-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
04-Oct-2025
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ମୁକ ବଧିର କିନ୍ତୁ କାମ ଅନେକ l ଭିନ୍ନକ୍ଷମ ହେଲେ ବି ଅନେକ କାମରେ ସେ ସକ୍ଷମ lବରଗଡ଼ ଜିଲ୍ଲା ଝାରବବନ୍ଧ ଗ୍ରାମ,ବେହେରା ଡୁବୁରୀବୟସ ୨୨ ସେ ଜଣେ ମୁକ ବଧିର ନାମ ବିଶ୍ଵନାଥ ଭୋଇ ଗାଁ ବେହେରା ଡୁବୁରୀ ପୋ ଭଣ୍ଡାରପୁରି ଜିଲ୍ଲା ବରଗଡ଼ ସେ ଜଣେ ଭାରି ପରିଶ୍ରମୀ ବ୍ୟକ୍ତି ଅଟେ କିନ୍ତୁ କାହିଁ ପରେ ନାହିଁ ଶୁଣି ପରେ ନାହିଁ କିନ୍ତୁ ତାହାର ହାତରେ ଯାଦୁ ଅଛି ସେ ଅନେକ ଘର ପ୍ୟାଣ୍ଟ୍ ପୁଟି ମାରିବା କାନ୍ଥରେ ଚିତ୍ର ଅଙ୍କନ ଏବଂ ଅନେକ ପ୍ରକାର ଚିତ୍ର କରିବାରେ ସେ ସିଦ୍ଧହସ୍ତ l ବହୁତ କମ୍ ମୂଲ୍ୟରେ ସବୁ ପ୍ରକାର ପେଣ୍ଟିଂ କାମ କରିଥାଏ,କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯଦି ଏମିତି ବ୍ୟକ୍ତି ମାନଙ୍କୁ କିଛି ସହାୟତା ଦେବେ ସେମାନେ ବହୁତ୍ ଆଗକୁ ବଢ଼ିବାରେ ସାହାଯ୍ୟ ହେବେ ବୋଲି ଜନସାଧାରଣ ରେ ମତପ୍ରକାଶ ପାଇଛି l