-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
27-Sep-2025
ଦେଓଗାଁ(ପ୍ରେରଣା ଖବର): ଗତକାଲି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ରାଇପାଲି ଗାଁ ଠାରେ ସେବାପକ୍ଷ ଅବସର ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ୩୭ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି
ମାନ୍ୟବର ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ ଯୋଗଦେଇ ଥିବା ବେଳେ ବରିଷ୍ଠ ବିଜେପି ନେତା ଗୋପାଳ ଜୀ ପାଣିଗ୍ରାହୀ ଓ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଏହି ଶିବିରକୁ ସାଂସଦ ପ୍ରତିନିଧି ଶଶୀ ପାଣିଗ୍ରାହୀ, ମଣ୍ଡଳ
ସଭାପତି ଗୌରୀଶଙ୍କର ଥାନାପତି,ବନବାସ ନାଏକ, ଉପ ସଭାପତି ସାନୁର୍ଜିୟ କରଣ ପ୍ରମୁଖ ଆୟୋଜନ କରିଥିଲେ ଏବଂ ବ୍ଳଡ଼ ବ୍ଯାଙ୍କ ଅଧିକାରୀ ମାନେ ସୂଚରୁରୂପେ ପରିଚାଳନା କରିଥିଲେ।