-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||     

HOME   ରାଜ୍ୟ

ଆଉ ରାସ୍ତାରେ ଚଳିବ ନାହିଁ ମନମାନି। ଗାଡ଼ିରେ ଇନସ୍ୟୁରାନ୍ସ ନଥିଲେ ୨ ହଜାର ଫାଇନ ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିଲେ ୧୦ ହଜାର ଟଙ୍କା ଫାଇନ୍ କ୍ଷମତାଠାରୁ ଅଧିକ ଯାତ୍ରୀ ନେଲେ ପ୍ରତି ଯାତ୍ରୀଙ୍କ ପିଛା ୧ ହଜାର ଜୋରିମାନା

29-Jan-2021



ନୂଆଦିଲ୍ଲୀ, (ପ୍ରେରଣା ଖବର ବ୍ୟୁରୋ) : ଦେଶରେ ଧୀରେ କଡ଼ାକଡ଼ି ହେଉଛି ଟ୍ରାଫିକ ନିୟମ। ଏଣିକି ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା। ୯ ଅଗଷ୍ଟ ୨୦୧୯ର ମୋଟର ଯାନ ସଂଶୋଧନ ବିଧେୟକକୁ ୨୦୧୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁର ଦେଇସାରିଛନ୍ତି। ଆଉ ଏହାପରେ ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। କିନ୍ତୁ ବର୍ତ୍ତମାନ ସମୟରେ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। କାରଣ ଟ୍ରାଫିକ ନିୟମ ଭାଙ୍ଗିରେ ନିସ୍ତାର ନାହିଁ।

ନୂଆ ନିୟମ ଅନୁସାରେ, ଆପଣ ଯଦି ରାସ୍ତାରେ କୌଣସି ଜରୁରୀ କାଳୀନ ଗାଡ଼ିକୁ ରାସ୍ତା ନଛାଡ଼ନ୍ତି ତେବେ ଆପଣଙ୍କୁ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। କେବଳ ଏତିକି ନୁହେଁ ଡ୍ରାଇଭିଂ ଲାଇସେନ୍ସର ନିୟମ ଉଲଙ୍ଘନ କଲେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବା ନେଇ ସୂଚନା ରହିଛି। ଯଦି ନିର୍ଧାରିତ ଗତିଠାରୁ ଦ୍ରୁତ ଗତିରେ ଆପଣ ଗାଡ଼ି ଚଳାନ୍ତି ତେବେ ଆପଣଙ୍କୁ ୧ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଦେବାକୁ ପଡ଼ିପାରେ।

କେଉଁ ନିୟମ ଭାଙ୍ଗିଲେ କେତେ ଟଙ୍କା ଦେବେ ଜୋରିମାନା?

୧. ଧାରା ୧୭୮ ଅନୁସାରେ ଏଣିକି ଆପଣ ବିନା ଟିକେଟରେ ଯାତ୍ରା କଲେ ୫୦୦ ଟଙ୍କା ଦେବେ ଜୋରିମାନା

୨. ଆଉ ଟ୍ରାଫିକ କର୍ତ୍ତୃପକ୍ଷଙ୍କ ଆଦେଶ ନମାନିଲେ ୨ ହଜାର ଟଙ୍କା ଦେବାକୁ ପଡ଼ିବ ଜୋରିମାନା।

୩. ବିନା ଲାଇସେନ୍ସରେ ଗାଡ଼ି ଚାଳନା କଲେ ୫ ହଜାର ଟଙ୍କାର କଟିବ ଚାଲାଣ।

୪. ଧାରା ୧୮୨ ଅନୁସାରେ, ଅଯୋଗ୍ୟ ବିବେଚିତ ହେବା ପରେ ବି ଗାଡ଼ି ଚାଳନା କଲେ ଦେବାକୁ ପଡ଼ିବ ୧୦ ହଜାର ଟଙ୍କାର ଜୋରିମାନା

୫. ଏହାସହ ନିର୍ଧାରିତ ଓଜନଠାରୁ ଅଧିକ ମାଲ ପରିବହନ କଲେ ଧାରା ୧୮୩ ଅନୁସାରେ, ୧୦୦୦ ଟଙ୍କା ଗଣିବାକୁ ପଡିବ ଫାଇନ୍।

୬. ବେପୁରୁଆ ଗାଡ଼ି ଚାଳନା ଲାଗି ୧୮୪ ଧାରା ଅନୁସାରେ ଦେବାକୁ ପଡ଼ିବ ୫ ହଜାର ଟଙ୍କା।

୭. ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଗାଡ଼ି ଚାଳନା ସମୟରେ ମଦ୍ୟପାନ କରି ଧରାପଡିଲେ ୧୮୫ ଧାରା ଅନୁସାରେ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ଜୋରିମାନା।

୮. ରାସ୍ତା ଉପରେ ରେସିଂ କଲେ ଧାରା ୧୮୯ ଅନୁସାରେ ଦେବାକୁ ପଡ଼ିବ ୫ ହଜାର ଟଙ୍କାର ଜୋରିମାନା।

୯. କେବଳ ଏତିକି ନୁହେଁ ଏଣିକି ୧୯୨୧ ଧାରା (ଏ) ଅନୁସାରେ, ପରମିଟ୍ ନଥିବା ଗାଡ଼ି ଚାଳନା ଲାଗି କଟିବ ୧୦ ହଜାର ଟଙ୍କାର ଜୋରିମାନା।

୧୦. ଯଦି କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କରନ୍ତି ତେବେ ଧାରା ୧୯୪ ଏ ଅନୁସାରେ ପ୍ରତି ଏକ୍ସଟ୍ରା ପ୍ୟାସେଞ୍ଜର ପାଇଁ ଦେବାକୁ ପଡ଼ିବ ୧ ହଜାର ଟଙ୍କା।

୧୧. ଗାଡ଼ି ଚାଳନା ସମୟରେ ସିଟ୍ ବେଲ୍ଟ ନପିନ୍ଧିଲେ ୧୯୪ ବି ଅନୁସାରେ ୧୦୦୦ ଟଙ୍କା ଗଣିବେ ତଣ୍ଡ

୧୨. ମୋଟର ସାଇକେଲରେ ୨ ଜଣରୁ ଅଧିକ ଗଲେ ଦେବାକୁ ୧ହଜାର ଟଙ୍କା ଫାଇନ ସହ ୩ ମାସ ପର୍ଯ୍ୟନ୍ତ ହୋଇପାରେ ଲାଇସେନ୍ସ ରଦ୍ଦ

୧୩. ଯେକୌଣସି ପରିସ୍ଥିତିରେ ବି  ଆମ୍ବୁଲାନ୍ସକୁ ରାସ୍ତା ଦେବାକୁ ଆପଣ ବାଧ୍ୟ। ଆଉ ଯଦି ଆମ୍ବୁଲାନ୍ସକୁ ବାଟ ନଛାଡନ୍ତି ତେବେ ଧାରା ୧୯୪ ଈ ଅନୁସାରେ ଆପଣଙ୍କୁ ଗଣିବାକୁ ପଡ଼ିବ ୧୦ ହଜାର ଟଙ୍କା ଜୋରିମାନା

୧୪. ବିନା ବୀମାଭୁକ୍ତ ଗାଡ଼ି ଚାଳନା କଲେ ୨ ହଜାର ଟଙ୍କାର କଟିବ ଚାଲାଣ

୧୫. ଆଉ ଧାରା ୧୯୯ ଅନୁସାରେ ଆପଣଙ୍କ ଗାଡ଼ି ନାବାଳକ ଚଲାଉଥିଲେ ତେବେ ଅଭିଭାବକ କିମ୍ବା ଗାଡି ମାଲିକଙ୍କୁ ୩ ମାସ ପର୍ଯ୍ୟନ୍ତ ସଜା ହୋଇପାରେ ଏହାସହ ଗାଡ଼ିର ରେଜିଷ୍ଟ୍ରେସନ ମଧ୍ୟ କ୍ୟାନସଲ ହୋଇପାରେ।j


News Comment




Photo in News

Advertisment
Lastest News
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026

You Might Also Like