-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
13-Oct-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ପଞ୍ଚାୟତ ସମିତି ଅନ୍ତର୍ଗତ ୩୪ ନମ୍ବର ଜୋନ ଅନ୍ତର୍ଗତ ଠାକୁରପାଲି ଠାରେ ଅନୁଷ୍ଠିତ ହେବାକୁ ଥିବା ଗିରିଗୋବର୍ଧନ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଗିରିଗୋବର୍ଦ୍ଧନ ପୀଠ ରେ ନିର୍ମାଣ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପ ର ଶୁଭ ଉଦଘାଟନ କରାଗଲା l ଏହି ଅବସରରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ବରିହା, ସରଗାଡ଼ ସରପଞ୍ଚ ସରୋଜ ବେହେରା , ସମିତି ସଭ୍ୟ ବିରେନ୍ଦ୍ର ସାହୁ, ସୌଦାମିନୀ ନାଏକ ୱାର୍ଡ଼ ସଭ୍ୟା , ଆଞ୍ଚଳିକ କମିଟି ସଭାପତି କୈଳାଶ ବାରିହା , ବରିଷ୍ଠ ନେତା ପ୍ରଦିପ ଗୁରୁ ଙ୍କ ସମେତ ଆଞ୍ଚଳିକ କମିଟି ର ସମସ୍ତ ସଭ୍ୟ ମାନେ ବୈଠକ ରେ ଉପସ୍ଥିତ ଥିଲେ l