-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ବୈଗାପଡାରେ "ମା ଠାକୁରାଣୀ"ଙ୍କ ମନ୍ଦିରପ୍ରାଣ ପ୍ରତିଷ୍ଠା ଉତ୍ସବ

27-Sep-2025



ସିନାପାଲି (ଚିନ୍ତାମଣି ନେତାମ)
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ  ଖରସେଲ ଗ୍ରାମ ପଂଚାୟତର ବୈଗାପଡା ଗ୍ରାମଠାରେ "ମା ଠାକୁରାଣୀ ମନ୍ଦିରର ପ୍ରାଣପ୍ରତିଷ୍ଠା  ଉତ୍ସବ" ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l  ପାରମ୍ପାରିକ ଦେବୀ ପୂଜନ ଵିଧି ଓ ଶାସ୍ତ୍ରୀୟ ମନ୍ଦିର ପ୍ରତିଷ୍ଠା ନୀତି ଅନୁସାରେ  ଚଳିତ ନବରାତ୍ର  ଚତୁର୍ଥୀ ତିଥି ଶୁକ୍ରବାର ଦିନ  ମାଙ୍ଗଳିକ ବେଳାରେ ଏହି  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  l ପୂର୍ବାହ୍ନରେ ଦେବୀ ଆବାହନ  ଓ ମନ୍ଦିର ଗୃହପ୍ରତିଷ୍ଠା  ସାତ୍ତ୍ୱିକରୀତିରେ ପୂଜକ ଶ୍ରୀ ଆନନ୍ଦ ମୋହନ ଖମାରୀଙ୍କ ଦ୍ୱାରା ସମାପନ ହୋଇଥିବା ବେଳେ  ଅପରାହ୍ନରେ ଦେବୀ ପୂଜକ  ଶ୍ରୀ ବଳିୟାର ସିଂ ପୁଝାରୀ, ହେରାମ୍ବ ପୁଝାରୀ ଓ  ଜଗନ୍ନାଥ ପୁଝାରୀ ପାରମ୍ପରିକ ଶକ୍ତି ପୂଜା ରୀତିରେ  ସମ୍ପନ୍ନ କରିଥିଲେ  l  କର୍ତ୍ତା ଭାବରେ ଗ୍ରାମର  ନୂତନ ଦେବୀ ପୁଝାରୀ  ଦେବଚନ୍ଦ ଚିନ୍ଦା ସ୍ବପତ୍ନୀ ଦାୟିତ୍ୱ ତୁଲାଇ ଥିଲେ l  ଏହି ଅବସରରେ  ଅନୁଷ୍ଠିତ ଉଦ୍ଘାଟନୀ ସଭାକାର୍ଯ୍ୟରେ ଖରସେଲ ଗ୍ରାମ ପଂଚାୟତର ସରପଞ୍ଚ ତଥା  ଗ୍ରାମର ଗୌନ୍ତିଆ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଖମାରୀ ସଭାପତିତ୍ୱ କରିଥିବା ବେଳେ  ମୁଖ୍ୟ ଅତିଥି ଭାବରେ  ଖଡ଼ିଆଳ ରାଜା ସାହେବ ଶ୍ରୀଯୁକ୍ତ ଦେବ ଦେବ ସିଂ ଦେଓ  ଓ  ବିଶିଷ୍ଟ  ଅତିଥିଭାବରେ  ସମାଜ ସେବୀ  ଶ୍ରୀଯୁକ୍ତ ଲମ୍ବୋଦର ନିଆଲ ଓ ସିନାପାଲି ବ୍ଲକର  ଗୋଷ୍ଠୀ ଉନ୍ନୟନ ଅଧିକାରୀ  ଶ୍ରୀମତୀ କାର୍ମି ଓରାମ ଏବଂ ସମ୍ମାନିତ ଅତିଥି ଭାବରେ  ବାବେବିର ଶ୍ରୀ ବୁଢାରଜା ମନ୍ଦିରର ମୁଖ୍ୟ ପୂଜକ ଶ୍ରୀଯୁକ୍ତ ବଳିୟାର ସିଂ ପୁଝାରୀ, ସହ ପୂଜକ  ଶ୍ରୀଯୁକ୍ତ ହେରାମ୍ବ ପୁଝାରୀ, ଶ୍ରୀଯୁକ୍ତ ପୃଥ୍ୱୀରାଜ ମହାନ୍ତି,ଶ୍ରୀଯୁକ୍ତ ଫରସ ରାମ ସା, ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ମେଘ ଯୋଗ ଦେଇଥିଲେ  l  ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର  ଅତିଥି ମାନଙ୍କ  ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ  l ଗ୍ରାମର ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ଚନ୍ଦ୍ରଧ୍ଵଜ ଖମାରୀ,ଶ୍ରୀଯୁକ୍ତ ବିଘ୍ନରାଜ ବାଗ, ତୁଲାରାମ  ବିଶି,  ଜଗନ୍ନାଥ ବେମାଲ,  ଜଗନ୍ନାଥ ଚିନ୍ଦା,  ସନ୍ତୋଷ ତାଣ୍ଡି, ଚିନ୍ତାମଣି ନେତାମ, ପୂର୍ଣ୍ଣ ଚନ୍ଦ୍ର ବାଗ,  ପରମେଶ୍ୱର ଖମାରୀ ଅତିଥି ଗଣଙ୍କୁ ଫୁଲ ହାର, ସିନ୍ଦୁର, ତିଳକ ଓ  ଓପଢୌକନ ଦେଇ  ସମ୍ମର୍ଦ୍ଧିତ କରିଥିଲେ  l ଏହାପରେ  ସଭାପତିଙ୍କ ଅନୁରୋଧ କ୍ରମେ  ମୁଖ୍ୟ ଅତିଥି ଓ ବିଶିଷ୍ଟ ଅତିଥି  ପୁଜାର୍ଚନା ଓ ନାଲି ଫିତା  କର୍ତ୍ତନକରି ନବ ନିର୍ମିତ ଦେବୀ ମନ୍ଦିର ଗୃହର ଶୁଭ ଉଦଘାଟନ କରିଥିଲେ  l ସଭା ଶେଷରେ ଶ୍ରୀଯୁକ୍ତ ଚନ୍ଦ୍ରଧ୍ୱଜ ଖମାରୀ ଅତିଥିଗଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  l ଏହି ଠାକୁରାଣୀ ମନ୍ଦିର ର  ପ୍ରତିଷ୍ଠା ଉତ୍ସବ ଆୟୋଜନ କରିବାରେ ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ଓ ପ୍ରମୁଖ ବ୍ୟକ୍ତି ଯଥା ଶ୍ରୀଯୁକ୍ତ ଶ୍ରୀକାନ୍ତ  ଖମାରୀ, ଶ୍ରୀଯୁକ୍ତ ପଞ୍ଚାନନ ଖମାରୀ, ଶ୍ରୀଯୁକ୍ତ ବନମାଳୀ ବେମାଲ,ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଖମାରୀ, ଚନ୍ଦ୍ରଧ୍ୱଜ ବାଗ,ସଞ୍ଜୟ ଗହୀର,  ତ୍ରୟମ୍ବକ  ବାଗ,ହେମନ୍ତ ବେମାଲ, ନିରଞ୍ଜନ ବେମାଲ, ଲଚ୍ଛମନ କାଣ୍ଡ,ସନୁରାମ ତାଣ୍ଡି, ଅକୁର ତାଣ୍ଡି,ସମାଜ ସେବୀ  କୁମ୍ଭ ବାଗ,  ପ୍ରେମଚନ୍ଦ ସାହୁ, ବେଦବର ସାହୁ,  ହରପ୍ରସାଦ ମାଳି, ,ଦୈତାରୀ ବିଶି, , ଭୁବନେ ନେତାମ,ବାଞ୍ଛାନିଧି ଗହୀର,କୀର୍ତନ ନେତାମ, ସୂବେଶ ବାଗ, ଟିକେଲାଲ ଖରସେଲ,ନୀଳ ବେମାଲ, ଶମ୍ଭୁ ବେମାଲ, ବେଦବ୍ୟାସ ବେମାଲ ଓ ମା ଭଉଣୀ ତଥା ପାରମ୍ପାରିକ ନିଶାନ, ତସା, ମହୁରୀ ଓ ଢୋଲ ବାଦ୍ୟ ବାଦନରେ ଗଛପାଳ ତାଣ୍ଡି ଓ ତ୍ରିପାଳ ତାଣ୍ଡି ଆଦି ସହଯୋଗ କରିଥିଲେ  l ଦୀର୍ଘ ବର୍ଷ ପରେ  ସୁନ୍ଦର ଓ ପକ୍କା  ଦେବୀ ମନ୍ଦିର  ନିର୍ମିତ ହୋଇଥିବାରୁ ସମସ୍ତ ଗ୍ରାମବାସୀଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଛି  l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like