-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||      ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||     

HOME   ରାଜ୍ୟ

ନୂଆ ସିସିଟିଭି ଫୁଟେଜ୍ ଛିଡା କରିଛି ସାଙ୍ଘାତିକ: ଝରାଫୁଲର ମୃତଦେହ ଧରି ସ୍କୁଟି ଚଳାଉଥିଲେ କିଏ ? ଫେରିବା ବେଳେ ପଛରେ ବସିଲେ କାହିଁକି ? ସୋନାଲି ଗଲେ କୁଆଡେ ?

29-Jan-2021



ଭୁବନେଶ୍ବର(ଶୁଭାଶିଷ ନାୟକ) : ସିସିଟିଭି ଫୁଟେଜ୍‌ରେ ଲୁଚି ରହିଛନ୍ତି ଝରାଫୁଲଙ୍କ ହତ୍ୟାକାରୀ । ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ କିଏ ଧରି ବସିଥିଲା ? ସ୍କୁଟି କିଏ ଚଳାଉଥିଲା ? ସ୍କୁଟିରେ ଥିବା ଦୁଇ ଜଣ ଯୁବକ ଥିଲେ ନା ଜଣେ ଯୁବତୀ ଥିଲେ ? ସୋନାଲି କିଏ ? ମୃତ୍ୟୁ ପଛରେ ତ୍ରିକୋଣୀୟ ପ୍ରେମ ସଂପର୍କ ନାହିଁ ତ ? ସିସିଟିଭି ଫୁଟେଜ୍‌ ଦେଖିଲେ, ଏମିତି ଅନେକ ପ୍ରଶ୍ନ ମନକୁ ଆସୁଛି । ମୃତଦେହ ଧରି ଯିବାବେଳର ସିସିଟିଭି ଫୁଟେଜ୍‌ ସହ ଅଭିଯୁକ୍ତ ୨ ଜଣ ଫେରିବା ବେଳର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜ୍‌ରେ

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଝରାଫୁଲଙ୍କ ମୃତଦେହ ଫିଙ୍ଗି ଫେରିବା ବେଳର ଦୃଶ୍ୟ ସିସିଟିଭି ଫୁଟେଜରେ ରେକର୍ଡ ରହିଛି । ଯେଉଁଥିରେ ହେଲମେଟ୍ ପିନ୍ଧି ଯୁବକଙ୍କ ପଛରେ ଜଣେ ଯୁବତୀ ବସିଥିବା ଭଳି ଲାଗୁଛି । ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବେ ଦେଖାଯାଉ ନଥିଲେ ବି, ବସିବାର ଭାବଭଙ୍ଗୀ ଏବଂ ଆବଭାବରୁ ଜଣେ ଯୁବତୀ ବୋଲି ଜଣାପଡୁଛି ।

ସେହିପରି ଝରାଫୁଲଙ୍କ ମୃତଦେହ ଧରି ଯିବା ସମୟର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି । ସେଥିରେ ମଧ୍ୟ ଜଣେ ଯୁବତୀ ସ୍କୁଟି ଚଳାଉଥିବା ଭଳି ଦେଖାଯାଉଛି । ସ୍କୁଟି ପଛରେ ଯୁବକ ଜଣକ ଝରାଫୁଲ ମୃତଦେହକୁ ଧରି ବସିଥିବାର ନଜର ଆସିଥିଲା । ସେପଟେ ଝରାଫୁଲଙ୍କ ସାଙ୍ଗ ସୋନାଲିଙ୍କ ଖୋଜ ଖବର କିଛି ମିଳିନାହିଁ । ତା ହେଲେ ଏବେ ସୋନାଲି କେଉଁଠି ଅଛନ୍ତି । ସନ୍ଧ୍ୟା ୬ଟା ୫୦ ମିନିଟ୍‌ରେ ମୃତ ଝରାଫୁଲଙ୍କ ଭାଇ ତାଙ୍କୁ ମେସେଜ କରିଥିଲେ, ପ୍ଲିଜ୍ ପିକ୍ ଅପ୍ ଦ ଫୋନ୍ । ଭାଇ ମେସେଜ୍ କରିବାର ଦୀର୍ଘ ୬ ଘଣ୍ଟା ପରେ ଅର୍ଥାତ୍ ସେହିଦିନ ରାତି ୧୧ଟା ୩୫ ମିନିଟ୍‌ରେ ଝରାଫୁଲ୍ ରିପ୍ଲାଏ ବା ଉତ୍ତର ଦେଇଥିଲେ, ଭାଇ ମୁଁ ଠିକ୍ ଅଛି, ନେଟଓ୍ବାର୍କ ପ୍ରୋବ୍ଲେମ୍, ମୁଁ ମୋ ଫ୍ରେଣ୍ଡ ସୋନାଲି ଘରେ ଅଛି, ତୁ ବ୍ୟସ୍ତ ହବୁ ନାହିଁ । ତାପର ଦିନ ସକାଳୁ ଭାଇ ମେସେଜ କରିଥିଲେ ବି ଉତ୍ତର ମିଳି ଦେଇ ନଥିଲେ ଝାରାଫୁଲ । ତେବେ ଏଠି ପ୍ରଶ୍ନ ଉଠୁଛି, ଝାରଫୁଲଙ୍କ ସାଙ୍ଗ ସୋନାଲି କେଉଁଠି ?

ନିଜ ପୁରୁଷ ବନ୍ଧୁଙ୍କ ସହ ଝରାଫୁଲ ହୋଟେଲ ଯିବାର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି । ତେବେ ସୋନାଲିଙ୍କ ଘରେ ଅଛି ବୋଲି ଝରାଫୁଲ ତାଙ୍କ ଭାଇଙ୍କୁ କହିଥିଲେ । ତାଙ୍କ ଭାଇ ମଧ୍ୟ ସୋନାଲି ନାଁ ଶୁଣିବା ପରେ ଆଉ କିଛି ପଚାରିନଥିଲେ । ତେବେ ଏଥିରୁ ଅନୁମାନ କରାଯାଇପାରେ, ଝରାଫୁଲଙ୍କ ପରିବାର ଲୋକେ ସୋନାଲିଙ୍କୁ ପୂର୍ବରୁ ଜାଣିଥାଇ ପାରନ୍ତି । ତେବେ ସିସିଟିଭି ଫୁଟେଜ ରେକର୍ଡ ଆଉ କିଛି ବୟାନ କରୁଛି ।

ଏହି ହତ୍ୟା ଘଟଣାରେ ଭୁବନେଶ୍ବରର ସୁନ୍ଦରପଦା ଅଞ୍ଚଳରୁ ରାକେଶ ସ୍ବାଇଁ ନାମକ ଜଣେ ଯୁବକକୁ ଉଠାଇ ନେଇଛି । ରାକେଶଙ୍କ ନାଁରେ ଝରଫୁଲଙ୍କ ବାପା ଅଭିଯୋଗ ଆଣିବା ପରେ କମିଶନରେଟ୍ ପୋଲିସ ସହାୟତରେ କୁଆଖିଆ ପୋଲିସ ତାକୁ ଗିରଫ କରିଛି । ତେବେ ରାକେଶ ନିଜେ ଏୟାରଫିଲ୍ଡ ଥାନାକୁ ଆସି ଆତ୍ମସମର୍ପଣ କରିଥିବା ଏବଂ ହତ୍ୟାକାଣ୍ଡ ସଂପର୍କରେ ପୋଲିସ ଆଗରେ ସବୁ ଗୁମର ଫିଟାଇଥିବା ଜଣାପଡ଼ିଛି ।

ରାକେଶ ଜଣେ ପାଇପ୍ ମିସ୍ତ୍ରୀ । ମୟୂରଭଞ୍ଜ ଯଶୀପୁରର ଝରାଫୁଲଙ୍କ ଗାଁରେ ଭୂତଳ ପାଇପ୍ ବିଛା କାମରେ ନିୟୋଜିତ ଥିଲା । ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଉଭୟ ମିଳାମିଶା କରୁଥିବା ରାକେଶ ପୋଲିସ ଆଗରେ ମାନିଛି । ତେବେ ଝରାଫୁଲଙ୍କ କେଉଁ ପରିସ୍ଥିତିରେ କେଉଁଠି ମୃତ୍ୟୁ ହେଲା ? କୁଆଖିଆ ପୋଲିସ ରାକେଶକୁ ଏୟାରଫିଲ୍ଡ ଥାନାରେ କିଛି ସମୟ ଜେରା କରିବା ପରେ ଅଧିକ ପଚରାଉଚରା ପାଇଁ ସାଙ୍ଗରେ ନେଇଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   07-Aug-2026
  ଜିଲ୍ଲା  
ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   07-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   07-Aug-2026
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026

You Might Also Like