-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
13-Oct-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ଥାନ ଅନ୍ତର୍ଗତ ଶୁଖା ଗ୍ରାମର ବିଦ୍ୟୁତ ଉପଭୋକତା ଚେରୁପାଲି ଗ୍ରୀଡ଼ ଘେରାଓ। ଗତ ମାସେ ତଳେ ଶୁଖା ଗ୍ରାମର ୩୩ କେବି ଟ୍ରାସଫରମା ପୋଡି ଯାଇଥିଲା। ଯାହାଜି ନୂତନ ୧୧କେ ଭି ଟ୍ରାସଫର୍ମା ଲଗା ଯାଇଥିଲା ଯାହାକି କମ କ୍ଷମତା ସମ୍ପର୍ଣ ଟ୍ରାସଫର୍ମ ହୋଇଥିବା ରୁ ଗ୍ରାମରେ ଲୋଭୋଲ୍ଟେ, ବାରୂମ୍ବର
ବିଦ୍ୟୁତ କାଟ ଭଳି ସମସ୍ୟା ଦେଖାଯାଉଥିଲା। ଯାହାକି ଗ୍ରାମରେ ପ୍ରାୟ ପ୍ରତେକ୍ୟ ଦିନ ୫ ରୁ ୬ ଘଣ୍ଟା ଲାଇନ କଟ ହେଉଛି ବିଭଗୀୟ ଅଧିକାରୀଙ୍କୁ ପଚାରିଲେ ବିଭିନ୍ନ ସମସ୍ୟା ଦେଖାଉଥିଲେ। ଗ୍ରାମବାସୀ ପକ୍ଷରୁ ୩୩ କେ ଭି ର
ଟ୍ରାଫର୍ମା ଦେବା ପାଇଁ ଅଧିକାରୀଙ୍କୁ ଅନେକ ଅଭିଯୋଗ କରିଥିଲେ। ମଧ୍ୟ୍ୟ କୌଣସି ଅଧିକାରୀ ଶୁଣିନ ଥିବାରୁ ଆଜି ଚେରୁପାଲି ଗ୍ରୀଡ଼ କୁ ଘେରିଥିଲେ। ଯଦି ଦାବି ପୂରଣ ନ ହେଲେ ଆନ୍ଦୋଳନ ଆହୁରି ବ୍ୟପକ ହେବ ବୋଲି ଗ୍ରାମବାସୀ କହିଥିଲେ ।