ଏହି କାର୍ଯ୍ୟକ୍ରମରେ ନଗରର ସହ ନଗର ସଂଘ ଚାଳକ ମାନନୀୟ ତରଣୀସେନ ପଟେଲ, ମୁଖ୍ୟ ବକ୍ତା ଭାବେ ବଜରଙ୍ଗଦଳର ପ୍ରାନ୍ତ ସଂଯୋଜକ ସୌମ୍ୟରଞ୍ଜନ ମିଶ୍ର, ସମ୍ମାନିତ ଅତିଥି ରୂପେ ଦୈତାରୀ ପୁଜାରୀ ଉପସ୍ଥିତ ଥିଲେ। ମୁଖ୍ୟ ଶିକ୍ଷକ ଦାୟିତ୍ବ ନଗର ପ୍ରଚାର ପ୍ରସାର ପ୍ରମୁଖ ରୂପେଶ କୁମାର ସାମଲ ଏବଂ ପ୍ରାର୍ଥନା ପ୍ରମୁଖ ଦାୟିତ୍ବ ଡ଼.ମାନସ ରଞ୍ଜନ ସାହୁ ବହନ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ବସତିର ଅନେକ ମାତୃ ମଣ୍ଡଳୀ ଏବଂ ସଜ୍ଜନ ଶକ୍ତି, ବିବିଧ କ୍ଷେତ୍ରର ବିଭିନ୍ନ କାର୍ଯ୍ୟକର୍ତ୍ତା, ବିଭାଗ ପ୍ରଚାରକ ଆଶିଷ ମଣ୍ଡଳ, ନଗର କାର୍ଯବାହ ବିରକିଶୋର ସୁନା, ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ସଂଗଠନ ର ମାଣିକ ଲାଲ ବର୍ମା, ବିଭାଗ ବ୍ୟବସ୍ଥା ପ୍ରମୁଖ ସୁରେନ୍ଦ୍ର କୁମାର ସେଠ ଆଦି ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ସଞ୍ଚାଳନ ଜିଲ୍ଲା ପ୍ରଚାରକ ଆଲୋକ କୁମାର ପଟେଲ କରିଥିଲେ।
-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2025