, ପଡିଆ ଗୁଡିକରେ ଜମୁଛି ଏମାନଙ୍କ ଆତ୍ମା। ଗ୍ରାହକ ମାନଂକୁ ସୁହାଇଲା ଭଳି କୁକୁଡା ଓ ଛେଳି ଗୋଡ ପାଗରେ। ସଂଧ୍ୟା ସମୟରେ ବିଭିନ୍ନ ରାସ୍ତାକଡର ପୋଲ, ନିଛାଟିଆ ଡୁଙ୍ଗୁରିପାଲି ସହରର ସକାଳରୁ କେତେକ ଦୋକାନରେ ମିଳିଯାଉଛି କୋରେକ୍ସ। କଲେଜ ରାସ୍ତା, କଲେଜ ପଛପଟ, ଟ୍ରେନ ଲାଇନ କଡରେ । ଚାଲିଛି ବିକ୍ରିବଟା । ବେଳେ ବେଳେ ପୁଲିସ ପକ୍ଷରୁ ଚଢାଉ କରାଯାଇ ଏମାନଙ୍କୁ କୋହଳ ଦଫା ରେ ଛାଡିଦିଆଯାଉଥିବା ବେଳେ ଆଉ ଜେତେବେଳେ ସଲାସୁତୁରାରେ ଚାଲିଛି ଡିଲ ବୋଲି ବିଭିନ୍ନ ମହଲରେ ଆତଙ୍କ ଆତଙ୍କରେ ଭିତରିଆ ଆପେ ଲୋଚନା ହେଉଛି । ନିଶା ବ୍ୟବସାୟୀଙ୍କ ହାତରେ ଅର୍ଥ, ନିଶାଖୋର ଯୁବଗୋଷ୍ଠୀ ରହିଥ‌ିବାରୁ ସାଧାରଣ ଲୋକେ ଅଭିଯୋଗ କରିବାକୁ ସାହସ ଯୁଟାଇ ପାରୁନାହାନ୍ତି । ଅବକାରୀ ବିଭାଗ ସଂପୁର୍ଷ ପକ୍ଷଘାତ ଅବସ୍ଥାରେ ରେ। । କାଁ ଭାଁ ଚଢାଉ କରାଯାଉଥିବା ବେଳେ । ମାସିକ ବଟିକୁ ଅପେକ୍ଷା କରି କିଛି କରୁନାହାନ୍ତି । ପୁଲିସ ବିଭାଗ ଗଞ୍ଜେଇ ପଛରେ ରହୁଥ‌ିବା ବେଳେ ଅନ୍ୟ ବିଭାଗ ପ୍ରତି ଆଉ ଦୃଷ୍ଟି ଦେଉ ନାହାନ୍ତି । ସହରରେ ଗତମାସରେ ଚୋରୀ ଘଟଣା ଘଟି ଯାଇଥିଲେ ମଧ୍ୟ ପୁଲିସ ଏହାର ଟେର ପାଇ ନାହାନ୍ତି । ନାବାଳକମ କମାନ‌ଙ୍କ ବାଇକ ଷ୍ଟଣ୍ଡରେ ସାଧାରଣ ଚାଳକ ଛାନିଆ । ଏସବୁର ସମାଧାନ କିପରି ଓ କିଏ କରିବ ବୋଲି ଲୋକେ ଚାହିଁ ବସଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ବାକୁ ଦାବୀ ହେଉଛି । ଏ ସଂପର୍କରେ ଅବକାରୀ ବିଭାଗର ଜିଲ୍ଲା ମୁଖୁଆ ସହିତ ପ୍ରତିକ୍ରିୟା ପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ  ମଧ୍ୟ କୌଣସି ଉତ୍ତର ମିଳି ପାରି ନାହିଁ  ।  ପ୍ରତ୍ୟେହ ଝଗଡା, ଗାଲିମାଡ ଜାରି ରହିଛି । ସ୍ବାମୀସ୍ତ୍ରୀ, ପୁଅଝିଅ ମଧ୍ଯରେ ଜଟିଳ ରୋଗ ଦେଖାଯାଉ ।

ଗରୀବ ଶ୍ରେଣୀର ଲୋକେ ମଦପିଇ ଘରେ ଉତ୍ପାତ ଯମଉଛନ୍ତି। ଅନେକ ପରିବାର ଭାଙ୍ଗି ଯାଉଛି । ପରିବାରର ମଧ୍ୟରେ ବିଶୃଙ୍ଖଳା ଲାଗି ରହି କତାର ଅଭାବ ଦେଖା ଦେଇଛି । ନିଶା ସେବନ ଦ୍ଵାରା ଯୁବଗୋଷ୍ଠୀଙ୍କ ସ୍ବାସ୍ଥ୍ୟହାନୀ ହେବା ସହିତ ବିଭିନ୍ନ  ରୋଗର ଶୀକାର ହେଉଛନ୍ତି । ଜୀବନସାରା ଉପାର୍ଜିତ ଅର୍ଥ ନିଶା ସେବନରେ ସମୟ କଟିଥିବା ବେଳେ ବିଭିନ୍ନ  ରୋଗ ଦେଖା ଦେବା ପରେ ପରିବାର ଲୋକେ ଚିକିତ୍ସାରେ ମଧ୍ଯ ସର୍ବସ୍ୱାନ୍ତ ହେବା ସହ ଅବେଳର  ଅନେକ ଯୁବକଙ୍କ ମୁଲ୍ୟବାନ ଜୀବନ ଚାଲି ଯାଉଛି । କେଉଁ ମହିଳାର ଶଙ୍ଖା ସିନ୍ଦୁର ଉଜୁଡି ଯାଉଥିବା ବେଳେ କିଏ ପିତୃ ଛେଉଣ୍ଡ ହେଉଛନ୍ତି । ସଂଧ୍ୟାରେ ଲୋକେ ଗାଁ ଗାଁ ଦାଣ୍ଡକୁ ବାହାରି ପାରୁ ନାହାନ୍ତି । ଅନେକ ସମୟରେ ବିଭିନ୍ନ ଗାଁରୁ ମହିଳାମାନେ ଥାନାକୁ ଆସି ମଦଭାଟି ବନ୍ଦ କରିବାକୁ ମଧ୍ଯ ଅଭିଯୋଗ କରିଥିବା ନଜିର ଅଛି । କିନ୍ତୁ ଗାଁ ସ୍କୁଲ, ମନ୍ଦିର ନିର୍ମାଣ, ଗାଁର ଉନ୍ନତି ଆଳରେ ଗାଁ ଟାଉଟର ମାନଙ୍କୁ ହାତ କରି ମଦ ବେପାରୀ ମାନେ ଗାଁ ଗୁଡିକରେ ଭାଟି ଠିକା ଦିଆଯାଉଥ‌ିବା ଆଲୋଚନା ମଧ୍ୟ ହେଉଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like