-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

*ମା ସୁରେଶ୍ଵରୀ ଙ୍କ ବେଶ ଦର୍ଶନ ଓ ଚଣ୍ଡୀ ଯଜ୍ଞ ରେ ଅଗଣିତ ଭକ୍ତ ଙ୍କ ସମାଗମ*- *ଆଜି କୁମାରୀ ପୂଜା ସନ୍ଧ୍ୟାରେ ସନ୍ଧି ପୂଜା ଗୁରୁବାର ହେବ ଅପରାଜିତା ପୂଜା*

30-Sep-2025



-ସୋନପୁର ( ମନୋରଞ୍ଜନ ତ୍ରିପାଠୀ)
ଜଗତ କଲ୍ୟାଣ ଓ ଜିଲ୍ଲା ର ବିକାସ ପାଇଁ ଗତ ୨୨ ତାରିଖ ରୁ ଆରମ୍ଭ  ହୋଇଥିବା ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ପାଇଁ ମା ଙ୍କ ପୀଠ ତଥା ସହର  ଚଳ ଚଞ୍ଚଳ ହୋଇ ଉଠିଛି l ଆଜି ମଙ୍ଗଳବାର ଅଷ୍ଟମୀ ତିଥି ରେ ମା ଙ୍କ ଯଜ୍ଞ ମଣ୍ଡପ ରେ ହେଉଛି କୁମାରୀ ପୂଜା ଓ ସନ୍ଧି ପୂଜା  l ଏବଂ ଗୁରୁବାର ଦଶମୀ ତିଥି ରେ ଅନୁଷ୍ଠିତ ହେବ ଅପରାଜିତ ପୂଜା l ମା ସୁରେଶ୍ଵରୀ ଙ୍କ ବିଭିନ୍ନ ବେଶ ଦର୍ଶନ ଓ ସନ୍ଧ୍ୟା ଆଳତୀ ରେ ପ୍ରତ୍ୟହ ଭକ୍ତ ଶ୍ରଦ୍ଧାଳୁ ଙ୍କ ପ୍ରବଳ ସମାଗମ ହେଉଥିବା ବେଳେ ଯଜ୍ଞ ମଣ୍ଡପ ଆଗରେ ସନ୍ଧ୍ୟାରେ ଅନୁଷ୍ଠିତ ପ୍ରସାଦ ବଣ୍ଟନ କାର୍ଯ୍ୟ କ୍ରମ ରେ ମଧ୍ୟ ଭକ୍ତ ଙ୍କ ଖୁବ୍ ଭିଡ଼ ଦେଖିବାକୁ ମିଳୁଛି l ଯଜ୍ଞ କମିଟି ପକ୍ଷରୁ ଆୟୋଜିତ ଏହି  ସାମୁହିକ ପ୍ରସାଦ ବଣ୍ଟନ କାର୍ଯ୍ୟ କ୍ରମ ରେ ସହର ର ସ୍ୱଚ୍ଛ ଭାରତ ସଂଗଠନ, ଫରେଷ୍ଟ ପାର୍କ ଓ ଗୋପାଲ୍ହି  ଯୋଗ  ଅନୁଷ୍ଠାନ, ଓ ସହର ର ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ସ୍ବେଛାସେବୀ ସହଯୋଗ ର ହାତ ବଢାଇଛନ୍ତି l

ସୁରେଶ୍ଵରୀ ଙ୍କ ମନ୍ଦିର ଯଜ୍ଞ ମଣ୍ଡପ ଠାରେ ଏକାଠି ବିରାଜ ମାନ ହୋଇଥିବା ସହର ର ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ, ଅଷ୍ଟ ଚଣ୍ଡୀ, ଅଷ୍ଟ ହନୁମାନ, ଅଷ୍ଟ ଭୈରବ ଦେବା ଦେବୀ ଙ୍କ ଦର୍ଶନ କରି ଦୂର ଦୁରାନ୍ତର ଭକ୍ତ ଶ୍ରଦ୍ଧାଳୁ ଖୁବ ଖୁସି ବ୍ୟକ୍ତ କରି ନିଜ କୁ ଭାଗ୍ୟବାନ ମନେ କରିଛନ୍ତି l ଓ ଏକାଠି ସବୁ ଦେବା ଦେବୀ ଙ୍କ ଦର୍ଶନ ବି ଏକ ଅପୂର୍ବ ସୁଯୋଗ ବୋଲି ଭକ୍ତ ମାନେ ପ୍ରକାଶ କରିଛନ୍ତି  l ପୁରୀ ଶ୍ରୀକ୍ଷେତ୍ର ର ପଣ୍ଡିତ ଓ ସ୍ଥାନୀୟ ପଣ୍ଡିତ ମାନଙ୍କ ଦ୍ବାରା ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା ପରେ  ରୀତି ନୀତି ରେ ଘୃତ ଯଜ୍ଞ ଅନୁଷ୍ଠିତ ହୋଇ ଅପରାହ୍ନ ରେ ମହା ଆଳତୀ ଅନୁଷ୍ଠିତ ହେଉଛି l ମହାପ୍ରଭୁ ଙ୍କ ଏହି ଅପୂର୍ବ ଦର୍ଶନ ଓ ଆଜି ର ଏହି ଆଳତୀ ଦର୍ଶନ ରେ ପ୍ରାକ୍ତନ ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ, ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ, ଏସପି ନାରାୟଣ ନାୟକ ପ୍ରମୁଖ ବିଭିନ୍ନ ଜିଲ୍ଲା ର ଜିଲ୍ଲା ଦୌରା ଜଜ୍ ସ ପରିବାର ସାମିଲ ହୋଇ ପ୍ରଭୁ କୃପା ଲାଭ କରିଥିଲେ l ଯଜ୍ଞ ମଣ୍ଡପ ରେ  ବିରାଜମାନ ଏହି ଯଜ୍ଞ ପାଇଁ ପ୍ରତି ବର୍ଷ ଜିଲ୍ଲା ତଥା ଦୂର ଦୁରାନ୍ତର ଭକ୍ତ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ହେଉଥିବାରୁ ଜିଲ୍ଲା ତଥା ପୋଲିସ ପ୍ରଶାସନ,  ଯଜ୍ଞ କମିଟି ଓ ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ସମସ୍ତ ସୁରକ୍ଷା ପାଇଁ ପ୍ରସ୍ତୁତି ହୋଇଥିବା ବିଷୟ  ମା ଙ୍କ ଯଜ୍ଞ କମିଟି ପକ୍ଷରୁ ସୂଚନା ମିଳିଛି l ଆସନ୍ତା କାଲି ୧ ତାରିଖ ନବମୀ ବୁଧବାର ଦିନ ବିଲୁପ୍ତ ପ୍ରାୟ ଜିଲ୍ଲା ର ପ୍ରାଚୀନ ଲୋକ କଳା *ବାଡି ଖେଳ* ଓ *ପଞ୍ଚ ବାଦ୍ୟ* ପ୍ରତିଯୋଗିତା ଅନୁଷ୍ଠିତ ହେବ l  ଜିଲ୍ଲାପାଳ, ଏସପି ଓ ବହୁ ବରେଣ୍ୟ ଅତିଥି ଏଠାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏହି ଆକର୍ଷଣୀୟ ଖେଳ ବା ସାଂସ୍କୃତିକ କର୍ଯ୍ୟ କ୍ରମ ର କଳାକାର ଙ୍କୁ ଉତ୍ସାହିତ କରିବା କୁ ଜନ ସାଧାରଣ  ଙ୍କୁ କମିଟି ପକ୍ଷରୁ ନିବେଦନ କରା ଯାଇଛି l ଯଜ୍ଞ ଆରମ୍ଭ ରୁ ମନ୍ଦିର ରେ ପ୍ରବାସ ପରେ ଦୂର ଦୁରାନ୍ତର ସାଧୁ ସନ୍ଥ ଏଠି ମନ୍ଦିର ସଫେଇ କରି ସ୍ୱଚ୍ଛତା ପରିବେଶ ର ବାର୍ତ୍ତା ଦେଇ ନିଜ ପରିବେଶ ସହର ସ୍ୱଚ୍ଛ ରଖିବାକୁ ଓ ନିଜ ଜିଲ୍ଲା ର ବିକାଶ ଦିଗରେ ସମସ୍ତେ ଯତ୍ନବାନ  ହେବାକୁ ସଚେତନ କରାଇଛନ୍ତି l ଗତ କାଲି ଦିଲ୍ଲୀ ରୁ କିଛି ଓଡ଼ିଆ ଝିଅ ଏଠି ପହଞ୍ଚି ମା ସୁରେଶ୍ଵରୀ ଙ୍କ ଦିବ୍ୟ ଦର୍ଶନ ଲାଭ କରିଥିଲେ l ଜଷ୍ଟିସ ଶ୍ରୀ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ଵା ବଧାନ ରେ ଅନୁଷ୍ଠିତ ଏହି ଯଜ୍ଞ ର ସମସ୍ତ କାର୍ଯ୍ୟ କ୍ରମ ପରିଚାଳନା ରେ କମିଟି ସଦସ୍ୟ ତଥା ଆଇନଜୀବୀ ପ୍ରଦୀପ ପୁରୋହିତ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ,  ମାନଭଞ୍ଜନ ବେଦବାକ , ଶେଷ ଦେବ ମେହେର, ପ୍ରତାପ ଦେହୁରୀ, ଅଭିଳାଷ ମିଶ୍ର, ରଶ୍ମି ସାହୁ, ପ୍ରମୁଖ kamiti ra ସମସ୍ତ ସଦସ୍ୟ ସହଯୋଗ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like